Home » ଓଡ଼ିଶା » Page 24
bse-1Oth result

CBSE 10th ପରୀକ୍ଷାଫଳ ପ୍ରକାଶ, ଭୁବନେଶ୍ୱର ରିଜିଅନରେ ୯୯.୬୨ ପ୍ରତିଶତ ପାସ୍

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ସିବିଏସଏଇ ବୋର୍ଡ (CBSE Board) ଦଶମ ପରୀକ୍ଷା ଫଳ (10th Result)। ଆଜି ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ ରେ ପ୍ରକାଶ ପାଇଛି। ଏହାର ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇ ସିବିଏସ୍ଇ ବୋର୍ଡ ଟ୍ୱିଟ୍ କରିଛି। ଏହି ଟୁଇଟରେ ଫଳାଫଳ ଯାଞ୍ଚ କରିବା ପାଇଁ ସିବିଏସ୍ଇ ବୋର୍ଡର ଅଫିସିଆଲ୍ ପେଜ୍ ପାଇଁ ଏକ ଲିଙ୍କ୍ ଦିଆଯାଇଛି। ସୂଚନାଯୋଗ୍ୟ କରୋନା କାରଣରୁ ସମସ୍ତ ସିବିଏସ୍ଇ ବୋର୍ଡ ପରୀକ୍ଷା ଏବଂ ସେମାନଙ୍କର ଫଳାଫଳ…

Read More
e-rupi-digital-payment

e-Rupi ସେବା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବାଟମାରଣା ମୁକ୍ତ ହେବ କଲ୍ୟାଣକାରୀ ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସୋମବାର ଡିଜିଟାଲ ପେମେଣ୍ଟ (Digital Payment) ପାଇଁ ଏକ ନୂତନ ପ୍ଲାଟଫର୍ମ e-Rupi ଆରମ୍ଭ କରିଛନ୍ତି। ଏହି ସମୟରେ ପିଏମ ମୋଦୀ କହିଛନ୍ତି ଯେ ଆଜି ଡିଜିଟାଲ ଶାସନକୁ ଦେଶ ଏକ ନୂଆ ଦିଗ ଦେଉଛି। e-RUPI ଭାଉଚର ଡିଜିଟାଲ କାରବାର, ଦେଶରେ DBT କୁ ଅଧିକ ପ୍ରଭାବଶାଳୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କେବଳ ସରକାର…

Read More
cbse 10

CBSE Results 2021:ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଛାତ୍ରଛତ୍ରୀଙ୍କ ଅପେକ୍ଷା ଆଜି ଶେଷ ହୋଇଛି। ଆଜି ସିବିଏସଇ ଦ୍ୱାଦଶଶ୍ରେଣୀ ପରୀକ୍ଷାଫଳ (CBSE 12th Class Result) ପ୍ରକାଶ ପାଇଛି। ଚଳିତବର୍ଷ ପାସ୍ ହାର ୯୯.୩୭ ପ୍ରତିଶତ ରହିଛି। ଏ ବର୍ଷ ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୩ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ସିବିଏସଇ ଦ୍ୱାଦଶରେ ମୋଟ ୧୩ ଲକ୍ଷ ୪ ହଜାର ୫୬୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଫଳାଫଳ ପ୍ରକାଶ କରିବାବେଳେ, ବୋର୍ଡ CBSE ର ଅଫିସିଆଲ୍ ୱେବସାଇଟରେ ଫଳାଫଳ…

Read More
odisha-weather_today

Odisha Weather Report:ଆସନ୍ତା ୨୪ ଘଣ୍ଟାରେ କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଆସୁଛି ଲଘୁଚାପ

ଭୁବନେଶ୍ଵର: ଉତ୍ତର ବଙ୍ଗୋପସାଗର ତଥା ତାର ଆଖପାଖ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୧.୫ ଠାରୁ ୫.୮ କିମି ମଧ୍ୟରେ ଆଜି ସୃଷ୍ଟି ହୋଇଥିବା ଘୂର୍ଣ୍ଣୀବଳୟ ପ୍ରଭାବରେ ୨୮ ଜୁଲାଇ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ଜୁଲାଇ ୨୮ ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡିକରେ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା…

Read More
Hyder-encounter

Odisha News: ପୁଲିସ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ

ବାଲେଶ୍ୱର: ଆଜି ଗ୍ୟାଙ୍ଗଷ୍ଟର ହାଇଦରର (Gangster Hyder) ମୃତ୍ୟୁ ହୋଇଛି। ପୁଲିସ ଏନକାଉଣ୍ଟର (Police Encounter) ରେ ହାଇଦରର ମୃତ୍ୟୁ ହୋଇଛି। ଚୌଦ୍ୱାର (Choudwar) ଜେଲରୁ ବାରିପଦା (Baripada) ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା। ଏନକାଉଣ୍ଟର କରିଛି ପୁଲିସ। ଏଥିରେ ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା। ରାସ୍ତାରେ ଏପରି ଘଟଣା ଘଟିଥିଲା। ଏଥିରେ ସେ ଆହାତ ହୋଇଥିବା ଜଣାପଡ଼ିଥିଲା। ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା…

Read More
DRDO-MPATGM

DRDO: ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଆକାଶ ଏନ୍‌ଜିର ସଫଳ ପରୀକ୍ଷଣ

