Home » ଓଡ଼ିଶା » Page 54
fake-university

Fake University: ଭାରତରେ ୨୪ଟି ନକଲି ବିଶ୍ଵବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ୨

ନୂଆଦିଲ୍ଲୀ: ସାବଧାନ ଆଡମିଶନ ପୂର୍ବରୁ ସମ୍ପୃକ୍ତ ୟୁନିଭର୍ସିଟି ମାନ୍ୟତା ପ୍ରାପ୍ତ କି ନୁହେଁ ଯାଞ୍ଚ କରନ୍ତୁ। ନିକଟରେ ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ (University Grant Ccommission-UGC) ପକ୍ଷରୁ ଦେଶର ନକଲି ବିଶ୍ଵବିଦ୍ୟାଳୟ (Fake University) ତାଲିକା ପ୍ରକାଶ ପ୍ରକାଶ ପାଇଛି। ବର୍ତ୍ତମାନ ସମୟର ସାରା ଭାରତରେ ୨୪ଟି ନକଲି ବିଶ୍ଵବିଦ୍ୟାଳୟକୁ ଚିହ୍ନଟ କରାଯାଇଛି। ତାଲିକାଭୁକ୍ତ ବିଶ୍ଵବିଦ୍ୟାଳୟ ମଧ୍ୟରେ ଓଡ଼ିଶାରେ ଦୁଇଟି ନକଲି ବିଶ୍ଵବିଦ୍ୟାଳୟ ଅଛି। ଓଡ଼ିଶାର ରାଉରକେଲା ନବଭାରତ ଶିକ୍ଷା ପରିଷଦ ବିଶ୍ଵବିଦ୍ୟାଳୟ ଏବଂ ବାରିପଦା ଉତ୍ତର…

Read More
Dpradhan

Bhubaneswar : ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣାର ତଦନ୍ତ ଦେଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ଆଜି ଘଟିଥିବା ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ (Minister of Petroleum & Natural Gas) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ (Sri Dharmendra Pradhan) ବିଭାଗୀୟ ସଚିବଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ ଯୋଗେ ସୂଚନା ଦେଇ କହିଛନ୍ତି ଯେ, “ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଖବର…

Read More
petrol-pump-fire

Bhubaneswar Petrol Pump Fire: ଭୁବନେଶ୍ଵର ପେଟ୍ରୋଲ ପମ୍ପରେ ବୃହତ ଅଗ୍ନିକାଣ୍ଡ

ଭୁବନେଶ୍ଵର: ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ୫ ଟି ଦମକଳ ଗାଡି ନିଆଁ ନିଭାଇବାରେ ଲାଗିଛନ୍ତି। ଦୂରକୁ ନିଆଁ ଜଳୁଥିବାର ଦେଖାଯାଉଛି। ପୋଲିସ ପେଟ୍ରୋଲ ପମ୍ପ ନିକଟରୁ ଜନସାଧାରଣକୁ ଦୂରକୁ ଯିବାକୁ ଅନୁରୋଧ କରିଛନ୍ତି। ବିସ୍ପୋରଣ ଶବ୍ଦ ପ୍ରାୟ ୨ କିଲୋମିଟର ଦୂରକୁ ଶୁଭିଥିଲା। ଘଟଣା ସମୟରେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ପ୍ରାୟ ୫୦ ରୁ ଉର୍ଦ୍ଧ ଲୋକ ଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ଏହି ଘଟଣାରେ  କେହି ମୃତାହତ…

Read More
assembly

Odisha Assembly: ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ଭୂବନେଶ୍ଵର: ଷୋଡ଼ଶ ବିଧାନସଭା (Assembly) ମୌସୁମୀ ଅଧିବେଶନକୁ ଗତକାଲି ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ଦିବସର ଦିନକ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଗତକାଲି ଶେଷ ଦିନରେ ଗୃହରେ ୫ଟି ବିଲ୍‍ ପାରିତ ହୋଇଛି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ୭ ଦିନ ପାଇଁ ବସିଥିଲା। ଏହି ସମୟ ମଧ୍ୟରେ ମୋଟ୍‍ ୭ଟି ବିଲ୍‍ ଗୃହରେ ପାରିତ ହୋଇଛି। ତିନୋଟି ମୁଲତବୀ ଆଲୋଚନା,…

Read More
Driving License

DL: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା କାଲିଠାରୁ ନୂଆ ଆବେଦନପତ୍ର

ଭୂବନେଶ୍ଵର: କରୋନା ମହାମାରୀ (Corona Pandemic) ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ପରିବହନ କାର୍ଯ୍ୟାଳୟରେ ନୂତନ ଆବେଦନପତ୍ର ଗ୍ରହଣ ସହ ଡ୍ରାଇଭିଂ ଟେଷ୍ଟ ମଧ୍ୟ ବନ୍ଦ ରହିଥିଲା। ବର୍ତ୍ତମାନ ନୂତନ ଡ୍ରାଇଭିଂ ଲାଇସେନ୍ସ (Driving License) ପାଇଁ ଆବେଦନପତ୍ର ଆସନ୍ତା କାଲିଠାରୁ ରାଜ୍ୟର ୧୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ରେ ଗ୍ରହଣ କରାଯିବ। ଏହି କାର୍ଯ୍ୟାଳୟଗୁଡ଼ିକରେ ଅଧିକ ସଂଖ୍ୟକ ପୁରୁଣା ଆବେଦନ ନ ଥିବାରୁ ନୂଆ ଆବେଦନପତ୍ର ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଉଛି…

