Home » ASO
OPSC ASO Final Result 2022

OPSC ASO Final Result 2022: ଏଏସ୍‌ଓ ଫାଇନାଲ ରେଜଲ୍ଟରେ ରହିତାଦେଶ

କଟକ: OPSC ASO Final Result 2022 ଏଏସଓ ପରୀକ୍ଷା ବିବାଦ ଦିନକୁ ଦିନ ବଢୁଛି। ଆଜି ଶୁକ୍ରବାର ଏଏସ୍‌ଓ ପରୀକ୍ଷାକୁ ନେଇ ଆଜି ଏକ ବଡଖବର ଆସିଛି। ଚୂଡ଼ାନ୍ତ ପରୀକ୍ଷାଫଳକୁ ନେଇ ମାନ୍ୟବର ଓଡ଼ିଶା ହାଇକୋର୍ଟ (Orissa High Court) ଙ୍କ ରାୟ ପ୍ରକାଶ ପାଇଛି। ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରହିତାଦେଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ବର୍ତ୍ତମାନ କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ହୋଇପାରିବ ନାହି ବୋଲି ଓପିଏସସିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।…

Read More
aso_exam

ASO Examination 2022: ଆସନ୍ତା ଅଗଷ୍ଟ ୨୭ରେ ଏଏସ୍‍ଓ ପରୀକ୍ଷା, Download admit card

କଟକ: ASO Written Examination 2022 ଏଏସ୍‍ଓ ପରୀକ୍ଷା ପାଇଁ ଓପିଏସ୍‍ସି (OPSC) ପକ୍ଷରୁ ନୂଆ ତାରିଖ ଘୋଷଣା ହୋଇଛି। ଆସନ୍ତା ୨୭ ତାରିଖ ଶନିବାର ଦିନ ଏହି ପରୀକ୍ଷା ୩ଟି ସିଟିଙ୍ଗରେ ଅନୁଷ୍ଠିତ ହେବ ବୋଲି ଓପିଏସ୍‍ସି ୱେବସାଇଟରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଏଏସ୍‍ଓ (ASO Examination Postponed) ଲିଖିତ ପରୀକ୍ଷାକୁ…

Read More
aso

ASO Examination Postponed: ୨୧ରେ ହେବାକୁ ଥିବା ଏଏସ୍‍ଓ ପରୀକ୍ଷା ସ୍ଥଗିତ

କଟକ: ASO Examination 2022 Postponed ଆସନ୍ତା ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଏଏସ୍‍ଓ (ASO Examination Postponed) ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ଥଗିତ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରୀକ୍ଷା ନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଲୋକସେବା ଆୟୋଗ ପକ୍ଷରୁ ସୂଚନା…

Read More
ssb-odisha

Odisha SSB Recruitment: ଓଡିଶାରେ ୯୭୨ ଅଧ୍ୟାପକ ପଦ ପାଇଁ କରିପାରିବେ ଆବେଦନ, ବୟସସୀମା ୪୨ବର୍ଷ

ଭୁବନେଶ୍ଵର: ରାଜ୍ୟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି (Lecture Recruitment) ପାଇଁ ଓଡିଶା ରାଜ୍ୟ ଚୟନ ବୋର୍ଡ (Odisha State Selection Board) ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ (Job Application) ଆହ୍ୱାନ କରିଛି। ବୋର୍ଡର ଅଫିସିଆଲ୍ ୱେବସାଇଟରୁ  ଆବେଦନ କରାଯାଇପାରିବ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ଏପ୍ରିଲ୍ ୨୦୨୧। ୱେବସାଇଟ ତଥ୍ୟ ଅନୁସାରେ ମୋଟ ୯୭୨ଟି ପଦବୀ ନିଯୁକ୍ତ କରାଯାଉଛି। ସେମାନଙ୍କ ମଧ୍ୟରେ ବିଭିନ୍ନ ବିଷୟର ଅଧ୍ୟାପକଙ୍କ ପଦବୀ ଅଛି। ମୋଟ…

Read More
jobs

Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

ଭୁବନେଶ୍ୱର (ମହିମା ଲାଇଭ ବ୍ୟୁରୋ): ଓଡ଼ିଶାରେ ସରକାରୀ ନିଯୁକ୍ତି ସଙ୍କୁଚିତ ହୋଇଥିବାବେଳେ ବହୁ  ମେଧାବୀ ଛାତ୍ରଛାତ୍ରୀ ବୟସ ସୀମା ପାର ହୋଇଯାଉଥିବାରୁ ନିଜ ମନପସନ୍ଦର ଚାକିରିଟିଏ ପାଇପାରୁନାହାନ୍ତି। ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଅଛି। କିନ୍ତୁ ଅନ୍ୟ ରାଜ୍ୟରେ ୪୫ ବର୍ଷ ଅଛି। ବର୍ତ୍ତମାନ  ସାମାଜିକ ଓ ଅର୍ଥନୈତିକ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ଉପଯୋଗୀ ପାଠ୍ୟକ୍ରମ ସାରିବାବେଳକୁ ଚାକିରି ବୟସ ୩୨ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଅନେକ ନିଜେ ଅର୍ଥ…

Read More