Home » Breaking News » Page 35

Video: ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡିଛି, ବାଜୱାଙ୍କ ପାଦ ଥରି ଉଠୁଥିଲା, ମୁହଁରେ ଝାଳ ଥିଲା…

New Delhi: ସର୍ଜିକାଲ୍ ଷ୍ଟ୍ରାଇକ୍ ପରଠାରୁ ପାକିସ୍ତାନ (Pakistan) ଭାରତ (India) ର ଆକ୍ରମଣକୁ ଭୟ କରିଆସୁଛି। ଏହି ଭୟ ମଧ୍ୟ ଦେଖାଗଲା ଯେତେବେଳେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ (Wing Commander Abhinandan) ପାକିସ୍ତାନ ବାୟୁସେନାକୁ  ଅନୁସରଣ କରୁକରୁ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ। ସେହି ସମୟରେ ପାକିସ୍ତାନକୁ ଭାରତର ଆକ୍ରମଣ ଭୟ ରହିଥିଲା ଏବଂ ଏହି ଭୟ ଯୋଗୁଁ ସେ ଅଭୀନନ୍ଦନଙ୍କୁ ମୁକ୍ତ କରିଥିଲେ। ଏହାକୁ ପାକିସ୍ତାନ ସାଂସଦ ଆୟାଜ ସାଦିକ (Ayaz Sadik)…

Read More
Weather Report of Odisha

Weather Report: ରାଜ୍ୟରୁ ଫେରିଗଲା ମୌସୁମୀ

Bhubaneswar : ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ (South-West Monsoon ) ବାୟୁ ବିଦାୟ ନେଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମୌସୁମୀ ପ୍ରଭାବରେ ରାଜ୍ୟରେ ଜୁନ ପହିଲାରୁ ଅକ୍ଟୋବର ୨୮ ମଧ୍ୟରେ ୧୩୦୨.୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।  ଯାହାକି ସ୍ୱାଭିବକ ବର୍ଷାଠାରୁ ୪ ପ୍ରତିଶତ ଅଧିକ। ଝାରସୁଗୁଡା, ଦେବଗଡ ଏବଂ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୨୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା…

Read More
assembly

Odisha Assembly Winter Session: ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୧ ପୂର୍ବରୁ

Bhubaneswar : ବର୍ଷ ଶେଷ ପୂର୍ବରୁ ବିଧାନସଭା (Assembly) ର ଶୀତକାଳୀନ ଅଧିବେଶନ ବସିବା ନେଇ ସୂଚନା ମିଳିଛି। ଡିସେମ୍ବର ୩୧ ପୂର୍ବରୁ ଏହି ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (Surya Narayan Patra) କହିଛନ୍ତି। ବିଧାନସଭାର ନିୟମ ଅନୁଯାୟୀ ୬୦ ଦିନ ଗୃହକାର୍ଯ୍ୟ ଚାଲିବା କଥା; କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଧରି ଗୃହ କାର୍ଯ୍ୟ ଚାଲିଥିଲା। ତେଣୁକରି ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହକାର୍ଯ୍ୟ…

Read More
pm_bihar

Bihar Election: ତେଜସ୍ୱୀ ଯାଦବ ହେଉଛନ୍ତି ଜଙ୍ଗଲ ରାଜର ଯୁବରାଜ: ପ୍ରଧାନମନ୍ତ୍ରୀ ମୋଦି

Darbhanga:  ବିହାର ବିଧାନସଭା ନିର୍ବାଚନ (Bihar Assembly Election) ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ (Vote) ଆଜି ଚାଲିଛି। ଏଥିସହ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ମଧ୍ୟ ତୀବ୍ର ହୋଇଛି। ସବୁ ଦଳ ଜୋରସୋରରେ ନିର୍ବାଚନ ପ୍ରଚାର କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କର ତିନୋଟି ରାଲି ରହିଛି। ଦରଭଙ୍ଗା ପରେ ପିଏମ ମୋଦୀ ମୁଜାଫରପୁର (Muzaffarpur) ରେ ପହଞ୍ଚି ସେଠାରେ ଆରଜେଡି (RJD) ଏବଂ ତେଜସ୍ୱୀ ଯାଦବ (Tejashwi Yadav) ଙ୍କୁ କଡ଼ା…

