Home » Breaking News » Page 37
madurai_cracker- fire

Madurai Fire Cracker: ମଦୁରାଇ ବାଣ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ; ୫ ମୃତ,ଉଦ୍ଧାର କାର୍ଯ୍ୟ ଜାରି

ମଦୁରାଇ: ଶୁକ୍ରବାର ତାମିଲନାଡୁର ମଦୁରାଇ (Madurai) ରେ ଏକ ବଡ଼ ଦୁର୍ଘଟଣା ଘଟିଛି। କାଲୁପାଟ୍ଟି ଅଞ୍ଚଳରେ ଥିବା ଏକ ଆତସବାଜି (Fire Cracker) କାରଖାନାରେ  ନିଆଁ ଲାଗି ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ମଦୁରାଇ ପୋଲିସ ଏହି ସୂଚନା ଦେଇଛି। ପ୍ରାଥମିକ ଅନୁସନ୍ଧାନରୁ ଉଦ୍ଧୃତ ପୋଲିସ କହିଛି ଯେ ରାସାୟନିକ ପଦାର୍ଥ ମିଶ୍ରଣ କରୁଥିବା ବେଳେ ଘର୍ଷଣ ଯୋଗୁଁ ନିଆଁ ଲାଗିଯାଇଥିଲା ଏବଂ କାରଖାନା ବିଲ୍ଡିଂରେ ଅନେକ ବିସ୍ଫୋରଣ ଘଟିଥିଲା। ଏହି…

Read More
kapildev

Kapil Dev: ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କୁ ହୃଦଘାତ, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିବା ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ (Kapil Dev) ଙ୍କୁ ଶୁକ୍ରବାର ଦିନ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହୃଦଘାତ ହେତୁ ତାଙ୍କୁ ଆଜି ଚହଲାର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଫୋର୍ଟିସ୍ ହସ୍ପିଟାଲ୍ ଅପଡେଟ୍ ବୁଲେଟିନ୍ ରେ  କହିଛି ଯେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କପିଲ ଦେବ ହୃଦଘାତ ପରେ ଅକ୍ଟୋବର ୨୩ ତାରିଖ ଦିନ ଚହଲା ରୋଡରେ ଥିବା ଫୋର୍ଟିସ୍ ଏସକର୍ଟ ହାର୍ଟସ…

Read More

Durga Puja: ଆଜି ମାଆ ଦୁର୍ଗାଙ୍କର ମହାସପ୍ତମୀ ପୂଜା

କଟକ: ଶାରଦୀୟ ନବରାତ୍ରୀ ସମଗ୍ର ଦେଶରେ ପାଳନ କରାଯାଉଛି। ଆଜି ହେଉଛି ମା’ ଜଗତଜନନୀ ଦୁର୍ଗାଙ୍କ ପବିତ୍ର ମହାସପ୍ତମୀ ପୂଜା। ଏଥିସହିତ ଆଜି ମଧ୍ୟ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ମହାଷଷ୍ଠୀରେ ଧରାପୃଷ୍ଠକୁ ଅବତରଣ କରିସାରିଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ଆଜି ହେଉଛି ମହାମାୟାଙ୍କର ଚକ୍ଷୁଦାନ ପରମ୍ପରା। କୋଭିଡ କଟକଣାକୁ ନେଇ ପୂଜା ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ କରାଯାଇଥିବା ବେଳେ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପରମ୍ପରା ପାଳନ କରାଯାଉଛି। ମା’ଙ୍କ…

Read More
Weather Report of Odisha

Weather Report: ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ଵର: ପଶ୍ଚମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ତେବେ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ – ଆଇ.ଏମ୍‍.ଡି.ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଏବଂ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷକରି ସମୁଦ୍ରକୂଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆସନ୍ତା…

Read More
railway_odisha-min

Bonus: ରେଳବାଇ କର୍ମଚାରୀଙ୍କୁ ୭୮ ଦିନର ମଜୁରି ସମକକ୍ଷ ବୋନସ, ୧୧.୫୮ ଲକ୍ଷ ରେଳ କର୍ମଚାରୀ ଉପକୃତ

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୧.୫୮ ଲକ୍ଷ ଅଣଗେଜେଟେଡ ରେଳବାଇ କର୍ମଚାରୀ ୭୮ ଦିନର ମଜୁରି ସମକକ୍ଷ ଉତ୍ପାଦନଭିତ୍ତିକ ବୋନସ ପାଇବେ। ଏହି ବୋନସର ମୋଟ ପରିମାଣ ୨୦୮୧.୬୮ କୋଟି ଟଙ୍କା। ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳବାଇ ମନ୍ତ୍ରଣାଳୟର ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଆରପିଏଫ୍‌ ଓ ଆରପିଏସ୍‌ଏଫ୍‌ କର୍ମଚାରୀଙ୍କ ବ୍ୟତୀତ ଆଉ ସବୁ ଅଣଗେଜେଟେଡ ରେଳ କର୍ମଚାରୀ ଏହି ଉତ୍ପାଦନ ଭିତ୍ତିକ ବୋନସ ପାଇବେ। ସଂପୃକ୍ତ କର୍ମଚାରୀଙ୍କୁ ୭୮…

Read More
the-obamas

USA Election: କରୋନା ନିୟନ୍ତ୍ରଣକୁ ନେଇ ଓବାମା ସମାଲୋଚନା କଲେ ଟ୍ରମ୍ପଙ୍କୁ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା (Barack Obama) କୋଭିଡ-୧୯ ନିୟନ୍ତ୍ରଣ ନିତିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (President Donald Trump) ଙ୍କୁ ସମାଲୋଚନା କରିଛନ୍ତି ଏବଂ ଚାଇନାରେ ତାଙ୍କର ବ୍ୟବସାୟ କାରବାର ପାଇଁ ମଧ୍ୟ ତାଙ୍କୁ ଟାର୍ଗେଟ କରିଛନ୍ତି। ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ (Democratic presidential nominee Joe Biden) ଙ୍କ ପାଇଁ ତାଙ୍କର ପ୍ରଥମ ଅଭିଯାନରେ ଓବାମା ଆମେରିକୀୟମାନଙ୍କୁ ବିଡେନ ଏବଂ କମଲା ହାରିସଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରି…

Read More

PUBG BACK: PUBG ଭାରତକୁ ଫେରି ଆସିବ!

PUBG ବ୍ୟାନ୍ ପୂର୍ବ ସମୟରେ ଭାରତରେ ଅନଲାଇନ ଖେଳକୁ ଶାସନ କରୁଥିଲା। ଏକ ବଡ଼ ଫ୍ୟାନ୍ ବେସ୍ ନିଜ ପାଇଁ ଗଢି ପାରିଥିଲା। କିନ୍ତୁ ଦେଶରେ ନିଷିଦ୍ଧ ହୋଇଥିବା ୧୧୮ ଟି ଆପ୍ ମଧ୍ୟରେ ଏହି ଖେଳ ଅନ୍ତର୍ଭୂକ୍ତ ହେବା ପରେ ହଠାତ୍ କମ୍ପାନୀକୁ ଏକ ବଡ ଝଟକା ଲାଗିଛି।  PUBG କମ୍ପାନୀ ଦ୍ୱାରା ପ୍ରଚେଷ୍ଟା ସତ୍ତ୍ୱେ ଖେଳ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ମନା କରିଦେଇଥିଲେ। ସୂଚନାଯୋଗ୍ୟ, ଭାରତରେ ଏକ ଚାକିରି…

Read More
sea plane1

Sea Plane: ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ସାବରମତିକୁ ଉଡ଼ିବ ପ୍ରଥମ ସି ପ୍ଲେନ୍

