Home » vahan parivahan
PUC Certificate Odisha

PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

ଭୁବନେଶ୍ଵର: ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ଟ୍ୱିଟର) ମାଧ୍ୟମରେ ସୂଚନା ଦିଆଯାଇଛି ଯେ, ମୋଟର ଯାନ ପ୍ରଦୂଷଣ ସାର୍ଟିଫିକେଟ (PUC Certificate Odisha) ଯାଞ୍ଚ ସମ୍ବନ୍ଧରେ ଜନସାଧାରଣ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ, ସେହି ପ୍ରସଙ୍ଗକୁ ଧ୍ୟାନରେ ରଖି ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ଯୋଗାଣ ନିୟମକୁ ଅସ୍ଥାୟୀ ଭାବେ ଘୁଞ୍ଚାଯାଇଛି। ପୂର୍ବରୁ ଏହି ନିୟମ ଜାନୁଆରୀ ମାସରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଜନସାଧାରଣଙ୍କ ଦାବି ଓ…

Read More
puc-min

PUC: ଗାଡିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇଁ ନୂଆ ଫର୍ମାଟ୍ ଜାରି, କଡାକଡି ହେବ ନିୟମ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ସାରା ଦେଶରେ ଦିଆଯିବାକୁ ଥିବା ପିୟୁସି (Pollution Under Control-PUC) ପ୍ରମାଣପତ୍ରର ସାର୍ବଜନିକ ଫର୍ମାଟ୍ ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୧ ଜୁନ୍ ୧୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଛି। ନୂଆ ବିଜ୍ଞପ୍ତି ଅନୁସାରେ ପିୟୁସିର ପ୍ରମୁଖ ବୈଶିଷ୍ଟ୍ୟ: ସାରା ଦେଶରେ ଏକକ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ର ପ୍ରଚଳନ ଏବଂ ଜାତୀୟ ରେଜିଷ୍ଟର ସହିତ ପିୟୁସି ଡାଟାବେସର ସଂଯୋଗ କରିବା।…

Read More