Home » ଓଡ଼ିଶା » Page 88

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ର ଅଗ୍ରଗତି ନେଇ ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଙ୍କ ମିଟିଂ

ତାଳଚେର  ଫର୍ଟିଲାଇଜର୍ସ ଲିମିଟେଡ୍ ରେ ୨୦୨୩ ସୁଦ୍ଧା ଉତ୍ପାଦନ ରାସାୟନିକ ଏବଂ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ର ଅଗ୍ରଗତିର ମିଟିଂ ରେ  ଅଂଶ ଗ୍ରହଣ କରିଥିଲେ। ଏହି ମିଟିଂ ରେ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ର  ଶ୍ରୀ ଏସ୍ ଯାଦବ, ଏମଡି ଏବଂ ଶ୍ରୀ ଏସ୍ ଗାୱାଡେ, ନିର୍ଦ୍ଦେଶକ (ଅପରେସନ୍) ଉପସ୍ଥିତ ଥିଲେ।  ଓଡିଶାର, ତାଳଚେର  ଫର୍ଟିଲାଇଜର୍ସ ଲିମିଟେଡ୍ ରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ ର…

Read More

ସାଢେ 4 କୋଟି ଓଡିଆ ଲୋକଙ୍କ ବିଜୟ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର : ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସାଢେ 4 କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସାଢେ 4 କୋଟି ଓଡିଆ ଏବଂ ସାରା ବିଶ୍ୱରେ କୋଟି କୋଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଭାବାବେଗକୁ ସମ୍ମାନ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆନ୍ତରିକ କୃତଜ୍ଞତା…

Read More

ପୁରୀ ରଥଯାତ୍ରା ପାଇଁ ସୁପ୍ରିମ କୋର୍ଟଙ୍କ ଅନୁମତି କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସ୍ୱାଗତ

ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ। ଜୟ ଜଗନ୍ନାଥ:ଅମିତ ଶାହ ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଶ୍ରୀ ଅମିତ ଶାହ ମାନ୍ୟବର ସୁପ୍ରିମ କୋର୍ଟ ପୁରୀ ରଥ ଯାତ୍ରା ସଂପର୍କରେ ଦେଇଥିବା ରାୟକୁ ସ୍ୱାଗତ କରିଛନ୍ତି। ନିଜର ପ୍ରତିକ୍ରିୟାରେ ଶ୍ରୀ ଶାହ ଟ୍ୱିଟ ଜରିଆରେ କହିଛନ୍ତି,“ ଆଜି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ, ବିଶେଷ କରି ଓଡ଼ିଆ ଭଉଣୀ ଓ ଭାଇମାନଙ୍କ ପାଇଁ ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀଙ୍କ ଭକ୍ତଗଣଙ୍କ ସକାଶେ ଏହା ଅତି ମହତ୍ତ୍ୱପୂର୍ଣ୍ଣ ଦିବସ। ସମଗ୍ର ଦେଶ ମାନ୍ୟବର ସୁପ୍ରିମକୋର୍ଟ ରଥ…

Read More

ପୁରୀର ପବିତ୍ର ରଥ ଯାତ୍ରା ଅବସରରେ ଜନସାଧାରଣଙ୍କୁ ଉପ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା ଅବସରରେ ଉପ ରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ଅବସରରେ ଏକ ବାର୍ତ୍ତାରେ ଉପ ରାଷ୍ଟ୍ରପତି କହିଛନ୍ତି ଯେ, “ପବିତ୍ର ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭ କାମନା । ପୁରୀର ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ଲୋକମାନେ ବେଶ୍‌ ଭକ୍ତିର ସହ ମାନିଥାନ୍ତି ଏବଂ ଓଡ଼ିଶାର ଏହି ଉତ୍ସବକୁ ସଭିଏଁ ଉତ୍କଣ୍ଠାର ସହ ପ୍ରତୀକ୍ଷା…

Read More

ରଥଯାତ୍ରା ନୀତିକାନ୍ତିର ସମୟ

ପୁରୀ : (ମହିମା ଲାଇଭ) ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ  ନୀତିକାନ୍ତିର ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ସକାଳ ୩ ଘଣ୍ଟିକା ରୁ ମଙ୍ଗଳଆଳତି ସହ ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ । ସେହିପରି ପ୍ରାତଃ ୩ଟା ୧୫ମିନିଟ ସମୟରେ ମଇଲମ ନୀତି ଆରମ୍ଭ ହେବ।  ୩ଟା ୩୦ରେ ତଡ଼ପ ଲାଗି ଓ ଭୋର ୪ଟାରେ ରୋଷହୋମ କରାଯିବ।   ଭୋର ୪ଟା ୩୦ମିନିଟରେ ଅବକାଶ, ୪ଟା ୪୫ରେ ସୂର୍ଯ୍ୟ ପୂଜା ଏବଂ…