Read More
naveen_patnaik

Scholarship and Sumangal Portal: ଛାତ୍ରବୃତ୍ତି ଏବଂ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ଵର: ଏଣିକି ସରକାରୀ ଛାତ୍ରବୃତ୍ତି (Government Scholarship) ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନଭିନ୍ନ ୱେବ ପୋର୍ଟାଲ (Web Portal) କୁ ବ୍ୟବହାର କରିବା ଦରକାର ପଡିବ ନାହିଁ। କେବଳ ଗୋଟିଏ ପୋର୍ଟାଲରେ କ୍ଲିକ୍‍ (Click) କଲେ ପିଲାମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ରାଜ୍ୟ ସରକାରଙ୍କ ୫-ଟି (5-T) କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି (Scholarship) ଓ ସୁମଙ୍ଗଳ ପୋର୍ଟାଲ (SUMANGAL Portal) କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଲୋକାର୍ପିତ କରିଛନ୍ତି। ଏହି ଅବସରରେ…

Read More
2+2-ministerial-dialogue

2 + 2 Dialogue: UNSC ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବାକୁ ପମ୍ପିଓଙ୍କ ପ୍ରତିଶୃତି; BECA ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (Basic Exchange and Cooperation Agreement – BECA) ଆମେରିକା (US) ଏବଂ ଭାରତ (India) ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଅତ୍ୟାଧୁନିକ ସାମରିକ ପ୍ରଯୁକ୍ତିବିଦ୍ୟା, ଯନ୍ତ୍ରପାତି ଏବଂ ଭୌଗୋଳିକ ମାନଚିତ୍ର ବାଣ୍ଟିବା ପାଇଁ ବାଟ ଖୋଲିବ। ଆଜି ଭାରତ ଏବଂ ଆମେରିକା ମଧ୍ୟରେ ତୃତୀୟ ଉଚ୍ଚ ସ୍ତରୀୟ ୨+୨(2 + 2 Dialogue)…

Read More
PMMODI2

India Energy Forum: ଦୀର୍ଘସ୍ଥାୟୀ ଭିତ୍ତିରେ ଭାରତ ନିଜର ଇନ୍ଧନ ଉପଯୋଗକୁ ଦୁଇଗୁଣା କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ସ୍ୱଚ୍ଛ ଇନ୍ଧନ ନିବେଶ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଏକ ଆକର୍ଷଣୀୟ ତଥା ଉଦିୟମାନ ବଜାରରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) କହିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଗତକାଲି ଚତୁର୍ଥ ଇଣ୍ଡିଆ ଏନର୍ଜୀ ଫୋରମ୍‍ (India Energy Forum) କୁ ଉଦ୍‍ଘାଟନ କରିବା ଅବସରରେ ଶ୍ରୀ ମୋଦୀ ଏହା କହିଛନ୍ତି। ସେ କହିଛନ୍ତି, ଆସନ୍ତା ୨୦୨୨ ସୁଦ୍ଧା ଅକ୍ଷୟଶକ୍ତି ସଂଯୋଗକୁ ୧୭୫ ଜିଗାୱାଟ୍‍ ଏବଂ…

Read More

Team India: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ: ଅଷ୍ଟ୍ରେଲିଆ (Australia) ଗସ୍ତ ପାଇଁ ବିସିସିଆଇ (BCCI) ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ସୂଚନା ଅନୁଯାୟୀ ଚୟନ କମିଟି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ତିନୋଟି ଫର୍ମାଟ ପାଇଁ ଖେଳାଳି ଚୟନ କରିଛି। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-ଟ୍ୱେଣ୍ଟି, ୩ଟି ଏକଦିବସୀୟ ଏବଂ ଚାରିଟି ଟେଷ୍ଟ ମ୍ୟାଚ୍‍ ଖେଳିବ। ଆହତ କାରଣରୁ ବର୍ତ୍ତମାନ ପାଇଁ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ବିସିସିଆଇ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର…

