ଅନୁଗୋଳରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ସହ ସଂଖ୍ୟା ୫୫ରେ ପହଞ୍ଚିଲା
ଅନୁଗୋଳ ଜିଲ୍ଲାରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୫ ଜଣ କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୫ ରେ ପହଂଚିଲା। ଏମାନକ ମଧ୍ୟରେ ବଅଁରପାଳ ବ୍ଳକର ଏକ ସଂଗରୋଧ କେନ୍ଦ୍ରରେ ଜଣେ ୨୭ ବର୍ଷ ବୟସ୍କ ଯୁବକ ଚଳିତ ମାସ ୮ ତାରିଖରୁ ହରିୟାନାରୁ ଆସି ସଂଗରୋଧରେ ଥିଲେ। ସେହିପରି ଉକ୍ତ ବ୍ଲକ ଅଂଚଳର ଜଣେ ୨୫ ବର୍ଷୀୟ ଯୁବକ ଚଳିତ ମାସ ୧୧ ତାରିଖରୁ ଛତିଶଗଡରୁ…
