Home » ଓଡ଼ିଶା » Page 59
mega food park

Mega Food Park: ରାୟଗଡ଼ାରେ ୨୧୨୪ ଜଣଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହା ଠାରୁ ଦେଶରେ ମେଗା ଖାଦ୍ୟ ପାର୍କ ଯୋଜନା (MFPS) କାର୍ଯ୍ୟକାରୀ କରାଯାଇ ଆସୁଛି। ଏହାଦ୍ୱାରା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରୁଛି। ଏହି ଯୋଜନା ଅଧୁନା କେନ୍ଦ୍ରୀୟ କ୍ଷେତ୍ରରେ ଅମ୍ବ୍ରେଲା ଯୋଜନା ଭାବେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା (Pradhan Mantri Kisan SAMPADA Yojana) ର ଅଂଶବିଶେଷ ଭାବେ ପ୍ରବର୍ତ୍ତନ କରାଯାଉଛି।  ଖାଦ୍ୟ ପ୍ରକ୍ରିୟାକରଣ…

Read More
khelo India

Khelo India ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ବିକାଶ ପାଇଁ ଖର୍ଚ୍ଚ ହେବ ୧୨.୦୨ କୋଟି ଟଙ୍କା: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ (Khelo India) କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ। ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୮ ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ ୮ ଟି ଏଭଳି କେନ୍ଦ୍ରକୁ ବଛାଯାଇଛି। ଏହାଛଡା ମିଜୋରାମ (Mizoram), ତେଲଙ୍ଗାନା, ମଣିପୁର (Manipur),  ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ଏଭଳି ଗୋଟିଏ ଗୋଟିଏ କେନ୍ଦ୍ର ବିକଶିତ କରାଯିବ। ଖେଲୋ…

Read More
bjp juba morcha

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ଫୁଲବାଣୀ : ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ବିରୋଧରେ ତଥା ବିଶ୍ଵବିଦ୍ୟାଳୟ ଗୁଡିକରେ ଖାଲି ଥିବା ଅଧ୍ୟାପକ ପୂରଣ ଦାବିରେ କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯାଇଥିଲା। ଯୁବମୋର୍ଚ୍ଚା ପକ୍ଷରୁ ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ଶାନ୍ତି ପୁର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣ ଦିଆଯାଇଥିଲା। ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ ଜିଲ୍ଲା ଯୁବମୋର୍ଚ୍ଚ ସଭାପତି ରଂଜିତ ସାହୁଙ୍କ ନେତୃତ୍ଵରେ ବିକ୍ଷୋଭ ଓ ଧାରଣା…

Read More
Naveen Patnaik

ରାଜ୍ୟ କ୍ୟାବିନେଟର ତିନି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ (Cabinet) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ବର୍ତ୍ତମାନ ପଞ୍ଜୀକୃତ ଟିକସଦାତା ଉପକୃତ ହେବେ। ଏବେ ଜିଏସଟି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରାଯାଇପାରିବ। ସେହିପରି ସୁବର୍ଣ୍ଣରେଖା ନଦୀରେ ଏକ ଉଚ୍ଚ ସ୍ତରୀୟ ସେତୁ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଫଳରେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଓ ଭୋଗରାଇ ବ୍ଲକକୁ ଏହି…

Read More
Dpradhan

ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସାତକୋଶିଆ ପାଇଁ ୧୧.୧୯ କୋଟି ଶିମିଳିପାଳ ବାଘ ଅଭୟାରଣ୍ୟକୁ ୧୫.୬୮ କୋଟି ହାତୀଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ୯.୬୮ କୋଟି ନୂଆଦିଲ୍ଲୀ: ବାଘ ଏବଂ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମ କରୁଛନ୍ତି। ଓଡିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ଓଡିଶାକୁ ୨୦୧୯-୨୧ ବର୍ଷ ମଧ୍ୟରେ ଭାରତ ସରକାର ବାଘ ଓ ହାତୀ ପ୍ରକଳ୍ପରେ ୩୬ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଦେଇଛନ୍ତି ବୋଲି ଟ୍ୱିଟ୍ କରି…

