Home » MORE » Page 18

First 1000 Days: ମନୁଷ୍ୟ ଜୀବନରେ ପ୍ରଥମ ହଜାରେ ଦିନ ଗୁରୁତ୍ୱପୂର୍ଣ୍ଣ କାହିଁକି?

ଭୁବନେଶ୍ଵର: ମନୁଷ୍ୟ ଜୀବନର ପ୍ରଥମ ହଜାରେ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଏଥିରେ କୌଣସି ପ୍ରକାରର ହେଳା କଲେ କୁ-ପୋଷଣର (Malnutrition) ଶୀକାର ହେବା ପ୍ରାୟତଃ ନିଶ୍ଚିତ ବୋଲି ୟୁନିସେଫର (UNICEF) ପୁଷ୍ଟି ବିଶାରଦ ସୌରଭ ଭଟ୍ଟାଚାର୍ଯ୍ୟ କହିଛନ୍ତି। ରାଷ୍ଟ୍ରୀୟ ପୁଷ୍ଟି ପକ୍ଷ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ରସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ‘ସ୍ୱାସ୍ଥ୍ୟ ଏବଂ ପୋଷଣ’ ଶୀର୍ଷକ ଏକ ୱେବିନାରରେ ଆଲୋଚନା କରି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ-ଗର୍ଭଧାରଣ…

Read More
school examination

KV Admission: ଏଥର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ଅନ୍‍ଲାଇନ୍‍ ପଞ୍ଜିକରଣ, ଅନ୍ୟ କ୍ଳାସ ପାଇଁ ଅଫଲାଇନ, ଏପ୍ରିଲ ୧ରୁ ଆରମ୍ଭ

ନୂଆଦିଲ୍ଲୀ: ୨୦୨୧-୨୦୨୨ ଶିକ୍ଷାବର୍ଷ (Session 2021-2022 ) ଲାଗି କେନ୍ଦ୍ରୀୟ ବିଦ୍ୟାଳୟ (Kendriya Vidyalaya) ରେ ପ୍ରଥମ ଶ୍ରେଣୀ (Class-1) ରେ ନାମ ଲେଖାଇବା ପାଇଁ ୧ ଏପ୍ରିଲ, ୨୦୨୧ରୁ ଅନଲାଇନ୍ ପଞ୍ଜିକରଣ (Online Registration) ଆରମ୍ଭ ହେବ ଏବଂ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ ୮ଏପ୍ରିଲ୍ ୨୦୨୧ରୁ ଅଫଲାଇନ ପଞ୍ଜିକରଣ ହେବ। ପ୍ରଥମ ଶ୍ରେଣୀ ପାଇଁ ଅନଲାଇନ୍ ପଞ୍ଜିକରଣ ୧ଏପ୍ରିଲ୍ ୨୦୨୧ ସକାଳ ୧୦ଟାରୁ ଆରମ୍ଭ ହେବ ଏବଂ ୧୯ ଏପ୍ରିଲ ୨୦୨୧ ସଂଧ୍ୟା…

Read More
electricity bill-Odisha

Odisha electricity unit price: ଓଡ଼ିଶା ସରକାର ବୃଦ୍ଧି କଲେ ବିଦ୍ୟୁତ୍‍ ଦର, ଏପ୍ରିଲ୍‍ ୪ରୁ ନୂଆ ଦର ଲାଗୁ

ଭୁବନେଶ୍ଵର: ରାଜ୍ୟରେ ପୁଣି ଥରେ ବିଦ୍ୟୁତ୍‍ ଦର ବୃଦ୍ଧି ପାଇଛି। ଏପ୍ରିଲ୍‍ ୪ରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha Electricity Regulating Commissioner) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନୂଆ ଦର ଅନୁଯାୟୀ କିଲୋ ୱାଟ୍‍ (Kilo Watt) ପିଚ୍ଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି। ସୂଚନାଅନୁସାରେ ଏଣିକି ପ୍ରଥମ ୫୦ ୟୁନିଟ୍‍ (Unit) ପାଇଁ ୟୁନିଟ୍‍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫୧ ରୁ…

Read More
ssb-odisha

Odisha SSB Recruitment: ଓଡିଶାରେ ୯୭୨ ଅଧ୍ୟାପକ ପଦ ପାଇଁ କରିପାରିବେ ଆବେଦନ, ବୟସସୀମା ୪୨ବର୍ଷ

ଭୁବନେଶ୍ଵର: ରାଜ୍ୟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି (Lecture Recruitment) ପାଇଁ ଓଡିଶା ରାଜ୍ୟ ଚୟନ ବୋର୍ଡ (Odisha State Selection Board) ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ (Job Application) ଆହ୍ୱାନ କରିଛି। ବୋର୍ଡର ଅଫିସିଆଲ୍ ୱେବସାଇଟରୁ  ଆବେଦନ କରାଯାଇପାରିବ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ଏପ୍ରିଲ୍ ୨୦୨୧। ୱେବସାଇଟ ତଥ୍ୟ ଅନୁସାରେ ମୋଟ ୯୭୨ଟି ପଦବୀ ନିଯୁକ୍ତ କରାଯାଉଛି। ସେମାନଙ୍କ ମଧ୍ୟରେ ବିଭିନ୍ନ ବିଷୟର ଅଧ୍ୟାପକଙ୍କ ପଦବୀ ଅଛି। ମୋଟ…

