Home » କୋଭିଡ-୧୯ ଆରୋଗ୍ୟ ହାର ୫୯.୪୩ ପ୍ରତିଶତକୁ ବୃଦ୍ଧି ; ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କ ଠାରୁ ଅଧିକ

କୋଭିଡ-୧୯ ଆରୋଗ୍ୟ ହାର ୫୯.୪୩ ପ୍ରତିଶତକୁ ବୃଦ୍ଧି ; ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କ ଠାରୁ ଅଧିକ

India covid19 report
Share this:

କୋଭିଡ-୧୯  ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକର ଫଳାଫଳ ଅନୁଯାୟୀ, ଆଜିସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୧,୨୭,୮୬୪ ଅଧିକ ରହିଛି। ଏହାଦ୍ୱାରା ଆରୋଗ୍ୟ ହାର ୫୯.୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୩,୧୫୭ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ସଂଖ୍ୟାକୁ ୩,୪୭,୯୪୮ ରେ ପହଞ୍ଚାଇଛି ।

ବର୍ତ୍ତମାନ ଦେଶରେ ଥିବା ସମସ୍ତ ୨,୨୦,୧୧୪ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Share this: