Home » ଓଡ଼ିଶା » Page 45
Weather Report of Odisha

Weather Report Odisha: ୧୮ ତାରିଖମଧ୍ୟରେ ରାଜ୍ୟରେ ପ୍ରବଳ ଶୀତ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତର ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହେଉଛି। ତେବେ ଆସନ୍ତା ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ୧୮ ତାରିଖ ସୁଦ୍ଧା ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଆସିଛି। Also Read | Odisha :…

Read More
birju

Odisha: ଓଡିଶାର ବିରଜୁ ୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ଫେରିଲେ, ଭୁଲି ଯାଇଛନ୍ତି ନିଜ ଭାଷା

ଭୁବନେଶ୍ୱର: ଏ କାହାଣୀ କୌଣସି ସିନେମା କାହାଣୀ ଠାରୁ କମ୍ ନୁହେଁ।ସେ କେବେ ଭାବିନଥିଲେ ଯେ ପୁଣି ନିଜ ଜନ୍ମମାଟି ଗାଁକୁ ଫେରିବେ ବୋଲି।   ପାକିସ୍ତାନ (Pakistan) ର ଲାହୋରରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଓଡିଶା (Odisha) ର ୫୦ବର୍ଷିୟ ବିରଜୁ (Birju) ଶେଷରେ ନିଜ ଦେଶକୁ ଫେରିଛନ୍ତି। ସୁନ୍ଦରଗଡ(Sundergargh) ଜିଲ୍ଲାର ବାସିନ୍ଦା ବିରଜୁ ଶୁକ୍ରବାର ତାଙ୍କ ଘରେ ପହଞ୍ଚିଛନ୍ତି। ସୀମାରେ ବୁଲାବୁଲି ହେତୁ ସେ ହଠାତ୍ କେତେବେଳେ ପାକିସ୍ତାନ ସୀମାରେ ପହଞ୍ଚିଥିଲେ…

Read More
naveen-patnaik

Odisha : ଓଡ଼ିଶା ଚାଷୀଙ୍କୁ ମିଳିବ ‘କୃଷକ ପରିଚୟ ପତ୍ର’

ଭୁବନେଶ୍ଵର: ଏଥର ରାଜ୍ୟର ସବୁ ଚାଷୀମାନଙ୍କୁ କୃଷକ ପରିଚୟ ପତ୍ର ଦିଆଯିବ, ଯାହାଦ୍ୱାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କହିଛନ୍ତି।   ୫ଟି (5-T) କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ ଗତକାଲି କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍‍ (Database), କୃଷି ସାମଗ୍ରୀ ବିକ୍ରେତା ମାନଙ୍କ ପାଇଁ ଅନ୍‍ଲାଇନ୍‍ ଲାଇସେନ୍ସ ପ୍ରଦାନ(Online Lincence), ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ ଆଦି ବିଭିନ୍ନ ଅନ୍‍ଲାଇନ୍‍ କାର୍ଯ୍ୟକ୍ରମର…

Read More
diwali1

Happy Diwali: ଆଜି ପୂଜା କରନ୍ତୁ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ମିଳିବ କୃପା

କାର୍ତ୍ତିକ ମାସ (Kartik Masa) ର ଅମାବାସ୍ୟା ଦିନ ପ୍ରତ୍ୟେକ ଘରେ ଦୀପାବଳି (Diwali) ପୂଜା କରାଯାଏ। ଏହି ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା ଲକ୍ଷ୍ମୀ ତାଙ୍କ ଭକ୍ତମାନଙ୍କୁ ଆଶୀର୍ବାଦ କରନ୍ତି। ଦୀପାବଳିର ରାତି ସଂପୂର୍ଣ୍ଣତାର ରାତି ଭାବେ ବିବେଚନା କରାଯାଏ। ଯଦି ଆପଣ ମଧ୍ୟ ଦୀପାବଳିରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଜାଣନ୍ତୁ ଦୀପାବଳିରେ କେଉଁ…