Read More
Nadiya bihari mohanty

‘ବଡ଼ଭାଇ’ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ

କଟକ: ଶିଶୁ ସାହିତ୍ୟିକ ତଥା ଆକାଶବାଣୀ କଟକ କେନ୍ଦ୍ରର ଲୋକପ୍ରିୟ ଶିଶୁ କାର୍ଯ୍ୟକ୍ରମ “ଶିଶୁ ସଂସାର’’ର ଉପସ୍ଥାପକ ବଡ଼ଭାଇ ନଦିୟା ବିହାରୀ ମହାନ୍ତିଙ୍କ କଟକରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ ‘ବଡ଼ଭାଇ’ ନାମରେ ସାରା ଓଡ଼ିଶାର ଶ୍ରୋତାମହଲରେ ବେଶ ପରିଚିତ ଥିଲେ। ୧୯୩୧ ମସିହାରେ ନଦୀୟା ବିହାରୀ ମହାନ୍ତି ଜନ୍ମ ଗ୍ରହଣ କରିଥିଲେ। ତାଙ୍କର କଣ୍ଠସ୍ଵର ଶ୍ରୋତାଙ୍କ ମହଲରେ ବେଶ ଆଦୃତ ଥିଲା।…

Read More
ajit das

ବରିଷ୍ଠ ଅଭିନେତା ଅଜିତ ଦାସଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ଅଜିତ ଦାସ ଆଜି  ଏଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୭୧ ବର୍ଷ ବୟସ୍କ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ ୭୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ପରଲୋକରେ ବହୁ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦେଶକ ଓ ଅନ୍ୟ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ଅଜିତ୍‌ ଦାସ ମୟୂରଭଞ୍ଜର କରଞ୍ଜିଆଠାରେ ୧୯୪୯ ଜାନୁଆରୀ ୨୦ରେ…

Read More
Dpradhan

ଓଡ଼ିଶାରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ଓଡିଶାରେ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (NDHM) ଏବଂ ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (Ayushman Bharat Pradhan Mantri Jan Arogya Yojana) ଲାଗୁ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଯୋଜନା ଗୁଡିକ ଓଡିଶାବାସୀଙ୍କ ଜୀବନରେ ଉନ୍ନତି ଆଣିବାରେ ଅପାର ସମ୍ଭାବନାର ସୁଯୋଗ ରଖିଛି ବୋଲି…

Read More
Viku-seth1

ଯାତ୍ରା ଖଳନାୟକ ଭିକୁ ସେଠ୍ ଙ୍କ ପରଲୋକ

ଭୁବନେଶ୍ୱର: ଯାତ୍ରା ଖଳନାୟକ ଭିକୁ ସେଠ୍ ଙ୍କ ପରଲୋକ ହୋଇଛି। କଟକ ଚୌଦ୍ୱାର ସ୍ଥିତ ବାସଭବନରେ ଆଜି ୫୫ ବର୍ଷ ବୟସରେ ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍ ଙ୍କ ଦେହାନ୍ତ ହୋଇଯାଇଛି। ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି। ମହେନ୍ଦ୍ର ଦାସ, ଭିକୁ ସେଠ୍ ନାଁରେ ଓଡ଼ିଶାର ଯାତ୍ରା ଦର୍ଶକମହଲରେ  ପରିଚିତ ଥିଲେ। ଯାତ୍ରା ଜଗତରେ ତାଙ୍କ ଲୋକପ୍ରିୟତା ବହୁତ ଥିଲା।  ଯାତ୍ରା ଜଗତରେ ନାମୀ କଳାକାରଙ୍କ ମଧ୍ୟରେ ସେ ଥିଲେ…

Read More
chief minister of odisha

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୩ ଶହ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ ସହାୟତା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଶହ କୋଟି ଟଙ୍କାର ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଚ​ଳିତ ଖରିପ୍‌ ଋତୁରେ ଚାଷୀମାନଙ୍କର କ୍ଷତିକୁ ଆସନ୍ତା ରବି ଋତୁରେ ଭରଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବନ୍ୟାରେ ଯେଉଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜମିରେ ୩୩ ପ୍ରତିଶତ କିମ୍ବା ଅଧିକ ଫସଲ ନଷ୍ଟ ହୋଇଥିବ ସେ କ୍ଷେତ୍ରରେ ଅଣଜଳସେଚିତ ଜମି ବାବଦରେ ହେକ୍ଟର ପିଛା…

Read More