ଚାନ୍ଦିପୁର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଜି ସ୍ଵଦେଶୀ ବିକଶିତ, ସ୍ୱଳ୍ପ ଓଜନ, ଅଗ୍ନି ଫରଗେଟ ମ୍ୟାନ୍-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ୍ ଗାଇଡ୍ ମିସାଇଲ୍ (MPATGM) ସଫଳତାର ସହ ପରୀକ୍ଷଣ କରିଛି। ଯାହାକି ଆତ୍ମନିର୍ଭରଶୀଳ ଭାରତକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ସେନାକୁ ମଜବୁତ କରିବା ଦିଗରେ ଏହା DRDO ର ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହି ଅବସରରେ DRDO ରୁ କୁହାଯାଇଛି ଯେ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି। ସୂଚନା…

Read More
weather-forecast

Odisha Weather Report: ରାଜ୍ୟରେ ହେବ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ଏ ନେଇ ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୂଚନାଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ବାଲେଶ୍ୱର, ବୌଦ, ଭଦ୍ରକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼଼, ରାୟଗଡ଼଼ା ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ସହ…

Read More
pm kishan

PM Kisan: ପିଏମ କିଷାନରେ ୪୨ ଲକ୍ଷରୁ ଅଧିକ ଚାଷୀ ଅଯୋଗ୍ୟ, ଫେରାଇବେ ଟଙ୍କା; ଓଡ଼ିଶାରୁ ୮ ହଜାରରୁ ଅଧିକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଉଚ୍ଚାଭିଳାଷୀ ଯୋଜନା ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan) ଯୋଜନାରେ ଏକ ପ୍ରମୁଖ ତ୍ରୁଟି ପ୍ରକାଶ ପାଇଛି। ସରକାର ନିଜେ ଏହାକୁ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ଲୋକସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଦେଶରେ ୪୨ ଲକ୍ଷରୁ ଅଧିକ କୃଷକ ଚିହ୍ନଟ ହୋଇଛନ୍ତି, ଯେଉଁମାନେ ଭୁଲ୍ ଭାବରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ…

Read More
opsc aso

OAS Preliminary Exam: ଆସନ୍ତା ଅଗଷ୍ଟ ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ଵର: କରୋନା ସଂକ୍ରମଣ (Coronavirus) କୁ ନେଇ ପୂର୍ବରୁ ସ୍ଥଗିତଥିବା ଓଡ଼ିଶା ପ୍ରଶାସନିକ ସେବା (Odisha Civil Services-2020) ପ୍ରିଲିମିନାରୀ ପରୀକ୍ଷା (Preliminary Exam) ଆସନ୍ତା ଅଗଷ୍ଟ ୨୭ ଶୁକ୍ରବାର ଅନୁଷ୍ଠିତ ହେବ। ଆଜି ଏ ନେଇ ଓଡ଼ିଶା ଲୋକସେବା ଆୟୋଗ (Odisha public service Commission) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଅନୁସାରେ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଟିତ ହେବ। ସକାଳ ୧୦ରୁ ଦିନ ୧୨ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡ଼ିଜ ଫାଷ୍ଟ ପେପର (General…

Read More
rathajatra-puri

Puri Ratha Yatra: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ

ପୁରୀ:ଚଳିତ ବର୍ଷ କୋଭିଡ-୧୯ କଟକଣା (Covid-19 Guidelines) ରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା (Ratha Yatra) ର ଆୟୋଜନ ହୋଇଛି। ଆଜି ଭୋର ୪.୩୦ଟାରୁ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। ପହଣ୍ଡି ବିଜେ ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ୧୦ଟା ପୂର୍ବରୁ ଶେଷ ହୋଇଯାଇଥିଲା। ସକାଳ ୬.୧୦ରେ ରଥ ପ୍ରତିଷ୍ଠା ସରିଥିଲା। ସକାଳ ୭ଟା ବେଳକୁ ଚତୁର୍ଦ୍ଧାବିଗ୍ରହଙ୍କ ଧାଡିପହଣ୍ଡି ଆରମ୍ଭ ହୋଇ ଯାଇଥିଲା। ଜଣଙ୍କ ପରେ ଜଣେ ଠାକୁର ବାଇଶି ପାହାଚରେ ଟାହିଆ ହଲାଇ ଆସିଥିଲେ।, ସକାଳ…

Read More
NEET-UG-2021

NEET 2021: ଆସନ୍ତା ସେପ୍ଟେମ୍ୱର ୧୨ରେ NEET ପରୀକ୍ଷା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ। ଆସନ୍ତା ସେପ୍ଟେମ୍ୱର ୧୨ରେ ନିଟ୍‌ ୟୁଜି (NEET-UG) ପରୀକ୍ଷା ଅନୁଷ୍ଠିତ ହେବ। କୋଭିଡ୍‌-୧୯ (Covid-19) କଟକଣା ଭିତରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆସନ୍ତା କାଲି ଅପରାହ୍ଣ ୫ଟାରୁ ଛାତ୍ରଛାତ୍ରୀମାନେ NTA ୱେବସାଇଟରେ ଅନ୍‌ଲାଇନ୍‌ (Online) ଆବେଦନ କରିପାରିବେ ବୋଲି ଶିକ୍ଷାମନ୍ତ୍ରୀ (Minister of Education) ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଟ୍ଵିଟ କରି ଜଣାଇଛନ୍ତି। ସାମାଜିକ ଦୂରତା ନିୟମ ସୁନିଶ୍ଚିତ କରିବା ପାଇଁ ପରୀକ୍ଷା କେନ୍ଦ୍ର…

Read More