Read More
diwali

Diwali: ବିନ୍ଦୁସାଗରରେ ଏବର୍ଷ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ନିଷେଧ; ସାକ୍ଷୀଗୋପାଳରେ ଅଁଳା ନବମୀ ଦର୍ଶନକୁ ବନ୍ଦ

ଭୁବନେଶ୍ଵର:  ଆସନ୍ତା କାଲି ଦୀପାବଳି (Diwali) ଅମାବାସ୍ୟା ଅବସରରେ ପୁରୀ ଶ୍ରୀମନ୍ଦିର (Puri Srimandir) ସମ୍ମୁଖ ସିଂହଦ୍ୱାର ନିକଟରେ କାଉଁରିଆ କାଠି ଜଳାଇ ବଡ଼ବଡ଼ିଆ ଡାକିବା ନିମନ୍ତେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ପରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ପୟା ଶ୍ରାଦ୍ଧ ଦେବା ପରେ ସିଂହଦ୍ୱାରା ସମ୍ମୁଖସ୍ଥ ବଡ଼ଦାଣ୍ଡରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥାନ୍ତି। ଧୂଆଁଯୋଗୁଁ ବାୟୁ ପ୍ରଦୁଷଣ ଏବଂ ଚଳିତ ଶୀତ ଋତୁରେ କରୋନା (Corona) ସଂକ୍ରମଣ ଅଧିକ…

Read More
amphan

Amphan Cyclone: କେନ୍ଦ୍ର ସରକାରଙ୍କ ଓଡ଼ିଶାକୁ ଅମ୍ଫନ ବାତ୍ୟା ନେଇ ୧୨୮.୨୩ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା

ଭୁବନେଶ୍ଵର: କେନ୍ଦ୍ର ସରକାର ଓଡ଼ିଶା (Odisha) କୁ ଅମ୍ଫନ ବାତ୍ୟା (Amphan Cyclone) ନେଇ ୧୨୮.୨୩ କୋଟିର ଅତିରିକ୍ତ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଓଡ଼ିଶା ସମେତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ୬ଟି ରାଜ୍ୟକୁ କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି। ବାତ୍ୟା ଅମ୍ଫନ ପାଇଁ ଓଡ଼ିଶାକୁ ୧୨୮ କୋଟି ୨୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର କହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା (Amit…

Read More
malaria

ମ୍ୟାଲେରିଆ ରୋଗ ସମ୍ପର୍କରେ ଏଣିକି ପୂର୍ବାନୁମାନ କରିବ ପାଣିପାଗ ବିଭାଗ

ଭୁବନେଶ୍ଵର: ଭାରତୀୟ ପାଣିପାଗ ବିଭାଗ ପାଣିପାଗ ସମ୍ବନ୍ଧୀୟ ଆଗୁଆ ସତର୍କତା ସୂଚନା ଦେଉଛି। ବର୍ତ୍ତମାନ ଏହି ବିଭାଗ ସ୍ୱଚ୍ଛତା ସହ ମାଈ ଆନୋଫିଲିସ୍‍ ମଶା ପାଇଁ ବ୍ୟାପୁଥିବା ମ୍ୟାଲେରିଆ ରୋଗ ସମ୍ପର୍କରେ ମଧ୍ୟ ପୂର୍ବାନୁମାନ କରିବ ବୋଲି ଜଣାପଡ଼ିଛି। କେଉଁ ଅଞ୍ଚଳରେ ମ୍ୟାଲେରିଆ ରୋଗ ବ୍ୟାପିବା ବିଷୟରେ ଆଗୁଆ ସତର୍କବାଣୀ ପାଣିପାଗ ପରି ଜନସାଧାରଣଙ୍କୁ ଜଣାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ପାଣିପାଗ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ…

