Home » ASO Examination Postponed: ୨୧ରେ ହେବାକୁ ଥିବା ଏଏସ୍‍ଓ ପରୀକ୍ଷା ସ୍ଥଗିତ

ASO Examination Postponed: ୨୧ରେ ହେବାକୁ ଥିବା ଏଏସ୍‍ଓ ପରୀକ୍ଷା ସ୍ଥଗିତ

aso
Share this:

କଟକ: ASO Examination 2022 Postponed ଆସନ୍ତା ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଏଏସ୍‍ଓ (ASO Examination Postponed) ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ଥଗିତ ନିଷ୍ପତ୍ତି ନିଆଯାଇଛି।

ଏହି ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରୀକ୍ଷା ନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଲୋକସେବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *