Home » MORE » Page 19
odisha_teacher

Odisha Teacher Recruitment: ବୟସ ଅତିକ୍ରାନ୍ତ ସିଟି ଏବଂ ବିଏଡ୍‍ ଡିଗ୍ରୀଧାରୀଙ୍କୁ ଆଉ ମିଳିବନି ସରକାରୀ ନିଯୁକ୍ତି

ଭୁବନେଶ୍ଵର:ରାଜ୍ୟର ଯେଉଁ ବିଦ୍ୟାଳୟ (School) ଗୁଡିକରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭାବ ରହିଛି, ସମୀକରଣ ପ୍ରକ୍ରିୟା ମାଧ୍ୟମରେ ସେହି ପଦବୀଗୁଡ଼ିକ ପୂରଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ (Samir Ranjan  Dash) ପ୍ରକାଶ କରିଛନ୍ତି। ବିଜେପି (BJP) ବିଧାୟକ ମୋହନ ଚରଣ ମାଝୀ (Mohan Charan Majhi) ଙ୍କର ଆଦର୍ଶ ବିଦ୍ୟାଳୟ (Adarsh Vidyalaya) ଗଠନ ସମ୍ପର୍କିତ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

Read More
school odisha new session

Odisha School New Session: ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପଢ଼ାଯିବ ପୂର୍ବ କ୍ଲାସ୍‍ର ପାଠ

ଭୁବନେଶ୍ଵର: ଆସନ୍ତା ଶିକ୍ଷାବର୍ଷ ଆରମ୍ଭର ଦୁଇରୁ ତିନି ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ (Class 1 to Class 8) ଛାତ୍ରଛାତ୍ରୀମାନଙ୍କ ପାଇଁ ରିଭିଜନ୍‍ କ୍ଲାସ୍‍ (Revision Class ) କରାଯିବ। ଏହି ସମୟରେ ପୁରୁଣା କ୍ଲାସ୍‍ର ପାଠ ପଢ଼ାଯିବ ବୋଲି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇବ। ସରକାରୀ (Government School), ସରକାରୀ ଅନୁଦାନପ୍ରାପ୍ତ (Government Aided School) ଓ ଘରୋଇ ସ୍କୁଲ୍‍ (Private…

Read More
Odisha corona update Today _samir_das

Odisha School Examination: ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପାସ୍‍

ଭୁବନେଶ୍ଵର: କରୋନା (Covid-19) ସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାସ୍‍ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Samir Ranjan Das) ସୂଚନା ଦେଇଛନ୍ତି।  ସେକହିଛନ୍ତି, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଆଉ ସ୍କୁଲ୍‍ ଖୋଲିବା ସମ୍ଭବ ନୁହେଁ। ତେଣୁ ବିନା ବାର୍ଷିକ ପରୀକ୍ଷା (Annual Examination) ରେ ଏହି ଛାତ୍ରଛାତ୍ରୀଙ୍କୁ ଉପର…

Read More
assembly

Odisha Assembly News: ବିଧାନସଭାର ବଜେଟ୍‍ ଅଧିବେଶନର ବିରୋଧୀଙ୍କ ହଟ୍ଟଗୋଳ, ୨୪ଟି ନୂଆ ସରକାରୀ ଆଇଟିଆଇ ହେବ ପ୍ରତିଷ୍ଠା

ଭୁବନେଶ୍ଵର:ଚଳିତ ବିଧାନସଭା (Assembly) ର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‍ ଅଧିବେଶନ (Budget Session) ର ଦ୍ୱିତୀୟ କାର୍ଯ୍ୟଦିବସ। ଧାନମଣ୍ଡି ସମସ୍ୟା ନେଇ ଅଧିବେଶନ ଆରମ୍ଭରୁ ବିରୋଧି ବିଜେପି (BJP) ଏବଂ କଂଗ୍ରେସ (Congress) ବିଧାୟକମାନେ ହଟ୍ଟଗୋଳ କରିବାରୁ ଶାସକ ବିଜେଡି (BJD) ବିଧାୟକମାନେ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା। ହଟ୍ଟଗୋଳଜନିତ ଅଚଳାବସ୍ଥା ଏବଂ ଉତ୍ତେଜନାପୂର୍ଣ୍ଣ ବାତାବରଣ ଲାଗି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (Suryanarayan Patra)…

Read More
sivaratri

Maha Shivaratri: ମହାଶିବରାତ୍ରୀ ପାଳନ ପାଇଁ କୋଭିଡ଼ ଗାଇଡ଼ଲାଇନ୍ସ ଜାରି

ଭୁବନେଶ୍ଵର: ମହାଶିବରାତ୍ରୀ (Maha Shivaratri) ପାଳନକୁ ଦୃଷ୍ଟିରେ ରଖି ଲିଙ୍ଗରାଜ (Lingraj) ମନ୍ଦିରରେ ଦୃଢ଼ ଭାବେ କଟକଣା ପାଳନ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ ସମସ୍ତ ସେବାୟତ ଏବଂ ସେଠାରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ କୋଭିଡ (Covid-19) ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ସେହିପରି ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳ (Dhenkanal) ର କପିଳାସ ପୀଠ (Kapilash Pitha) ରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି।…

