Home » ଓଡ଼ିଶା » Page 58
Dharmendrapradhan

MSP: ୬ଟି କୃଷିଜାତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

ନୂଆଦିଲ୍ଲୀ: ସଂସଦରେ କୃଷିବିଲ୍‍ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ୬ଟି କୃଷିଜାତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ର ସରକାର କୃଷିଜାତ ସାମଗ୍ରୀରେ ଏମ୍‍ଏସ୍‍ ପି  ବୃଦ୍ଧି କରି ଚାଷୀଙ୍କ…

Read More
paradip port

Paradip Port: ପାରାଦ୍ଵୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭାରେ ଦାବି

ନୂଆଦିଲ୍ଲୀ: ବିଜେଡି (BJD) ରାଜ୍ୟସଭା (Rajya Sabha) ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ରାଜ୍ୟସଭାରେ ପାରାଦ୍ଵୀପ ବନ୍ଦରକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି। ଆଜି ରାଜ୍ୟସଭାରେ ଶୂନ୍ୟକାଳ (Zero Hour) ରେ ଲିଖିତ ଆକାରରେ ସେ ଏହି ଦାବି କରିଥିବା ଜଣାପଡିଛି। ସେ କହିଛନ୍ତି  ଯେ, ବିଜୁ ପଟ୍ଟନାୟକଙ୍କ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଉଲ୍ଲେଖନୀୟ ନେତୃତ୍ୱ ଏବଂ ତାଙ୍କ ସାହସ ପାଇଁ ଜାତୀୟସ୍ତରରେ ପରିଚିତ। ସେ…

Read More
plus two

Odisha Admission Plus Two Updates: ଆଜିଠୁ +୨ ନାମଲେଖା ଆରମ୍ଭ

ଭୁବନେଶ୍ଵର :ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ (+2) ପ୍ରଥମବର୍ଷ ନାମଲେଖା ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟ ମେଧା (First Selection Merit) ତାଲିକାରେ ଯୋଗ୍ୟ ଛାତ୍ରଛାତ୍ରୀ ଆଜି ସେପ୍ଟେମ୍ବର ୨୧ ଠାରୁ ୨୬ ତାରିଖ ମଧ୍ୟରେ ୨୦୨୮ଟି କନିଷ୍ଠ ମହାବିଦ୍ୟାଳୟ (Junior College) ରେ ନାମ ଲେଖାଇପାରିବେ। ଆଜି ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଠ୍ୟକ୍ରମ ସହ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମର ବିଦ୍ୟାର୍ଥୀ ନାମ…

Read More
odisha rain

Odisha Rain Updates: ଆସନ୍ତା ୩ ଦିନ ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ଵର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗିରହିଛି। ନବରଙ୍ଗପୁର, ମାଲକାନଗିରି, ଖୋର୍ଦ୍ଧା, ସମ୍ବଲପୁର ଓ ପୁରୀ ସମେତ କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢ଼େଙ୍କାନାଳ ଜିଲ୍ଲାରେ ଅତିପ୍ରବଳ ବର୍ଷା…

Read More
OJEE 2020

OJEE 2020: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ମଧ୍ୟରେ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ଵର: କରୋନାକୁ ନେଇ ରାଜ୍ୟରେ ବନ୍ଦ ଥିଲା ଓଜେଇଇ ୨୦୨୦ ପ୍ରବେଶିକା ପରୀକ୍ଷା। ବର୍ତ୍ତମାନ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) ଆୟୋଜିତ ହେବ। ରାଜ୍ୟରେ ୨୧ଟି ସହରରେ ୫୦ଟି ସେଣ୍ଟରରେ ହେବ ପରୀକ୍ଷା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଏଥିସହିତ ରାଜ୍ୟ ବାହାରେ କୋଲକାତା, ପାଟନା ଓ ରାଞ୍ଚିରେ ମଧ୍ୟ ପରୀକ୍ଷା ଆୟୋଜିତ ହେବ। ସୂଚନାଯୋଗ୍ୟ ନିକଟରେ ଦେଶରେ ଏନଟିଏ ପକ୍ଷରୁ ଜେଇଇ(JEE )ଓ ନିଟ୍ (NEET-2020 )ପରୀକ୍ଷା ଆୟୋଜିତ…

Read More
sams

Cut Off Mark: ପ୍ରକାଶ ପାଇଲା +2 କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍ ଅଫ୍ ମାର୍କ

