Home » ASO Examination 2022: ଆସନ୍ତା ଅଗଷ୍ଟ ୨୭ରେ ଏଏସ୍‍ଓ ପରୀକ୍ଷା, Download admit card

ASO Examination 2022: ଆସନ୍ତା ଅଗଷ୍ଟ ୨୭ରେ ଏଏସ୍‍ଓ ପରୀକ୍ଷା, Download admit card

aso_exam
Share this:

କଟକ: ASO Written Examination 2022 ଏଏସ୍‍ଓ ପରୀକ୍ଷା ପାଇଁ ଓପିଏସ୍‍ସି (OPSC) ପକ୍ଷରୁ ନୂଆ ତାରିଖ ଘୋଷଣା ହୋଇଛି। ଆସନ୍ତା ୨୭ ତାରିଖ ଶନିବାର ଦିନ ଏହି ପରୀକ୍ଷା ୩ଟି ସିଟିଙ୍ଗରେ ଅନୁଷ୍ଠିତ ହେବ ବୋଲି ଓପିଏସ୍‍ସି ୱେବସାଇଟରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଏଏସ୍‍ଓ (ASO Examination Postponed) ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ଥଗିତ ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତା ୨୭ ତାରିଖ ଶନିବାର ଏହି ପରୀକ୍ଷା ହେବା ନେଇ ଓପିଏସ୍‍ସି ପକ୍ଷରୁ ଆଜି ନିଷ୍ପତ୍ତି ହୋଇଛି।

ପରୀକ୍ଷାର୍ଥୀ ସିଧା ଏଠାରେ ନୋଟିସ ଦେଖିପାରିବେ। To see notification click here

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *