Home » ଓଡ଼ିଶା » Page 87

କୋଭିଡ୍-୧୯ର ସଂକ୍ରମଣକୁ ପ୍ରତିହତ ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ

ଆଜି ସୁଦ୍ଧା ବାହାର ରାଜ୍ୟ ଗୁଡ଼ିକରୁ ଓଡ଼ିଶାକୁ ପାଞ୍ଚ ଲକ୍ଷ ରୁ ଅଧିକ ଜଣ ଫେରିଛନ୍ତି। କୋଭିଡ୍-୧୯ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏ ସଂପର୍କରେ କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

Read More

ପଙ୍ଗପାଳ ଦଳ ଗୁରୁଗ୍ରାମ,ପାଲୱାଲ ଓ ଉତ୍ତରପ୍ରଦେଶ ମୁହାଁ

ରାଜସ୍ଥାନ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ନିୟନ୍ତ୍ରଣ କାର୍ଯ୍ୟ ଜାରି ରାଜସ୍ଥାନ ର ଝୁଂଝୁନ ରେ ଜୁନ୍ ୨୬  ସକାଳେ ପଙ୍ଗପାଳ ଦଳ ଦେଖାଯାଇଥିଲେ।ଏଥିସହିତ ପଙ୍ଗପାଳ ବିଲୋପ ପାଇଁ ନିୟନ୍ତ୍ରଣ ଦଳ ମଧ୍ୟ ନିୟୋଜିତ ହୋଇଥିଲେ। ଏହି ପଙ୍ଗପାଳମାନେ ଏକତ୍ରିତ ହୋଇ ତିନୋଟି ଦଳରେ ବିଭକ୍ତ ହୋଇଛନ୍ତି,ସେଥିମଧ୍ୟରୁ ଗୋଟିଏ ଦଳ ଗୁରୁଗ୍ରାମ ଓ ସେଠାରୁ ଫରିଦାବାଦ ଏବଂ ପରେ ଉତ୍ତରପ୍ରଦେଶକୁ ଯାଇଛନ୍ତି। ଅନ୍ୟ ଏକ ଦଳ ପଙ୍ଗପାଳ ଦିଲ୍ଲୀର ଦ୍ୱାରକା ଅଭିମୁଖେ ଚାଲିଗଲେ, ସେଠାରୁ ଦୌଲତାବାଦ,ଗୁରୁଗ୍ରାମ,ଫରିଦାବାଦ ଏବଂ ପରେ…

Read More

ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକ ଏବେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ର ଫର୍ମ-୧  ଓ ଫର୍ମ-୧  ‘ଏ’ରେ ସଂଶୋଧନ କରାଯାଇଛି। ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ୱଳ୍ପ ବା ମଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ) ସେମାନେ ଏବେ ଡ୍ରାଇଭିଂ ଲାଇସେନ୍‌ସ ପାଇପାରିବେ। ଜିଏସ୍‌ଆର ୪୦୧  (ଇ) ଦିନାଙ୍କ ୨୪  ଜୁନ୍‌ ୨୦୨୦ ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି…

Read More

କୋଭିଡ଼-୧୯ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ ଅଧିକ

କୋଭିଡ଼ -୧୯ ସୁସ୍ଥ ହାର ୫୮.୨୪ ପ୍ରତିଶତକୁ ବୃଦ୍ଧି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରଙ୍କ ଦ୍ଵାରା ନିଆଯାଉଥିବା ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦ୍ୱାରା କୋଭିଡ୧୯  ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିପାରିଛି। ଆରୋଗ୍ୟ ହାର ସକ୍ରିୟ ରୋଗୀଙ୍କ ତୁଳନାରେ ୯୬,୧୭୩ ରୁ ଅଧିକ ହୋଇଛି। ଗତ ୨୪  ଘଣ୍ଟା ମଧ୍ୟରେ  ୧୩,୯୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ଏହି ସଂଖ୍ୟା ୨,୮୫,୬୩୬ କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଆରୋଗ୍ୟ…

Read More

୫ କରୋନାଭାଇରସ୍ ହିଟ୍ ରାଜ୍ୟ କୋଭିଡ଼-୧୯ ଔଷଧ ପାଇବେ

କୋଭିଫର୍ ହେଉଛି ରେମଡେସିଭିରର ପ୍ରଥମ ଜେନେରିକ୍ ବ୍ରାଣ୍ଡ ଯାହା ବୟସ୍କ ଏବଂ ଶିଶୁମାନଙ୍କରେ କୋଭିଡ୍ -୧୯  ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର  କରାଯାଇଛି। ଏହି ଔଷଧ ୧୦୦  ମିଲି  ଇଞ୍ଜେକ୍ସନ ଫର୍ମରେ ଉପଲବ୍ଧ ଯାହାକି ଏକ ସ୍ୱାସ୍ଥ୍ୟ ସେବା ବୃତ୍ତିଗତଙ୍କ ତତ୍ୱାବଧାନରେ ଡାକ୍ତରଖାନା ପରିସରରେ ଦିଆଯିବା ଆବଶ୍ୟକ। ଏହା ଏକ ଔଷଧ ନୁହେଁ ଯାହାକୁ ଆପଣ ଘରେ ନେଇପାରିବେ।  ପ୍ରଥମେ ଏହାକୁ  ୫ ଟି ରାଜ୍ୟ  ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ ଏବଂ ତେଲେଙ୍ଗାନା କୁ ଦିଆଯାଇଛି…

Read More

ରାଜ୍ୟ ରେ ପୁଣି ୨୧୮ କରୋନା ପଜିଟିଭ

ରାଜ୍ୟରେ ଆଉ ୨୧୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୯୮  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୨୦ ଜଣ ସଂକ୍ରମିତ ହୋଇଛନ୍ତି। ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲା ରୁ ସର୍ବାଧିକ ୪୯  ଜଣ ରହିଛନ୍ତି। ତା ତଳ କୁ ଜଗତସିଂପୁର…

Read More

ପାରାଦୀପରେ ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ଉଦଘାଟନ

ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ଓ ଓଡିଶା ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଓ କେନ୍ଦ୍ର ପେଟ୍ରୋଲିୟମ ଓ  ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଳିତ ଭାବେ ଏକ ଭିଡିଓ ସମ୍ମିଳନୀ ମାଧ୍ୟମରେ ପାରାଦୀପରେ ଭାରତୀୟ ତୈଳ ଦ୍ୱାରା ସ୍ଥାପିତ ଉତ୍ପାଦ ପ୍ରୟୋଗ ଏବଂ ବିକାଶ କେନ୍ଦ୍ର( ପିଏଡିସି) ର ଶୁଭ ଉଦଘାଟନ କରିଛନ୍ତି। ଇଣ୍ଡିଆନ୍ ଅଏଲ୍ ଏହାର ବିଶୋଧନାଗାର…

Read More

ଓଡ଼ିଶାରେ ପୁଣି ସୁସ୍ଥ ହେଲେ ୧୬୮ କରୋନା ଆକ୍ରାନ୍ତ

ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୨୯୧ କୁ ବୃଦ୍ଧି ରାଜ୍ୟରେ ଗୁରୁବାର ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୨୯୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୩୯ ଜଣ  , ଖୋର୍ଦ୍ଧା ଜିଲ୍ଲା ରୁ ୨୩ ଜଣ,ଗଜପତି ଜିଲ୍ଲା ରୁ ୨୩…

Read More

ପୁଣି ଆଜି ୧୩୫ କରୋନା ଆକ୍ରନ୍ତ ସୁସ୍ଥ

ରାଜ୍ୟର ୧୭ଟି ଜିଲ୍ଲାରୁ ୧୩୫ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ସର୍ବାଧିକ ଗଂଜାମ ଜିଲ୍ଲାରୁ ଆଜି ୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୧୪ ଜଣ, କଟକ ଜିଲ୍ଲାରୁ ୬ ଜଣ, ପୁରୀ,ଯାଜପୁର ଓ ଅନୁଗୁଳ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୩, କେନ୍ଦୁଝର ଓ କେନ୍ଦ୍ରାପଡ଼ା…

Read More
opsc aso

ଓଡ଼ିଶା ପ୍ରଶାସନିକ ସେବା ୨୦୧୯ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶିତ

ଆଜି ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ୨୦୧୯ ପ୍ରିଲିମିନାରୀ ପରୀକ୍ଷା ଫଳ । ଏହି ପରୀକ୍ଷା ରେ ୧୮୮୦ ଜଣ ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି । ସେମାନ ଙ୍କ ମଧ୍ୟରୁ ୬୧୯ ଜଣ ହେଉଛନ୍ତି  ମହିଳା ପରୀକ୍ଷାର୍ଥୀ । ସୂଚନା ଯୋଗ୍ୟ  ଏହି ପରୀକ୍ଷା ଗତ ମାର୍ଚ ୧୫ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ବିଭିନ୍ନ କେନ୍ଦ୍ରରେ  ଅନୁଷ୍ଠିତ ହୋଇଥିଲା । ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ମୁଖ୍ୟ ପରୀକ୍ଷା ହେବ ବୋଲି ଜଣାପଡିଛି…

Read More

ଓଡ଼ିଶାରେ ଗୋଷ୍ଠୀ ଅଂଶଗ୍ରହଣ ଓ ଡ଼ିଜିଟାଲ ପ୍ରୟାସ ଦ୍ୱାରା କୋଭିଡ଼-୧୯ ବିରୋଧରେ ପ୍ରତ୍ୟକ୍ଷ ଲଢ଼େଇ

ସହ-ଋଗଣତା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସଚେତକ ଆପ୍‌ ସକ୍ରିୟ ମନିଟରିଂ ବ୍ୟବସ୍ଥା ଦ୍ୱାରା ସରପଞ୍ଚମାନଙ୍କୁ ସଶକ୍ତିକରଣ ଟେଲି ମେଡ଼ିସିନ୍‌ ସେବା ମୁତୟନ ମେଡ଼ିକାଲ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କୋଭିଡ଼-୧୯  ବିରୋଧରେ ଲଢ଼େଇ ହେଉଛି ଏକ ସାମୂହିକ ସଂଗ୍ରାମ ଯାହା କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଜାରି ରହିଛି। ଅନେକ ରାଜ୍ୟ ଏଥି ସକାଶେ କେତେକ ବିଶେଷ ରଣନୀତି ଆପଣାଇଛନ୍ତି ଯାହାକି କେନ୍ଦ୍ର ସରକାରଙ୍କ…

Read More