Read More
dpradhan_cng

CNG: ୪୨ଟି ସିଏନଜି ଷ୍ଟେସନ ଏବଂ ୩ ଟି ସିଟି ଗେଟ୍ ଷ୍ଟେସନ ରାଷ୍ଟ୍ରକୁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଣ୍ଟ ଗ୍ୟାସର ୪୨ ଟି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (CNG) ଏବଂ ୩ ଟି ସିଟି ଗେଟ୍ ଷ୍ଟେସନକୁ ଉତ୍ସର୍ଗୀକୃତ କରିଛନ୍ତି। ଦେଶର ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ପାଇପଲାଇନର ଶିଳାନ୍ୟାସ ଓ ଟର୍ମିନାଲ (Terminal), ଗାସ କ୍ଷେତ୍ରରେ ୬୦ ବିଲିୟନ ଅର୍ଥାତ୍ ୪ ଲକ୍ଷ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପୁଞ୍ଜିନିବେଶ କରାଯାଉଛି…

Read More
dharmendra Pradhan

Odisha:ପୋଷଣୀୟ କୃଷି ଲାଗି ୪ ବର୍ଷରେ ଓଡ଼ିଶାକୁ ମିଳିଛି ୭.୭୫ କୋଟି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଜାତୀୟ ମିଶନ (National Mission) ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ (Nutritious) କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)। ଏହି ଆର୍ଥିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra…

Read More
Odisha corona update Today _samir_das

School Reopens: ରାଜ୍ୟରେ ସ୍କୁଲ୍‍ ଖୋଲିବ କି ନାହିଁ, ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ:ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର(ମହିମା ଲାଇଭ ବ୍ୟୁରୋ): ସ୍କୁଲ୍‍ ଖୋଲିବା ନେଇ କେନ୍ଦ୍ର ସରକାର ତାଙ୍କର ଗାଇଡ୍‍ଲାଇନ୍‍ ଜାରି କରିବା ପରେ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ସ୍କୁଲ୍‍ (School) ଖୋଲିବ କି ନାହିଁ, ସେ ନେଇ ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ୍‍ ଓ ଗଣଶିକ୍ଷା (School and Masseducation) ମନ୍ତ୍ରୀ ସମୀର ରଞ୍ଜନ ଦାଶ। Related Post: Unlock 5.0 Guidelines Education: ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ…

Read More
assembly

Odisha University Bill 2020: ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ବିଧାନସଭାରେ ପାସ୍

ଭୁବନେଶ୍ୱର: ଚାରି ଦିନର ତୀବ୍ର ଆଲୋଚନା ପରେ ଶେଷରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ, 2020 ବିଲ୍ (Odisha University amendment Bill 2020) ବିଧାନସଭାରେ ପାରିତ ହୋଇଛି। ବିରୋଧୀ ଦଳର ସଦସ୍ୟଙ୍କ ଦ୍ଵାର ଏହାକୁ ତୀବ୍ର ବିରୋଧ କରାଯାଇଥିଲା। କଂଗ୍ରେସ ବିଧାନସଭା ପାର୍ଟିର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଓଡ଼ିଶା ବିଧାନସଭା ଇତିହାସରେ ଏହା ଏକ କଳା ଦିବସ। ବିଜେପି ଓ କଂଗ୍ରେସର ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରିଥିଲେ। ଆଲୋଚନା ବେଳେ ବିଜେପି ସଦସ୍ୟ ଭାଗ…

Read More
cinema sop

Cinema Hall SOP: ନୂତନ ନିୟମ ସହିତ ଦେଶର ସମସ୍ତ ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସ ଅକ୍ଟୋବର ୧୫ ରୁ ଖୋଲିବ, SOP ଜାରି

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): କରୋନା (Covid-19) ସଂକ୍ରମଣକୁ ରୋକିବା ପାଇଁ ୨୨ ମାର୍ଚ୍ଚରୁ ସାରା ଦେଶରେ ସିନେମା ହଲ ବନ୍ଦ ରହିଥିଲା। ୬ ମାସ ପରେ, ସେମାନଙ୍କୁ ବର୍ତ୍ତମାନ ଖୋଲିବାକୁ ଅନୁମତି ଦିଆଯାଇଛି। ସମସ୍ତ ସତର୍କତା ସହିତ ସାରା ଦେଶରେ ସିନେମା ହଲ(Cinema Hall), ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ (Multiplex) ଖୋଲିବାକୁ ଅନୁମତି ଦିଆଯାଇଛି।  କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର (Praksah Javadekar) ମଙ୍ଗଳବାର ସୂଚନା ଦେଇ ଏହା କହିଛନ୍ତି। ଗୃହ…

Read More
dillip ray

Coal Block Scam: ପୂର୍ବତନ କୋଇଲା ମନ୍ତ୍ରୀ ଦିଲୀପ ରାୟ ଦୋଷୀ :CBI Court

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ) : କୋଇଲା ବ୍ଲକ (Coal Block) ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ଵତନ୍ତ୍ର ସିବିଆଇ (CBI) କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟ (Dillip Ray)ଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି। କୋଇଲା ଦୁର୍ନୀତି ମାମଲାର ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ଶୁଣାଣିରେ ଦଣ୍ଡାଦେଶ ଘୋଷଣା ହେବ। ସୂଚନଯୋଗ୍ୟ, ୧୯୯୯ରେ ବାଜପେୟୀ ସରକାରରେ ଦିଲୀପ ରାୟ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ କାଷ୍ଟ୍ରନ ଟେକନଲୋଜିକୁ…

Read More