Home » ଓଡ଼ିଶା » Page 52
NEET Topper Akanksha singh kushinagar

NEET: ନିଟ ପରୀକ୍ଷାରେ ଆକାଂକ୍ଷା ସିଂ ମଧ୍ୟ ପାଇଛନ୍ତି ଶତପ୍ରତିଶତ ନମ୍ବର; ୨ବର୍ଷ ପାଇଁ ଧରି ନଥିଲେ ମୋବାଇଲ୍

କୁଶୀନଗର: ୧୬ ଅକ୍ଟୋବରରେ ଶୁକ୍ରବାର ଦିନ ଆସିଥିବା ନିଟ (NEET) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୦ ଫଳାଫଳରେ ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାର ଆକାଂକ୍ଷା ସିଂ (Akanksha Singh) ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଆକାଂକ୍ଷା ସିଂ ପରୀକ୍ଷାରେ ୭୨୦ ମଧ୍ୟରୁ ୭୨୦ ନମ୍ବର ପାଇଛନ୍ତି। ସେ କହିଛନ୍ତି ଯେ ସେ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ସମୟରେ ନିଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ନିଟ କୋଚିଂ ପାଇଁ ଦୈନିକ ୭୦ କିଲୋମିଟର ଗାଁରୁ…

Read More
coal

Coal India: କୋଲ ଇଣ୍ଡିଆ କର୍ମଚାରୀ ୬୮୫୦୦ ଟଙ୍କା ବୋନସ ପାଇବେ, ଅକ୍ଟୋବର ୨୨ ସୁଦ୍ଧା ପ୍ରଦାନ

ନୂଆଦିଲ୍ଲୀ: କୋଇଲା ଇଣ୍ଡିଆ (Coal India) ର ପ୍ରାୟ ୨ଲକ୍ଷ ୭୦ ହଜାର କର୍ମଚାରୀ (Non –Executive) ୬୮ ହଜାର ୫୦୦ ଟଙ୍କା ବୋନସ ପାଇବେ। କର୍ମଚାରୀଙ୍କୁ ଚଳିତ ୨୨ଅକ୍ଟୋବର ସୁଦ୍ଧା ବୋନସ୍ ପ୍ରଦାନ କରାଯିବ। ବୋନସ ଉପରେ ପ୍ରାୟ ୧୭ ଶହକୋଟି ଟଙ୍କା ପ୍ରଦାନ କରାଯିବ। ରାଞ୍ଚିରେ କୋଇଲା ଇଣ୍ଡିଆ ଷ୍ଟାଣ୍ଡାର୍ଡାଇଜେସନ୍ କମିଟି  ର ଏକ ବ ବୈଠକ  ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପରିଚାଳନା ଏବଂ ବିଭିନ୍ନ ସଂଘର ନେତାମାନେ ଉପସ୍ଥିତ ଥିଲେ। ଗତ…

Read More
neet topper 2020

NEET: ନିଟ୍ ପରୀକ୍ଷା ଫଳ ପ୍ରକାଶିତ; ଓଡ଼ିଶାର ସୋଏବ ଅଫତାବ୍ ଟପ୍ପର

ରାଉରକେଲା : ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (National Testing Agency) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଓଡ଼ିଶାର ୧୮ବର୍ଷୀୟ ସୋଏବ ଅଫତାବ୍ (Shoyeb Aftab) ଟପ୍ପର ହୋଇଛନ୍ତି। ସେ ମୋଟ ମାର୍କ ୭୨୦ରୁ ୭୨୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ସୋଏବ ରାଉରକେଲା (Rourkela) ର ହୋଇଥିବା ଜଣାପଡିଛ। ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି। ସେ କହିଛନ୍ତି…

Read More
happy birthday naveen pattnaik

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ; କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‍ ଭେଙ୍କିୟାନାଇଡୁ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଚା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ…

Read More
arrest_new

Cuttack:ତିର୍ତ୍ତୋଲ ନାବାଳିକା ଘଟଣାରେ ଦୁଇ ଗିରଫ; କଂଗ୍ରେସ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

କଟକ: କଟକ (Cuttack) ର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ତିର୍ତୋଲ ଅଂଚଳର ଜଣେ ନାବାଳିକାକୁ ଦୀର୍ଘ ୨୨ ଦିନ ବନ୍ଦି କରି ରଖି ଦୁଷ୍କର୍ମ ଅଭିଯୋଗ ମାମଲାରେ ଦୁଇଜଣଙ୍କୁ ଆଜି ଗିରଫ କରାଯାଇଛି। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଉଭୟ ଅଭିଯୁକ୍ତ ଓ ପୀଡିତାଙ୍କର ମେଡିକାଲ ଯାଞ୍ଚ କରାଯାଇଛି। ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିଛି। ଏହି ଘଟଣାଟି ପୋକ୍‍ସୋ ଆଇନରେ ମାମଲା ରୁଜୁ…

Read More
arrest

Vigilance:କରୋଡ଼ପତି ହିନ୍ଦୀ ଶିକ୍ଷକ ଗିରଫ

ଭୁବନେଶ୍ୱର:କରୋଡ଼ପତି ହିନ୍ଦୀ ଶିକ୍ଷକ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ (Bhubanananda Sahoo) କୁ ଆଜି ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ଜବତ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ବୁଧବାର ଦିନ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ୫ କୋଟି ଟଙ୍କାର ସମ୍ପତ୍ତିକୁ ଭିଜିଲାନ୍ସ ବିଭାଗ ଠାବ କରିଥିଲେ। ସୂଚନାଯୋଗ୍ୟ, ଗତକାଲି ବୁଧବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯଶୋଦା ହାଇସ୍କୁଲର ହିନ୍ଦୀ…