ଅହମ୍ମଦାବାଦ: ସି ପ୍ଲେନ୍ (Sea Plane) ସେବା ଷ୍ଟାଚ୍ୟୁ ଅଫ୍ ୟୁନିଟି (Statue Of Unity) ରୁ ଆରମ୍ଭ ହେବ। ଗୁଜୁରାଟର କେଭାଡିଆ (Kevadia)ରେ ଅବସ୍ଥିତ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଅହମ୍ମଦାବାଦ (Ahmedabad) ର ସାବରମତି ନଦୀ କୂଳ ପର୍ଯ୍ୟନ୍ତ ଏହି ସମୁଦ୍ର ବିମାନ ମାଲଦ୍ୱୀପରୁ ଆସିବ। ଏହାକୁ ସ୍ପାଇସ୍ ଜେଟ୍ (Spice Jet) ଚଳାଇବ। ଆଗକୁ ଲୋକଙ୍କ ଆଗ୍ରହକୁ ଦେଖି ଏହି ମାର୍ଗରେ ପ୍ରାୟ ଦଶଟି ବିମାନ ଚଳାଚଳ କରିବ। ବାସ୍ତବରେ ଏହାକୁ ସି…

Read More
chhatar_jatra

Chhatar Jatra : ଛତର ଯାତ୍ରା ପାଇଁ କଟକଣା,ଲାଗୁହେବ ୧୪୪ ଧାରା

କଳାହାଣ୍ଡି: ଆସନ୍ତା ୨୪ ତାରିଖ ଶନିବାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା (Chhatar Jatra) ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଛି। ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି। ତେବେ କୋଭିଡ଼୍ ଗାଇଡ଼୍ ଲାଇନକୁ ପାଳନ କରି ଚଳିତ ବର୍ଷ ଏହି ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରାରେ କେବଳ ଗୋଟିଏ ବାଜା ଓ ଗୋଟିଏ ଘୁମୁରା ଦଳ ସାମିଲ୍ ହେବେ। ଗତକାଲି ଜିଲ୍ଲା ଏସପି ବି. ଗଙ୍ଗାଧର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ…

Read More

IPL 2020 RCB vs KKR: କେମିତି ଭିଲେନ୍ ରୁ ହିରୋ ସାଜିଲେ ମହମ୍ମଦ ସିରାଜ

ଦୁବାଇ: ବୁଧବାରରେ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders, KKR) ବିପକ୍ଷରେ ମହମ୍ମଦ ସିରାଜ (Mohammed Siraj) ଯେପରି ବୋଲିଂ କରିଥିଲେ, ତାହା ଆଇପିଏଲ୍ (IPL) ଇତିହାସରେ ଦୀର୍ଘ ସମୟ ପାଇଁ ସ୍ମରଣୀୟ ହୋଇ ରହିବ। ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବୋଲର ନିଜର ଲଗାତାର ଦୁଇଟି ଓଭରରେ ପ୍ରଥମ ତିନିଜଣ ବ୍ୟାଟ୍ସମ୍ୟାନ୍ ଙ୍କୁ  ପାଭିଲିୟନକୁ ପଠାଇଥିଲେ, କିନ୍ତୁ ଗୋଟିଏ ବି ରନ ଦେଇ ନଥିଲେ। ସେ ୩ ଓଭରରେ ମାତ୍ର ଦୁଇ…

Read More
modi mon jae in

India-Korea : ପ୍ରଧାନମନ୍ତ୍ରୀ ମୋଦୀ ଏବଂ କୋରିଆ ରାଷ୍ଟ୍ରପତି ମୁନ ଜେ-ଇନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi) କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମୁନ ଜେ-ଇନ (Moon Jae-in)ଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। କୋଭିଡ-୧୯ (Covid-19) ମହାମାରୀ ଲଢେଇର ଅଗ୍ରଗତି, ଅନ୍ତର୍ଜାତୀୟ ଭାଲ୍ୟୁ ଚେନର ବିବିଧକରଣ (Global value chain), ସ୍ୱଚ୍ଛ ସଂରକ୍ଷଣର ଆବଶ୍ୟକତା, ବିକାଶ ତଥା ନିୟମ-ଆଧାରିତ ବିଶ୍ୱ ବାଣିଜ୍ୟ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ବିଶ୍ଵସ୍ତରୀୟ ବିକାଶ ଉପରେ ଦୁଇ ନେତା ସମୀକ୍ଷା କରିଥିଲେ। ଉପରୋକ୍ତ…

Read More