Home » Indonesia Earthquake Updates: ଇଣ୍ଡୋନେସିଆ ଭୂମିକମ୍ପରେ ୧୬୨ ମୃତ

Indonesia Earthquake Updates: ଇଣ୍ଡୋନେସିଆ ଭୂମିକମ୍ପରେ ୧୬୨ ମୃତ

Indonesia Earthquake Updates
Share this:

ଜାକର୍ତ୍ତା: Indonesia Earthquake Updates ଇଣ୍ଡୋନେସିଆର ଜାଭା ଦ୍ଵୀପରେ ସୋମବାର ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଥିଲା। ଏଥିରେ ସହରରେ୧୬୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୨୬ ଲୋକ ଆହତ ହୋଇଛନ୍ତି।

ସହରର ୨୨୦୦ରୁ ଅଧିକ କୋଠା ଭୁଷୁଡ଼ି ପଡ଼ିଥିବାରୁ ଏହାର ଭଗ୍ନାବଶେଷ ତଳେ କେତେକ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭା ପ୍ରାନ୍ତର ସିୟାଞ୍ଜୁର (Indonesia Earthquake Updates) ରହିଥିବା ବେଳେ ଏହାର ଗଭୀରତା ୧୦କିଲୋମିଟର ଦୂରରେ ରହିଥିବା ନେଇ ସୂଚନା ଦିଆଯାଇଛି।

OPPO_AMAZON_5G

Read Also

Share this:

Leave a Reply

Your email address will not be published. Required fields are marked *