Weather Report: ରାଜ୍ୟରେ ଶୀତ ଲହରୀ ଜାରି, ଆସନ୍ତା ୧୦ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି
ଭୂବନେଶ୍ଵର: ରାଜ୍ୟରେ ଆସନ୍ତା ୧୦ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଥିବା ଜଣାପଡ଼ିଛି। Flipkart Offer : Get upto 30% off on Best Selling Laptops ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୮ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ୯ଡିଗ୍ରୀ ସେଲସିୟସ୍ ଏବଂ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ…
