Weather Report: ରାଜ୍ୟରେ ହେଉଛି ଶୀତ ଅନୁଭୂତ, ସୋନପୁର ସବୁଠୁ ଥଣ୍ଡା ସହର
ଭୁବନେଶ୍ଵର: ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହୋଇ ଶୀତ ଅନୁଭୂତ ହେବା ପରିଲକ୍ଷିତ ହୋଇଛି। ଆଜି ୬ଟି ସହରର ତାପମାତ୍ରା ୧୨ ଡିଗ୍ରୀ ସେଲ୍ସିଅସ୍ ତଳେ ରହିଥିବା ବେଳେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ୍ ରହି ଆଜି ବି ରାଜ୍ୟର ସବୁଠୁ ଥଣ୍ଡା ସହର ରୂପେ ପରିଗଣିତ ହୋଇଛି। ଦାରିଙ୍ଗବାଡ଼ି ୯.୫, ଫୁଲବାଣୀ ୯.୮, କୋରାପୁଟ ୧୦.୬ ଡିଗ୍ରୀ, ଅନୁଗୁଳ ୧୦.୮, ଭବାନୀପାଟଣାରେ ତାପମାତ୍ରା ୧୧ ଡିଗ୍ରୀ, କଟକରେ ୧୬.୪ ଓ ଭୁବନେଶ୍ୱରରେ ତାପମାତ୍ରା ୧୭.୪…