ଭୁବନେଶ୍ଵର: ଆଜି +୨ କଳା(Arts),ବିଜ୍ଞାନ (Science) ଓ ବଣିଜ୍ୟ (Commerce) ରେ ଆଡମିଶନ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଏବର୍ଷ ଓଡ଼ିଶାରେ ରେଭେନ୍ସା ଜୁନିଅର କଲେଜ ସମସ୍ତ ତିନୋଟି  ବିଷୟରେ  ଆଗରେ ଥିବା ଜଣାଯାଇଛି।  ୱେବସାଇଟ ସୂଚନା ଅନୁଯାୟୀ, ରେଭେନ୍ସାରେ କଳାରେ କଟ୍ ଅଫ୍ ମାର୍କ ୭୨.୫ ପ୍ରତିଶତ ,ବିଜ୍ଞାନରେ ୮୯% ଓ ବାଣିଜ୍ୟରେ ୭୫.୮୩% ରହିଛି। ବିଜ୍ଞାନରେ ଦ୍ଵିତୀୟ ସ୍ଥାନରେ ବିଜେବି ହାୟର୍ ସେକେଣ୍ଡାରି ସ୍କୁଲ (Higher Secondary School) ରେ କଟ୍ ଅଫ୍…

Read More
Cbi returns

CBI Returns: BJD ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍‌

ଭୁବନେଶ୍ୱର: ସିବିଆଇ ରିଟର୍ଣ୍ଣର୍ସ (CBI Returns) କିଛି ଦିନର ବ୍ୟବଧାନ ପରେ। ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକଙ୍କ ଘରେ ସିବିଆଇ ଟିମ୍‌ ଯାଞ୍ଚ କରିଛି। ସି-ସୋର ଚିଟ୍‌ଫଣ୍ଡ (Sea-Shore) ଲିଙ୍କ୍ ମାମଲାରେ ସିବିଆଇ ଟିମ୍‌ ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡିଛି ବରିଷ୍ଠ ବିଜେଡ଼ି ବିଧାୟକ ଦେବୀ ମିଶ୍ରଙ୍କ ଘରେ ଶୁକ୍ରବାର ସିବିଆଇ ପହଁଚି  ଯାଞ୍ଚ କରିଛି। ସି-ସୋର ଚିଟଫଣ୍ଡ ମାମଲାରେ ଲିଙ୍କ୍‍ ନେଇ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଘର ସହ ମୋଟ ୭ଟି…

Read More
ashok sahu

BJP Leader: ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

କଟକ: ବରିଷ୍ଠ ବିଜେପି (BJP) ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ (IPS) ଅଶୋକ ସାହୁ (Ashok Sahu)ଙ୍କ ୬୮ ବର୍ଷ ବୟସରେ ପରଲୋକ ହୋଇଛି। ଆଜି କଟକର ଏକ ଘରୋଇ ନର୍ସିଂହୋମରେ ବିଜେପିର ଏହି ବରିଷ୍ଠ ନେତା ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ସୂଚନାଅନୁସାରେ ,ଶ୍ରୀ ଅଶୋକ ସାହୁ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳେ  ତାଙ୍କର ଦେହାନ୍ତ…

Read More
rajyasabha

Parliament Session Update: ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ

ନୂଆଦିଲ୍ଲୀ: ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌-୨୦୨୦ (Institute of Teaching and Research in Ayurveda Bill-2020 ) ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ମାର୍ଚ୍ଚ ୧୯ ତାରିଖରେ ଗୃହୀତ ହୋଇଥିଲା। ଏହା ଫଳରେ ଏହି ବିଲ୍‌ ସଂସଦର ଅନୁମୋଦନ ଲାଭ କରିଛି ଏବଂ ଏହା ଫଳରେ ଏକ ଅତ୍ୟାଧୁନିକ ଆୟୁର୍ବେଦିକ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପଥ ଉନ୍ମୁକ୍ତ ହୋଇଛି। ଏହାର ନାମ ରଖାଯିବ ଆୟୁର୍ବେଦ ଶିକ୍ଷା ଓ…

Read More
mega food park

Mega Food Park: ରାୟଗଡ଼ାରେ ୨୧୨୪ ଜଣଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହା ଠାରୁ ଦେଶରେ ମେଗା ଖାଦ୍ୟ ପାର୍କ ଯୋଜନା (MFPS) କାର୍ଯ୍ୟକାରୀ କରାଯାଇ ଆସୁଛି। ଏହାଦ୍ୱାରା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରୁଛି। ଏହି ଯୋଜନା ଅଧୁନା କେନ୍ଦ୍ରୀୟ କ୍ଷେତ୍ରରେ ଅମ୍ବ୍ରେଲା ଯୋଜନା ଭାବେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା (Pradhan Mantri Kisan SAMPADA Yojana) ର ଅଂଶବିଶେଷ ଭାବେ ପ୍ରବର୍ତ୍ତନ କରାଯାଉଛି।  ଖାଦ୍ୟ ପ୍ରକ୍ରିୟାକରଣ…

Read More