Read More
scb medical college

SCB: ଏସସିବି ମେଡିକାଲକୁ ନେଇ ଆରଡିସିଙ୍କ ବୈଠକ

କଟକ (ମହିମା ଲାଇଭ ବ୍ୟୁରୋ): ଏସସିବି ମେଡିକାଲ (SCB Medical)କୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟ ଚାଲୁଛି। କେନ୍ଦ୍ରାଞ୍ଚଳ ରାଜସ୍ୱ ଅୟୁକ୍ତ ଅନିଲକୁମାର ସାମଲଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଆୟୁକ୍ତ ସମ୍ମିଳନୀ କକ୍ଷରେ ଏସସିବି ମେଡିକାଲର ପୁନଃ ଉନ୍ନତିକରଣ ଓ ସମ୍ପ୍ରସାରଣ କାର୍ଯ୍ୟ ଏବଂ ଏହାର କ୍ୟାମ୍ପସ ପରିସରରେ ମାଷ୍ଟରପ୍ଲାନ ଅନୁଯାୟୀ କାର୍ଯ୍ୟ କରିବା ସମ୍ବନ୍ଧରେ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ସହ ଆଲୋଚନା କରାଯାଇଥିଲା। ସୂଚନାଯୋଗ୍ୟ,…

Read More
stars

STARS: ‘ଷ୍ଟାର୍ସ’ ପ୍ରକଳ୍ପରେ ଓଡ଼ିଶା ସମେତ ୬ ଟି ରାଜ୍ୟ ସାମିଲ, ଆସିବ ସ୍କୁଲ ଶିକ୍ଷାରେ ସୁଧାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ(Cabinet) ବୈଠକରେ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ବିଶ୍ୱବ୍ୟାଙ୍କ (World Bank) ସହଯୋଗରେ ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ୫ହଜାର ୭୧୮କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶିକ୍ଷା ପାଇଁ ଜୁନ ୨୪ତାରିଖରେ ବିଶ୍ୱବ୍ୟାଙ୍କ କେନ୍ଦ୍ରକୁ ୫ଶହ ମିଲିୟନ ଡଲାର ସହଯୋଗ ପ୍ରଦାନ କରିଛି। ଏହି ଅନୁଦାନରେ ଦେଶର ଓଡିଶା ସମେତ ୬ଟି ରାଜ୍ୟରେ ଲାଗୁ ହେବ…

Read More
Ravi Shankar Prasad

ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ ନାହିଁ:କେନ୍ଦ୍ର ଆଇନ୍‍ ମନ୍ତ୍ରୀ

ନୂଆଦିଲ୍ଲୀ: ହାଇକୋର୍ଟ (High Court) ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସମ୍ଭବ ହେଉନାହିଁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସମ୍ଭବ ହେଉନାହିଁ। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅବଗତ କରାଇପାରୁ ନାହାନ୍ତି। ଫଳରେ ଏ ସମ୍ପର୍କରେ କୌଣସି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁ ନାହିଁ ବୋଲି କେନ୍ଦ୍ର ଆଇନ୍‍ ମନ୍ତ୍ରୀ ରବିଶଙ୍କର ପ୍ରସାଦ…

Read More
dillip ray

Coal Scam: ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ: CBI

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ (Dillip Ray) ଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୨୬ତାରିଖକୁ ଘୁଞ୍ଚାଇଦିଆଯାଇଛି। ଏହି ମାମଲାର ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍‍ ଭାରତ ପରାସର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀ କୋଭିଡ-୧୯ ପ୍ରତିଷେଧକ ସହ ହଜାରହେବାକୁ କୁହାଯାଇଛି। ଦିଲ୍ଲୀପଙ୍କ ସମେତ ୩ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସବୁଠୁ ବଡ କଥା ହେଲା…

Read More
election_odisha

By Election: କର୍ମଚାରୀଙ୍କ ଦୁଇଦିନିଆ ତାଲିମ ଶିବିର; ବିଜେପି, ବିଜେଡ଼ି ଏବଂ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ଵର: ବାଲେଶ୍ୱର ସଦର (Baleshwar Sadar) ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ନିୟୋଜିତ କର୍ମଚାରୀଙ୍କ ଦୁଇଦିନିଆ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଆଜିଠାରୁ ଆରମ୍ଭ ହେଉଛି। ଜିଲ୍ଲା ସ୍କୁଲରେ ହେବାକୁ ଥିବାଏହି ଶିବିରରେ ପ୍ରିଜାଇଡିଂ ଏବଂ ପୁଲିଂ ଅଫିସରମାନେ ଅଂଶଗ୍ରହଣ କରିବେ। ଆଜି ୫୧୯ ଜଣ ଏବଂ ଆସନ୍ତାକାଲି ଅନ୍ୟ ଅଧିକାରୀମାନଙ୍କୁତାଲିମ ପ୍ରଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଶିବିର ଆସନ୍ତା ୧୯ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ପ୍ରିଜାଇଡିଂ…

Read More