Read More
india-us

2+2 Meeting: ଭାରତ-ଆମେରିକା ଟୁ ପ୍ଲସ୍‍ ଟୁ ଶିଖର ବୈଠକ ଆଜି ଅନୁଷ୍ଠିତ ହେବ

ନୂଆଦିଲ୍ଲୀ: ଭାରତ-ଆମେରିକା ଟୁ ପ୍ଲସ୍‍ ଟୁ ଶିଖର ବୈଠକ (2+2 Meeting) ଆଜି ଅନୁଷ୍ଠିତ ହେବ। ଦୁଇଦେଶ ମଧ୍ୟରେ ଭାଗିଦାରୀ ସଂପର୍କକୁ ସୁଦୃଢ଼ କରିବା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ଆଣିବା ଉପରେ ଏଥିରେ ଆଲୋଚନା କରାଯିବ। ବୈଠକର ଅବ୍ୟବହିତ ପୂର୍ବରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Rajnath Singh) ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍‍ପର୍‍ଙ୍କୁ (Mark Esper) ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।…

Read More
durga_puja

Durga Puja: ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆଜି ମୃଣ୍ମୟୀ ଦେବୀଙ୍କ ବିଜୟା ଦଶମୀ ପାଳିତ

ଭୁବନେଶ୍ଵର: କରୋନା ବିଶ୍ଵମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍‍-୧୯ (Covid-19) ନିୟମାବଳୀ ସହ ଦେବୀ ଦୁର୍ଗାଙ୍କର ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆଜି ବିଜୟା ଦଶମୀ ପାଳିତ ହେଉଛି। ପୂଜା ପରେ ଧରାପୃଷ୍ଠରୁ ବିଦାୟ ନେବେ ମହା ଦଶଭୁଜା। କରୋନା କଟକଣା ଯୋଗୁଁ ବିନା ଭକ୍ତରେ ମା’ଙ୍କରପୂଜାର୍ଚ୍ଚନା କରାଯାଉଛି। ପୂଜା ମଣ୍ଡପରେ ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ପ୍ରାଚୀନ ଶକ୍ତିପୀଠ ଜୟଦୁର୍ଗାଙ୍କର ଆଜି ସର୍ବସ୍ୱରୂପିଣୀ ବେଶ…

Read More
india-us

India: ଭାରତ ଅଧିକ ଶକ୍ତିଶାଳୀ ହେଉଛି, ଚୀନ୍ ପରେ ଏବେ ଆମେରିକା ମଧ୍ୟ ମାନିଲା

ନୂଆଦିଲ୍ଲୀ: ଭାରତ ଏକ ଆଞ୍ଚଳିକ ତଥା ବିଶ୍ୱ ଶକ୍ତି ଭାବରେ ଉଦୀୟମାନ ହେଉଥିବା ଆମେରିକା (America) ମଧ୍ୟ ମାନିଛି। ନୂଆଦିଲ୍ଲୀରେ ୨+୨ (2 +2 ) ମନ୍ତ୍ରୀସ୍ତରୀୟ ବୈଠକ ପୂର୍ବରୁ ଆମେରିକା ବୈଦେଶିକ ବିଭାଗ ଏହା କହିଛି ଏବଂ ୨୦୨୧ ଜାନୁଆରୀ ୧ରୁ ୟୁଏନଏସସି (United Nations Security Council, UNSC)ର କାର୍ଯ୍ୟକାଳ ମଧ୍ୟରେ ଆମେରିକା ମଧ୍ୟ ଭାରତ ସହିତ କାମ କରିବାକୁ ଆଗ୍ରହୀ। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର  (Mark Esper) ଏବଂ ବୈଦେଶିକ ମନ୍ତ୍ରୀ…

Read More