ଭୁବନେଶ୍ଵର ର ୪ଟି ଘରୋଇ ପରୀକ୍ଷାଗାର ରେ କୋଭିଡ଼-୧୯ ର ପରୀକ୍ଷା;ସର୍ବାଧିକ ପରୀକ୍ଷାମୂଲ୍ୟ ୨୨୦୦ ଟଙ୍କା
କରୋନା ଭୂତାଣୁ ରୋଗ ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଗ୍ରାମାଞ୍ଚଳର ପ୍ରତିଟି ଘର ଏବଂ ସହରାଞ୍ଚଳର ବସ୍ତି ଅଞ୍ଚଳରେ ଘରକୁ ଘର ସର୍ଭେ କରାଯିବ। ଆଶାକର୍ମୀମାନେ…