Read More
accident

Road Accident: ରଜ୍ୟରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

ଦେଓଗଡ଼: ରାଜ୍ୟରେ ଆଜି ପୃଥକ୍‍ ପୃଥକ୍‍ ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଦେଓଗଡ଼ (Deogargh) ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବୁଚା କଟେଇ ଛକ ନିକଟରେ ଗତ ବିଳମ୍ବିତ ରାତିରେ ଏକ ଗଛରେ ଧକ୍‍କା ହୋଇ ଦୁଇ ଜଣ ବାଇକ୍‍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ରିଆମାଳ ଥାନା ଅନ୍ତର୍ଗତ ମେଞ୍ଜାରୀବାହାଳ ଗ୍ରାମର ବୋଲି ସୂଚନା ମିଳିଛି। ସେହିପରି ଅନ୍ୟ ଏକ…

Read More
malkangiri_Bsf

Malkangiri News: ସୁରକ୍ଷାକର୍ମିଙ୍କ ଦ୍ଵାରା ବହୁ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଓରାପଦର ଓ ଅଣ୍ଡ୍ରାପାଲ୍ଲୀ (Arapadar-Andrapalli) ଗ୍ରାମ ନିକଟରୁ ଆଜି ସୁରକ୍ଷାକର୍ମିମାନେ ବହୁ ମାତ୍ରାର ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି। ସ୍ୱାଭିମାନ ଅଂଚଳର ଓରାପଦର ଓ ଅଣ୍ଡ୍ରାପାଲ୍ଲୀ ଅଂଚଳରେ ଏସଓଜି, ଡିଭିଏଫ ଓ ବିଏସଏଫ ଜବାନମାନେ ମିଳିତ ଭାବେ ଅପରେସନ କରୁଥିବା ବେଳେ ଏକ ସୂଚନା ମିଳିଥିଲା। ପରେ ସୁରକ୍ଷାକର୍ମିମାନେ ସଂପୃକ୍ତ ଅଂଚଳରେ ତଲାସୀ କରି ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଲୁଚାଇ ରଖାଯାଇଥିବା…

Read More
vigilance

Vigilance: ବରିଷ୍ଠ କିରାଣୀ ଏବଂ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ଵର: ଆଜି ରାଜ୍ୟର ଏକ ସମୟରେ ୨ଟି ସ୍ଥାନରେ ଭିଜିଲାନ୍ସ (Vigilance) ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ପ୍ରଥମ ଘଟଣାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ (Bhubaneswar Sub-Collector Office) ର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ରାଜନଗରର ପୈତୃକ ଘର, ଭୁବନେଶ୍ୱର କାର୍ଯ୍ୟାଳୟ ଓ ସୁନ୍ଦରପଦା ଘରେ ଚଢ଼ାଉ କରାଯାଇଛି। ସେହିପରି ଦ୍ଵିତୀୟ ଘଟଣାରେ…

Read More
Weather Report of Odisha

Weather Report Odisha: ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ

ଭୁବନେଶ୍ଵର: ରାଜ୍ୟରେ ପାଣିପାଗର ପରିବର୍ତ୍ତନ ଘଟି ଧୀରେ ଧୀରେ ଶୀତ ବଢୁଥିବାରଜଣାପଡିଛି। ଗତ କିଛିଦିନ କେତେକ ସ୍ଥାନରେ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମ୍‍ ରହିଥିଲା। କିନ୍ତୁ ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରୀ ସେଲସିୟସ ରେକର୍ଡ କରଯାଇଥିବାବେଳେ ଅନୁଗୋଳରେ ୧୫, ଫୁଲବାଣୀ, ଦାରିଙ୍ଗିବାଡି ଏବଂ ରାୟଗଡାରେ ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ବାଲେଶ୍ୱରରରେ ସର୍ବାଧିକ ତାପମାତ୍ରା ୩୩.୪ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। Also Read | Odisha Covid-19:…

Read More