Home » ଓଡ଼ିଶା » Page 7
Today Weather Odisha

Today Weather Odisha : ଓଡ଼ିଶାରେ ବଢିବ ଶୀତ

ଭୁବବେଶ୍ଵର: Today Weather Odisha ଓଡ଼ିଶାରେ ବର୍ତ୍ତମାନ ଧୀରେ ଧୀରେ ଶୀତ ବଢୁଛି। କିନ୍ତୁ କାର୍ତ୍ତିକ ମାସରେ ଯେପରି ଶୀତ ହେବା କଥା ତାହା ଏବର୍ଷ ହେଲା ନାହିଁ। ବର୍ତ୍ତମାନ ରାଜ୍ୟର ପ୍ରାୟ ଅଞ୍ଚଳରେ କୁହୁଡ଼ି ସହିତ ଟିକେ ଟିକେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଅବଶ୍ୟ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହୁଛି। ADVT ରାଜ୍ୟରେ ଶୀତର ପ୍ରକୋପ…

Read More
Chandra Grahan 2022 Time

Chandra Grahan 2022 Time: ଆସନ୍ତା କାଲି ଚନ୍ଦ୍ରଗ୍ରହଣ, କଣ କରିବା ଉଚିତ!

ଭୁବନେଶ୍ଵର: Chandra Grahan 2022 Time ଆସନ୍ତା କାଲି ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ରଗ୍ରହଣ। ଶାସ୍ତ୍ର ଅନୁସାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁ ଥିବାରୁ ଏହା ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ ନାମରେ ନାମିତ। ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଆସନ୍ତା କାଲି ଅପରାହ୍ନ ୨ଟା ୩୯ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ  ଏବଂ  ସଂଧ୍ୟା ୬ଟା ୧୯ ମିନିଟ୍ ୫ ସେକେଣ୍ଡରେ ସର୍ବମୋକ୍ଷ ହେବ। ଅପରାହ୍ଣ। କିନ୍ତୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ଣ ୩ଟା…

Read More
dhamnagar byelection result

Dhamnagar Byelection Result: ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ, ଧର୍ମର ଜୟ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ: Dhamnagar Byelection Result ପୁଣି ଧାମନଗର ଉପନିର୍ବାଚନରେ ବିଜେପି ଜିତିଛି। ଧାମନଗରବାସୀ ଭାରତୀୟ ଜନତା ପାର୍ଟି (BJP) ର ନେତା ସ୍ଵର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ (Suryabanshi Suraj) ଙ୍କୁ ଅଧିକ ଭୋଟ ଦେଇ ବିଜୟୀ କରାଇଛନ୍ତି। ସେ ବିଜେଡ଼ି ଅବନ୍ତୀ ଦାସ (Abanti Das) ଙ୍କୁ ପରାସ୍ତ କରିଛନ୍ତି। ସୂଚନା ଅନୁସାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଖଣ୍ଡ ଭୋଟ୍‌…

Read More
Odisha Assembly Byelection

Odisha Assembly Byelection: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ, ଆସନ୍ତାକାଲି ଧାମନଗର ବିଧାନସଭା ଭୋଟ୍‍ଗଣତି

ଭୁବନେଶ୍ଵର: Odisha Assembly Byelection ଆଜି ଭାରତ ନିର୍ବାଚନ କମିସନ ପଦ୍ମପୁରର ଉପନିର୍ବାଚନ ପାଇଁ ଭୋଟ୍‍ଗ୍ରହଣର ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ନଭେମ୍ବର ୧୭ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ପ୍ରାର୍ଥୀ କରିପାରିବେ। ସେହିପରି ନଭେମ୍ବର ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ନଭେମ୍ବର ୨୧ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଆସନ୍ତା ଡିସେମ୍ବର ୫ ତାରିଖରେ ଭୋଟ୍‍ଗ୍ରହଣ କରାଯିବାକୁ ଥିବାବେଳେ ୮ ତାରିଖରେ ଭୋଟ୍‍ଗଣତି ହେବ। ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ…

Read More
Matric Summative-1 Examinations

Matric Summative-1 Examinations: ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ନଭେମ୍ବର ୨୩ରୁ

କଟକ: Matric Summative-1 Examinations Download Admit card ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା। ଏହି ପରୀକ୍ଷା ୩୦ ତାରିଖ ଯାଏ ଚାଲିବ। ଏ ନେଇ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଶୁକ୍ରବାର ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍‌ କାର୍ଡ ମିଳିବ। ମାଟ୍ରିକ ଆସେସ୍‌ମେଣ୍ଟ-୧ ପରୀକ୍ଷା (Matric Summative-1 Examinations) ରାଜ୍ୟର ମୋଟ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯିବ। ସମେଟିଭ୍‌-…

