Home » ଓଡ଼ିଶା » Page 53
Sarat_Kumar_Kar

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ରାଜନୀତିଜ୍ଞ ଏବଂ ସାହିତ୍ୟିକ ଶରତ କୁମାର କରଙ୍କ ୮୧ ବର୍ଷ ବୟସରେ ଆଜି ସୋମବାର ପରଲୋକ ହୋଇଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଖରପ ଥିବାରୁ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଶରତ କୁମାର କରଙ୍କ ପୁଅ ସୁମନ କର ସୂଚନା ଦେଇଛନ୍ତି। ଓଡ଼ିଶା ବିଧାନସଭାକୁ ସେ ୩ ଥର ନିର୍ବାଚିତ ହୋଇଥିଲେ।୧୯୭୧…

Read More
jobs

Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

ଭୁବନେଶ୍ୱର (ମହିମା ଲାଇଭ ବ୍ୟୁରୋ): ଓଡ଼ିଶାରେ ସରକାରୀ ନିଯୁକ୍ତି ସଙ୍କୁଚିତ ହୋଇଥିବାବେଳେ ବହୁ  ମେଧାବୀ ଛାତ୍ରଛାତ୍ରୀ ବୟସ ସୀମା ପାର ହୋଇଯାଉଥିବାରୁ ନିଜ ମନପସନ୍ଦର ଚାକିରିଟିଏ ପାଇପାରୁନାହାନ୍ତି। ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଅଛି। କିନ୍ତୁ ଅନ୍ୟ ରାଜ୍ୟରେ ୪୫ ବର୍ଷ ଅଛି। ବର୍ତ୍ତମାନ  ସାମାଜିକ ଓ ଅର୍ଥନୈତିକ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ଉପଯୋଗୀ ପାଠ୍ୟକ୍ରମ ସାରିବାବେଳକୁ ଚାକିରି ବୟସ ୩୨ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଅନେକ ନିଜେ ଅର୍ଥ…

Read More
Puri_beach

Puri: ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍ ପ୍ରମାଣପତ୍ର

ପୁରୀ: ପୁରୀର ଗୋଲଡେନ୍ ବିଚ୍ କୁ ଡେନମାର୍କର ଫାଉଣ୍ଡେସନ ଫର ପରିବେଶ ଶିକ୍ଷା (Foundation for Environment Education) ଦ୍ୱାରା ସମ୍ମାନଜନକ ‘ବ୍ଲୁ ଫ୍ଲାଗ୍’ (Blue Flag) ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବ୍ଲୁ ଫ୍ଲାଗ୍ ବେଳାଭୂମି ସବୁଠୁ ପରିଷ୍କାର ବେଳାଭୂମି ଭାବରେ ବିବେଚନା କରାଯାଏ। ଦେଶର ଆଠଟି ବେଳାଭୂମି ମଧ୍ୟରୁ ପୁରୀ ବେଳାଭୂମି ହେଉଛି ଡେନମାର୍କର ଫାଉଣ୍ଡେସନ ଫର ପରିବେଶ ଶିକ୍ଷା (FEE) ଦ୍ୱାରା ଲୋଭନୀୟ ବ୍ଲୁ ଫ୍ଲାଗ୍ ଟ୍ୟାଗ୍ ପ୍ରଦାନ କରାଯାଇଛି। ସୂଚନଯୋଗ୍ୟ, ଏହି କାର୍ଯ୍ୟକ୍ରମ…

