odisha results

ଆସନ୍ତା ଶନିବାର +୨ କଳା ରେଜଲ୍ଟ ପ୍ରକାଶ ପାଇବ

ଭୁବନେଶ୍ଵର: ଆସନ୍ତା ଶନିବାରଦିନ ଯୁକ୍ତ ଦୁଇ କଳା(+2 Arts ) ବାର୍ଷିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏହାସହ +୨ ଧନ୍ଦାମୂଳକ ଶିକ୍ଷା ( Vocational )ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଉଭୟ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। Also Read: ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ +୨ ବିଜ୍ଞାନ (+2 Science ) ଓ ୧୯ ତାରିଖରେ +୨ ବାଣିଜ୍ୟ ( +2 Commerce )…

Read More
Odisha corona update Today _samir_das

ଚଳିତ ବର୍ଷ ପାଠ୍ୟ ସିଲାବସ୍‌ କମିବ:ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: କୋଭିଡ଼-୧୯ ( covid-19) ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷା ବର୍ଷ ୨୦୨୦-୨୧ ରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ସିଲାବସ୍ ହ୍ରାସ କରାଯିବ। ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ( +2 ) ପର୍ଯ୍ୟନ୍ତ ପାଠ୍ୟକ୍ରମ କମିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ବିଭାଗ ପକ୍ଷରୁ ଗଠନ କରାଯାଇଥିବା କିମଟି ସେମାନଙ୍କ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟକୁ ବିଭାଗର ସଚିବ ତର୍ଜମା କରି ଚୂଡ଼ାନ୍ତ ନିଷ୍ପତ୍ତି…

Read More