Read More
kendujhar road accident

Kendujhar Road Accident: ଟ୍ରକ୍‌ ଓ କାର୍‌ ଧକ୍କାରେ ୪ ମୃତ

କେନ୍ଦୁଝର: Kendujhar Road Accident କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବଡପଶି ଗ୍ରାମ ନିକଟରେ ଟ୍ରକ୍‌ ଓ କାର୍‌ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଘଟିଛି। ଏଥିରେ ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁବଣ କରିଥିବାବେଳେ ଜଣେ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମୃତ୍ୟୁବରଣ କରିଥିବା ଜଣାପଡିଛି। କାର ଓ ଟ୍ରକ ଚାଳକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ବେଳେ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଆଜି ଗୁରୁବାର ଅପରାହ୍ନରେ ପିପିଳିଆ…

Read More
Dhabaleswar Temple Bridge

Dhabaleswar Temple Bridge : ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ ଭକ୍ତ

କଟକ: Dhabaleswar Temple Bridge ଆସନ୍ତା ପଞ୍ଚୁକ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ। ବଡ ଏଲଇଡ୍ ସ୍କ୍ରିନ୍ ମାଧ୍ୟମରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଧବଳେଶ୍ଵର ପୀଠକୁ ଯିବାକୁ ଝୁଲାପୋଲ (Dhabaleswar Temple Bridge) ଦୁର୍ବଳ ଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା…

Read More
radha pada-darshan

Radha Pada Darshan: ଅଁଳା ନବମୀରେ କେବଳ ଦର୍ଶନ କରିପାରିବେ ରାଧାପାଦ, ସ୍ପର୍ଶ ମନା

ପୁରୀ: Radha Pada Darshan ଆସନ୍ତାକାଲି ବୁଧବାର ପବିତ୍ର ଅଁଳା ନବମୀ। କରୋନା ମହାମାରୀର ଦୁଇବର୍ଷ ପରେ ଏଥର ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରିପାରିବେ। ଏହି ଅବସରରେ ପୁରୀ (Puri) ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିସରରେ ୨୦ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି। ରାଧାପାଦ…

Read More
bridge-collapsed-in-kalahandi-2-car-accident

Kalahandi News: ହଠାତ ଭୁଶୁଡ଼ି ପଡିଲା ପୋଲ, ତଳକୁ ଖସି ପଡିଲା ଦୁଇଟି କାର

କଳାହାଣ୍ଡି: Kalahandi News ପୋଲ ଉପରେ ଯାଉଥିଲା କାର। ହଠାତ ଭୁଶୁଡ଼ି ପଡିଲା ପୋଲ। ଫଳରେ ଦୁଇଟି କାର ପୋଲ ତଳକୁ ଖସି ପଡିଲା। ଏପରି ଦୁର୍ଘଟଣା ଘଟିଛି କଳାହାଣ୍ଡି (Kalahandi News) ଜିଲ୍ଲା ଭବାନୀପାଟଣା ରାଜ୍ୟ ରାଜପଥ ୪୪ର ଏକ ପୋଲ ଉପରେ ଯାହା ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାର ସାଈଧାମ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବ୍ରିଜ୍‌ ଟି…

Read More
high security number plate

High Security Number Plate: ପୁଣି ଗୋଟିଏ ମାସ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପଞ୍ଜୀକରଣ ଅବଧି

ଭୂବନେଶ୍ଵର : High Security Number Plate Online ଆଜି ରାଜ୍ୟ ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପଞ୍ଜୀକରଣ ଅବଧି ଆଉ ଗୋଟିଏ ମାସ ପାଇଁ ବୃଦ୍ଧି କରିଛନ୍ତି। ଅବଧି ବଢ଼ିଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗାଡି ନମ୍ବର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ। ଯଦି ୫, ୬ ଥିଲେ ଡିସେମ୍ବର ୩୧ ତାରିଖ…

Read More
hindol _ forest range-helpline number

Hindol: ହିନ୍ଦୋଳରେ ହାତୀ ଆତଙ୍କ, ବନ ବିଭାଗ ଜାରିକଲା ହେଲ୍ପଲାଇନ୍‍ ନମ୍ବର

ହିନ୍ଦୋଳ: Hindol forest Helpline Number ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ (Hindol forest Helpline) ରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ମଣିଷ-ହାତୀ (Men-Elephants) ସଂଘର୍ଷ ମଧ୍ୟ ଜାରି ରହିଛି। ଦିନ ହେଉ କି ରାତି ଘରୁ ବାହାରିବାକୁ ବାହାରିବାକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି ହିନ୍ଦୋଳବାସୀ। ସନ୍ଧ୍ୟା ଆସୁଆସୁ ରାସ୍ତାଘାଟ ଜନଶୂନ୍ୟ ହେବା ସହିତ ଗାଁ’ମାନଙ୍କରେ ଲୋକେ ତାଟିକବାଟ ପକାଇ ରହୁଛନ୍ତି। ବନବିଭାଗ ସୂଚନା ଅନୁଯାୟୀ ୭୧ଟି ହାତୀ ଗୋଟିଏ…

Read More