Home » Weather Report Odisha: ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ

Weather Report Odisha: ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟରେ ପାଣିପାଗର ପରିବର୍ତ୍ତନ ଘଟି ଧୀରେ ଧୀରେ ଶୀତ ବଢୁଥିବାରଜଣାପଡିଛି। ଗତ କିଛିଦିନ କେତେକ ସ୍ଥାନରେ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମ୍‍ ରହିଥିଲା। କିନ୍ତୁ ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରୀ ସେଲସିୟସ ରେକର୍ଡ କରଯାଇଥିବାବେଳେ ଅନୁଗୋଳରେ ୧୫, ଫୁଲବାଣୀ, ଦାରିଙ୍ଗିବାଡି ଏବଂ ରାୟଗଡାରେ ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ବାଲେଶ୍ୱରରରେ ସର୍ବାଧିକ ତାପମାତ୍ରା ୩୩.୪ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

[masterslider id=”2″]

Also Read | Odisha Covid-19: ଆଜି ରାଜ୍ୟରେ ୧୩୪୦ ଜଣ କରୋନାରୁ ସୁସ୍ଥ

Share this:

Leave a Reply

Your email address will not be published. Required fields are marked *