Read More
railway_odisha-min

Special Trains: ଓଡ଼ିଶାରେ ଚାଲିବ ଆଉ ୪ଟି ସ୍ୱତନ୍ତ୍ର ଟ୍ରେନ୍‍

ଭୁବନେଶ୍ଵର: ପୂର୍ବତଟ ରେଳପଥରେ ଆଉ ୪ଟି ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁରୀ-ଭାଲ୍‍ସାଡ୍‍ (Puri- Valsad) ସାପ୍ତାହିକ ଏକ୍ସପ୍ରେସ୍‍ (ଭାୟା ଅନୁଗୁଳ-ଝାରସୁଗୁଡ଼ା-ବିଳାସପୁର ଭାୟା ଜବଲପୁର) ଅକ୍ଟୋବର ୧୫ରୁ ପ୍ରତି ଗୁରୁବାର ଭାଲ୍‍ସାଡ୍‍ ଛାଡ଼ିବ ଏବଂ ୧୮ ତାରିଖଠାରୁ ପ୍ରତି ରବିବାର ପୁରୀରୁ ଛାଡ଼ିବ। ସେହିପରିସିକନ୍ଦରାବାଦ-ସାଲିମାର ସ୍ୱତନ୍ତ୍ର ଟ୍ରେନ୍‍ ଆସନ୍ତା ୧୩ ତାରିଖଠାରୁ ପ୍ରତି ମଙ୍ଗଳବାର ଭୋର ୫ଟା ୪୦ରେ ସିକନ୍ଦରାବାଦରୁ ଛାଡ଼ିବ ଏବଂ ୧୪ ତାରିଖଠାରୁ ପ୍ରତି ବୁଧବାର ଅପରାହ୍ନ…

Read More
odisha-school

ସରକାରୀ ସ୍କୁଲ ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ, ବାହାରେ ନବୁଲି ସ୍କୁଲର ଦାୟିତ୍ୱ ନିଅ

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): କରୋନା (Covid-19) ସଂକ୍ରମଣ ବ୍ୟାପୁଥିବା କାଳରେ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟର ବିଦ୍ୟାଳୟ ସବୁ ବନ୍ଦ ରହିଛି। ବର୍ତ୍ତମାନ ରାଜ୍ୟରେ ଲକଡାଉନ ଏବଂ ସଟଡାଉନ ଖୋଲିଗଲାଣି। ଅନଲାଇନ ପାଠ ପଢାରେ ସବୁ ଛାତ୍ରଛାତ୍ରୀ ସଫଳ ହୋଇପାରି ନାହାନ୍ତି। ସରକାର ବର୍ତ୍ତମାନ ସ୍କୁଲ ଖୋଲିବା ପାଇଁ ଚିନ୍ତାକଲେଣି। କିଛି ଶିକ୍ଷକ ନିଜ ସ୍କୁଲ ଛାଡି ଅନ୍ୟ ଜିଲ୍ଲାରେ ରହୁଛନ୍ତି।    Also Read |School Reopens : ଅକ୍ଟୋବର…

Read More
cbse schools reopens mahimalive

CBSE :ଅକ୍ଟୋବର ୧୫ରୁ ସିବିଏସ୍‍ଇ ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିବା ପାଇଁ ସ୍କୁଲକୁ ଚିଠି

ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ୧୫ ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ନିୟମାବଳୀ ଜାରି କରାଯାଇଛି। ଜାରି ହୋଇଥିବା ଏହି ନିୟମାବଳୀକୁ ମାନି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍‍ଇ (CBSE) ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳଗୁଡ଼ିକୁ ଖୋଲିବା ପାଇଁ ସିବିଏସ୍‍ଇ ପକ୍ଷରୁ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଛି।…

Read More
Weather Report of Odisha

Weather Report: ଅକ୍ଟୋବର ୧୮ରେ ପୁଣି ଲଘୁଚାପ

ଭୂବନେଶ୍ଵର: ଆଣ୍ଡାମାନ୍‍ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ପ୍ରତିବର୍ଷ ପ୍ରାୟ ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ବାୟୁ ଓଡ଼ିଶାରୁ ଅପସରି ଯାଇଥାଏ। ଲଗାତର ଭାବେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିବାବେଳେ ଚଳିତମାସ ଶେଷ ଆଡକୁ ମୌସୁମୀବାୟୁ ଓଡ଼ିଶା ଛାଡି ପାରେ ବୋଲି ପାଣିପାଗ ବିଭାଗ…