Read More
naveen patnaik

Mo Seba Kendra: ମୋ ସେବା କେନ୍ଦ୍ର ଏବଂ ଓଡ଼ିଶା ୱାନ୍‍ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଫାଇଭ୍‍ ଟି (5-T) ଉପକ୍ରମ ଅନୁସାରେ ୩ ହଜାରରୁ ଅଧିକ ମୋ ସେବା କେନ୍ଦ୍ର(Mo Seba Kendra) ଏବଂ ଓଡ଼ିଶା ୱାନ୍‍ (Odisha One) ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ…

Read More
dharmendra-pradhan2

Maritime India Summit: ଓଡ଼ିଶା ହେବ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶଦ୍ୱାର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ନେତୃତ୍ୱରେ ଓଡ଼ିଶା (Odisha) ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶଦ୍ୱାର ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)। ମାରିଟାଇମ୍‍ ଇଣ୍ଡିଆ ଶିଖର ସମ୍ମିଳନୀ (Maritime India Summit) ର ସ୍ୱତନ୍ତ୍ର ଅଧିବେଶନରେ ‘ଓଡ଼ିଶାରେ ପୁଞ୍ଜିନିବେଶର ସୁଯୋଗ’ ଶୀର୍ଷକ ଭର୍ଚୁଆଲ୍‍ ଆଲୋଚନା ସମୟରେ ଶ୍ରୀ ପ୍ରଧାନ କହିଛନ୍ତି,…

Read More
Satyajit-Mohanty

OPSC ର ନୂଆ ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସତ୍ୟଜିତ ମହାନ୍ତି

ଭୁବନେଶ୍ଵର: ଓଡିଶା ଲୋକସେବା ଆୟୋଗ (OPSC) ର ନୂଆ ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସତ୍ୟଜିତ ମହାନ୍ତି (Satyajit Mohanty)। ଆଜି ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି। ପୁଲିସ ସେବାରୁ ଗତକାଲି ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ଡକ୍ଟର ମହାନ୍ତି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ସତ୍ୟଜିତ୍ ମହାନ୍ତି ୧୯୮୮ ମସିହାରେ ଭାରତୀୟ ପୁଲିସ୍ ସେବାରେ ଯୋଗଦେଇଥିଲ। ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜମାନଙ୍କରେ ଯଥାକ୍ରମେ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଉପ-ମହାନିରୀକ୍ଷକ ଏବଂ…

Read More
Sabyasachi-Archita

Ollywood: ଆସନ୍ତା କାଲି ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ବାହାଘର

ଭୁବନେଶ୍ଵର: ଆସନ୍ତାକାଲି ସୋମବାର ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ଼ (Ollywood) ର ଚର୍ଚ୍ଚିତ ଯୋଡ଼ି ସବ୍ୟ- ଅର୍ଚ୍ଚିତା (Sabya-Archita)। ବିବାହ କରିବା ନେଇ ଉଭୟେ ସୋସିଆଲ ମିଡିଆ (Social Media) ରେ ସୂଚନା ଦେଇଛନ୍ତି। ଏକ ଟ୍ଵିଟ ରେ ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମାଗିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା। ସେମାନେ ଲେଖିଛନ୍ତି ଯେ ସବୁ ଖରାପ ଓ ଭଲ ସମୟରେ ସମସ୍ତଙ୍କ ସହଯୋଗ ରହିଛି। ଆଉ ଆଗକୁ…

Read More
odia jatra

Odisha Covid-19 March Guidelines: ୨ହଜାର ଲୋକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ମିଳିଲା ଅନୁମତି

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ମାର୍ଚ୍ଚ ମାସ ପାଇଁ କୋଭିଡ଼ ଗାଇଡଲାଇନ (Covid-19 Guidelines) ଅନୁସାରେ  ୨ହଜାର ଲୋକଙ୍କୁ ନେଇ ଯାତ୍ରାର ଆୟୋଜନ କରିବାକୁ ଅନୁମତି ଦିଆଯାଇଛି। ଏହା ମାର୍ଚ୍ଚ ପହିଲାଠାରୁ ଲାଗୁହେବ। ଗାଇଡଲାଇନ ଅନୁସାରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା କୁହାଯାଇଛି। ଏଥିରେ ଯାତ୍ରା ପରିବେଷଣ ଅଞ୍ଚଳରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯିବ, ଦର୍ଶକ ବସିବା ପାଇଁ ପଡ଼ିଥିବା ଚେୟାର ମଧ୍ୟ‌ରେ ୬ଫୁଟର ଦୂରତା ରହିବ। ଏଥିସହିତ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ…

Read More