Read More
odisha-high school-min

Reservation: ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ

ଭୁବନେଶ୍ଵର: ଚଳିତ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‍ ଅଧିବେଶନରେ (Odisha Assembly Budget Session) ଆଜି ନବମ ଦିବସରେ ମହାତ୍ମା ଗାନ୍ଧୀ (Mahatma Gandhi) ଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୃହରେ ଆଜି ସ୍ୱତନ୍ତ୍ର ଭାବେ ୩ ଘଣ୍ଟିଆ ଆଲୋଚନା ହୋଇଛି। ଏଣିକି ସରକାରୀ ହାଇସ୍କୁଲ (High school) ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଡାକ୍ତରୀ ଓ ବୈଷୟିକ (Medical and Engineering) ଶିକ୍ଷାରେ ନାମଲେଖା (Admission) କ୍ଷେତ୍ରରେ ୧୫% ପ୍ରତିଶତ ସଂରକ୍ଷଣ (15…

Read More
national_film_awards2019

67th National Film Awards: ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ମନୋଜ ବାଜପେୟୀ ଏବଂ ଧନୁଷ, ଶ୍ରେଷ୍ଠ ଅଭିନେତ୍ରୀ କଙ୍ଗନା ରାନାୱତ

ନୂଆଦିଲ୍ଲୀ: ଆଜି ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (67th National Film Awards) ବିଜେତାଙ୍କ ନାମ ଘୋଷଣା କରାଯାଇଛି। ପ୍ରତିବର୍ଷ ମେ ୩ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ୨୦୨୦ରେ ଏହା ବାତିଲ ହୋଇଥିଲା। କରୋନା ସଂକ୍ରମଣ ଲାଗି ୨୦୧୯ ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇପାରି ନ ଥିଲା। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ…

Read More
Mo-College-mahimalive

Mo College: ମୋ କଲେଜ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ମୋ କଲେଜ (Mo College) ପୋର୍ଟାଲର ଆଜି ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ସଫଳତା କାମନା କରିବା ସହ ମୁଖ୍ୟମନ୍ତ୍ରୀ ଏହାଦ୍ୱାରା ଏକ ସୁସ୍ଥ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଆଶା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ସ୍କୁଲ (Mo School) ଭଳି ମୋ କଲେଜ୍‍ ଅଭିଯାନ ମଧ୍ୟ ସଫଳ ହେବ। ଏହି ଅଭିଯାନ ଦ୍ୱାରା ପୁରାତନ ଛାତ୍ରଛାତ୍ରୀ ତାଙ୍କ କଲେଜର ଉନ୍ନତି ତଥା ଆନୁଷଙ୍ଗିକ…

Read More
Mukesh-Ambani_reliance

Mukesh Ambani: ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୨୨ ହଜାର କୋଟି ଟଙ୍କା ବୃଦ୍ଧି

ମୁମ୍ବାଇ: ଶୁକ୍ରବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited) ସେୟାର (Share) ରେ ବୃଦ୍ଧି ହେତୁ ମୁକେଶ ଅମ୍ବାନୀ (Mukesh Ambani) ଙ୍କ ନିଟ୍ ମୂଲ୍ୟ ୩.୦୩ ବିଲିୟନ ଡ଼ଲାର୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ସକାଳେ ତାଙ୍କୁ ବିଶ୍ଵ (World) ର ସମ୍ଭ୍ରାନ୍ତ ତାଲିକାର ଶ୍ରେଷ୍ଠ ୧୦ ତାଲିକାରୁ ବାଦ ଦିଆଯାଇଥିଲା, କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ପୁନର୍ବାର ଶ୍ରେଷ୍ଠ ଦଶରେ ସ୍ଥାନ ପାଇବାରେ…

Read More
masjid

Loud Speaker: ମସଜିଦରେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ଲାଉଡ ସ୍ପିକର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ପ୍ରୟାଗରାଜ (Prayagraj) ରେ ମସଜିଦ (Mosque) ରୁ ଲାଉଡ ସ୍ପିକର ଦ୍ଵାରା  ଉଚ୍ଚ ସ୍ୱରରେ ଦିଆଯାଉଥିବା ଅଜାନ (ପ୍ରାର୍ଥନାକୁ ଆହ୍ୱାନ) (Azaan) ଉପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଆଇଜି ପ୍ରୟାଗରାଜ କେ.ପି ସିଂ ରେଞ୍ଜର ଚାରିଟି ଜିଲ୍ଲାର ଡିଏମ (District Magistrate) ଏବଂ ଏସଏସପି (Senior Superintendent of Police) ଙ୍କୁ ଏକ ଚିଠି ପଠାଇଛନ୍ତି। ଏହି ଚିଠି ମାଧ୍ୟମରେ ସେମାନଙ୍କୁ ପ୍ରଦୂଷଣ ଆଇନ ଏବଂ ହାଇକୋର୍ଟ (High Court) ଏବଂ ସୁପ୍ରିମକୋର୍ଟ (Supreme…

Read More