Read More
trp_mahimalive

TV ନିୟୁଜ ଚ୍ୟାନେଲଗୁଡିକ TRP ନାଁରେ ଆପଣଙ୍କୁ ବୋକା ବନାଉଛନ୍ତି, ଓଡ଼ିଆ ଦର୍ଶକ କଣ ଦେଖିବେ ଅଣଓଡିଆ ଠିକ୍ କରିବେ

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ଟିଭି ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ବର୍ତ୍ତମାନ ଆପଣ ପ୍ରାୟତଃ ଶୁଣିଥିବେ  ଯେ TRP କିମ୍ବା TRP ରେ ଏକ ଚ୍ୟାନେଲ ଏକ ନମ୍ବରରେ ଅଛି। ଟିଆରପି କ’ଣ ଏବଂ ଏହା କିପରି ସ୍ଥିର ହୋଇଛି ଜାଣନ୍ତିକି ?।   ଆଜି ଆମେ ଆପଣଙ୍କୁ ଏହାର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବୁ। TRP କ’ଣ ଏବଂ ଏହା କିପରି ମାପ କରାଯାଏ ଆସନ୍ତୁ ଜାଣିବା। TRP କ’ଣ?…

Read More
odisha election dhamnagar

By-Election: ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ବିଜ୍ଞପ୍ତି ଜାରି, ନଭେମ୍ବର ୧୦ରେ ଭୋଟ ଗଣତି

ଭୁବନେଶ୍ଵର: ଆସନ୍ତା ନଭେମ୍ବର ୩ତାରିଖରେ ବାଲେଶ୍ୱର ସଦର (Baleswar-Sadar ) ଓ ତିର୍ତ୍ତୋଲ (Tirtol) ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି। ଅକ୍ଟୋବର ୧୬ତାରିଖକୁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖଭାବେ ସ୍ଥିର କରାଯାଇଛି। ଅକ୍ଟୋବର ୧୭ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବା ସହ ୧୯ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୦ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ…

Read More
rudram

Rudram: ଆଣ୍ଟି-ରେଡିଏସନ କ୍ଷେପଣାସ୍ତ୍ର ‘ରୁଦ୍ରମ’ର ସଫଳ ପରୀକ୍ଷଣ

ବାଲେଶ୍ଵର: ଆଜି ଗୁରୁବାର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଭାରତ ଯୁଦ୍ଧ ବିମାନ ସୁଖୋଇ -୩୦(Sukhoi-30) ସହିତ ଆଣ୍ଟି-ରେଡିଏସନ କ୍ଷେପଣାସ୍ତ୍ର ‘ରୁଦ୍ରାମ’ (Rudram Anti-Radiation Missile) କୁ ସଫଳତାର ସହ ପରୀକ୍ଷଣ କରିଛି। ଡିଆରଡିଓ ଆଣ୍ଟି ରେଡିଏସନ୍ କ୍ଷେପଣାସ୍ତ୍ର ‘ରୁଦ୍ରମ୍’ ତିଆରି  କରିଛି।  ପୂର୍ବ ଉପକୂଳରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଭାରତର ଏହା ପ୍ରଥମ ବିକଶିତ କ୍ଷେପଣାସ୍ତ୍ର, ଯାହାକୁ ଯେକୌଣସି ଉଚ୍ଚତାରୁ ନିକ୍ଷେପ କରାଯାଇପାରିବ।…

Read More
temple reopens

Temple Reopens:ରାଜ୍ୟରେ ଖୋଲିପାରେ ମନ୍ଦିର!

ଭୁବନେଶ୍ଵର: କରୋନା (Covid-19) ସଂକ୍ରମଣକୁ ନେଇ ରାଜ୍ୟରେ ଥିବା ସମସ୍ତ ମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଛି। ଦୀର୍ଘ ଦିନ ଧରି ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ସେ ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ଅଧୀନରେ ଥିବା ଅନ୍ୟ ମନ୍ଦିରକୁ ଜଣାଇବାକୁ କୁହାଯାଇଛି। ମନ୍ଦିର ପ୍ରଶାସନକୁ ସରକାରଙ୍କ ପକ୍ଷରୁ…

Read More