Read More

ଶ୍ରୀକ୍ଷେତ୍ର ପୁରୀ ରେ ଏଥର ସର୍ତ୍ତ ସହିତ ହେବ ରଥଯାତ୍ରା : ସୁପ୍ରିମକୋର୍ଟ

ଭକ୍ତ ଙ୍କ ମଧ୍ୟରେ ଖୁସି ର ଲହରୀ ଓ ଭକ୍ତ ର ବିଜୟ ଭୁବନେଶ୍ୱର(ମହିମା ଲାଇଭ ) : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବବଡେ ଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ପୁରୀ ରଥଯାତ୍ରାର ଶୁଣାଣି ରେ କହିଛନ୍ତି ଯେ ଏ ବର୍ଷ  ସର୍ତ୍ତ ର ସହିତ ହେବ ଯାତ୍ରା। ଶ୍ରୀକ୍ଷେତ୍ର ପୁରୀର ଜଗନ୍ନାଥ ରଥ ଯାତ୍ରା ସୁପ୍ରିମକୋର୍ଟଙ୍କଠାରୁ ସବୁଜ ସଙ୍କେତ ପାଇଛି। କରୋନାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସର୍ତ୍ତ ସହିତ ରଥ ଯାତ୍ରାକୁ ଅନୁମତି…

Read More

ସୁପ୍ରିମକୋର୍ଟ ରେ ପୁରୀ ରଥଯାତ୍ରା ମାମଲାର ଶୁଣାଣି ଜାରି

ଗୃହମନ୍ତ୍ରୀ ଅମିତ ଶାହା ଙ୍କ  ଗଜପତି ମହାରାଜ ଙ୍କ ସହ କଥାବାର୍ତ୍ତା ଭୁବନେଶ୍ୱର(ମହିମା ଲାଇଭ ) : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବବଡେ ଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ପୁରୀ ରଥ ଯାତ୍ରାର ଶୁଣାଣି କରୁଛି। ଏହି ତିନି ଜଣିଆ ବେଞ୍ଚରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ବୋବାଡେ, ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଦୀନେଶ ମହେଶ୍ୱରୀ ରହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନ ବିଚାରପତି ନାଗପୁରରୁ ଶୁଣାଣି କରୁଛନ୍ତି। ଏହାପୂର୍ବରୁ ଗୋଟିଏ…

Read More

ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ ଚିହ୍ନଟ ଓ ୨ ମୃତ ସହ ମୃତକ ଙ୍କ ସଂଖ୍ୟା ୧୬

ସୁସ୍ଥ : ୩୭୨୦ ନମୂନା ପରୀକ୍ଷା : ୨୨୭୮୬୦ ପଜିଟିଭ : ୫୩୦୩ ରାଜ୍ୟରେ ଆଉ ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ହୋଇଛି ଯାହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬  ଜଣ ସଂକ୍ରମିତ ହୋଇଛନ୍ତି। ଆଜି ୧୭ ଟି ଜିଲାରୁ ଆକ୍ରାନ୍ତମାନେ…

Read More

ନିୟମିତ ଯୋଗାଭ୍ୟାସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମାନସିକ ଶାନ୍ତି ଦିଏ : ନବୀନ ପଟ୍ଟନାୟକ

କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ସ୍କଚ୍ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ ଭୁବନେଶ୍ଵର (ମହିମା ଲାଇଭ ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଯୋଗ ଭାରତୀୟ ପରମ୍ପରାର ଅନନ୍ୟ ସଂପଦ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ସର୍ବୋତ୍ତମ ମାଧ୍ୟମ ଭାବରେ ଯୋଗ ଆଜି ସାରା ବିଶ୍ୱରେ ଆଦର ଲାଭ…

Read More

ଆଜି ରାଜ୍ୟରୁ ପୁଣି କରୋନାମୁକ୍ତ ହେଲେ ୧୮୬ ଜଣ

ରାଜ୍ୟ ବାସୀଙ୍କ ପାଇଁ ଖୁସି ଖବର,କରୋନା ରୁ ପୁଣି ୧୮୬ ଜଣ ବ୍ୟକ୍ତି  ସୁସ୍ଥ ହୋଇ ଘରକୁ ଫେରିବେ। କଟକ ଜିଲ୍ଲା  ରୁ ସର୍ବାଧିକ ୬୨ ଜଣ ଙ୍କ ସହିତ କନ୍ଧମାଳ ଜିଲ୍ଲା  ରୁ ୪୧ ଜଣ ,ଖୋର୍ଦ୍ଧା ଜିଲ୍ଲା ରୁ ୩୨ଜଣ  ,ଗଞ୍ଜାମ ଜିଲ୍ଲା ରୁ ୧୨ଜଣ  ,ମୟୂରଭଞ୍ଜ ଜିଲ୍ଲା ରୁ ୮ଜଣ , ଅନୁଗୋଳ ଜିଲ୍ଲା ରୁ ୭ ଜଣ ,କେଉଁଝର ଜିଲ୍ଲା ରୁ ୫ ଜଣ କରୋନା ମୁକ୍ତ ହୋଇଛନ୍ତି। ସେହିପରି ମାଲକାନଗିରି…

Read More

ରାଜ୍ୟ ରେ ପୁଣି ୩୦୪ କୋରୋନା ପଜିଟିଭ

ସୁସ୍ଥ : ୩୫୩୪  ନମୂନା ପରୀକ୍ଷା : ୨୨୪୪୦୨  ପଜିଟିଭ : ୫୧୬୦ ରବିବାର ରାଜ୍ୟରେ ଆଉ ୩୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ୫୧୬୦ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ସଂକ୍ରମିତ ହୋଇଛନ୍ତି। ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।…

Read More