Home » mahimalive news » Page 2
modi

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵର ସର୍ବାଧିକ ଲୋକପ୍ରିୟ ନେତା: Morning Consult survey

ନୂଆଦିଲ୍ଲୀ: Morning Consult survey: PM Modi tops list of most popular world leaders ବିଶ୍ୱସ୍ତରୀୟ ନେତାଙ୍କ ସର୍ଭେରେ ଲୋକପ୍ରିୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ପୁଣି ଥରେ ଶୀର୍ଷରେ ଅଛନ୍ତି। ମର୍ନିଂ କନ୍ସଲ୍ଟ ସର୍ଭେ (Morning Consult survey) ଅନୁଯାୟୀ ପିଏମ ମୋଦୀ ୭୫ ପ୍ରତିଶତ ରେଟିଂ ପାଇଛନ୍ତି। ତାଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେସ ମ୍ୟାନୁଏଲ ଲୋପେଜ ଓବ୍ରାଡୋର (Andres Manuel Lopez Obrador) ୬୩ ପ୍ରତିଶତ…

Read More
wheat export bans

Wheat Export Ban: କମିବ ଅଟା ଦାମ; ଗହମ ପରେ ଅଟା ରପ୍ତାନୀରେ ବ୍ୟାନ, କ୍ୟାବିନେଟ୍ ର ଅନୁମୋଦନ

ନୂଆଦିଲ୍ଲୀ: Wheat Export Ban ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi) ଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରପ୍ତାନୀ ପ୍ରତିବନ୍ଧକ ଦେଶରୁ ଗହମ କିମ୍ବା ମେସଲିନ୍ ଅଟାକୁ  (HS Code 1101) ମୁକ୍ତ କରିବା ନୀତିରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।  ଏହି ଅନୁମୋଦନ ଦ୍ୱାରା ଏବେ ଗହମ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଅନୁମତି ମିଳିଯିବ, ଯାହା ଗହମରୁ ପ୍ରସ୍ତୁତ ଅଟାର…

Read More
76th-Independence-Day -CM-Naveen-Patnaik-Odisha

Independence Day 2022: ଗତ ୭୫ ବର୍ଷ ମଧ୍ୟରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ମାର୍ଗଦର୍ଶନ କରିଆସିଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: Independence Day 2022 ଆଜି ଓଡ଼ିଶାରେ ଆନନ୍ଦର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଏହି ସମାରୋରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ସମାରୋହର ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଲାଗି ଶହୀଦ୍‍ ହୋଇଥିବା…

Read More
nitish kumar

New CM Bihar: ପ୍ରଧାନମନ୍ତ୍ରୀ ହେବା ଆଶାରେ ନିତୀଶ ଭାଙ୍ଗିଲେ BJP ସହ ମେଣ୍ଟ! ଆଜି ହେବ ଶପଥ ଗ୍ରହଣ

ପାଟନା: New CM of Bihar Nitish Kumar ନୀତୀଶ କୁମାର ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ଅଷ୍ଟମ ଥର ପାଇଁ ସିଏମ ଭାବେ ଶପଥ ଗ୍ରହଣ କରିବେ। ନୀତୀଶ କୁମାରଙ୍କ ଜେଡିୟୁ (JDU)ର ୧୩ଜଣ ମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବଙ୍କ ଆରଜେଡି (RJD) ର ୧୬ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରିବେ। ଏହି ସମୟରେ ମହାଗଣ୍ଠବନ୍ଧନ ଏକ ଅଂଶ…

Read More
naveen patnaik

NITI Aayog: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାପାଇଁ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି

ନୂଆଦିଲ୍ଲୀ: Odisha Chief Minister Naveen Patnaik put forward the demand for a ‘special focus’ status for his state at Governing Council meeting of NITI Aayog ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାପାଇଁ ନିତି ଆୟୋଗ ବୈଠକରେ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ବୈଠକ ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…

Read More
Supreme court

ମାଗଣା ଯୋଜନା ହେବ ବନ୍ଦ! ପଦକ୍ଷେପ ନେବାକୁ କେନ୍ଦ୍ର, ନୀତି ଆୟୋଗ, ଅର୍ଥ ଆୟୋଗ ଏବଂ RBI କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଘୋଷଣା ହେଉଥିବା ମାଗଣା ଯୋଜନା (Freebies) କୁ ନେଇ ବୁଧବାର ଦିନ ସୁପ୍ରିମକୋର୍ଟ (Supreme Court) କଠୋର ହୋଇଛନ୍ତି। କେନ୍ଦ୍ର, ନୀତି ଆୟୋଗ, ଅର୍ଥ ଆୟୋଗ ଏବଂ ଆରବିଆଇ (Centre, Niti Aayog, Finance Commission and the RBI) କୁ ଏହାର ମୁକାବିଲା ପାଇଁ ଗଠନମୂଳକ ପରାମର୍ଶ ଦେଇଛନ୍ତି। ମାଗଣା ଉପହାର ପ୍ରାପ୍ତକର୍ତ୍ତା ଏବଂ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଉ। ପ୍ରଧାନ ବିଚାରପତି ଏନ…

Read More
chse result 2022

CHSE Results: ପ୍ରକାଶ ପାଇଲା +2 Science ଓ Commerce ରେଜଲ୍ଟ, ୮ ରେ Arts ରେଜଲ୍ଟ

ଭୂବନେଶ୍ଵର: CHSE science and commerce annual examination result 2022 ଆଜି ବୁଧବାର ପ୍ରକାଶ ପାଇଛି ଓଡ଼ିଶା ସିଏଚଏସଇ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ (+2 Science and Commerce Result)। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Sameer Ranjan Dash) ପରୀକ୍ଷାଫଳ ପ୍ରକାଶ କରିଛନ୍ତି। ଚଳିତ ବର୍ଷ +୨ ବିଜ୍ଞାନରେ ୯୪.୧୨ ପ୍ରତିଶତ, ବାଣିଜ୍ୟରେ ୮୯.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ମୋଟ୍…

Read More
weather-forecast

Weather Report Odisha: ୫ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ଵର: Weather Report Odisha ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୯ଟି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‍ ଉପରେ ଥିବା ରେକର୍ଡ କରାଯାଇଥିଲା। ଏହି ଗ୍ରୀଷ୍ମ ପ୍ରବାହ ଆହୁରି କିଛି ଦିନ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଗତକାଲି ଦିନର ସର୍ବୋଚ୍ଚା ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ୍‍ ବଲାଙ୍ଗିର ଏବଂ ବୌଦ୍ଧ ଜିଲ୍ଲାରେ ରେକର୍ଡ…

Read More
indane lpg cylinder gas

LPG Gas-Petrol Diesel Price: LPG ଗ୍ୟାସ୍ ୫୦ ଟଙ୍କା ବଢିବା ସହିତ ପେଟ୍ରୋଲ ଡିଜେଲ ମହଙ୍ଗା

ନୂଆଦିଲ୍ଲୀ: LPG Cylinder-Petrol Diesel Update ଦେଶରେ କରୋନା ଭାଇରସ ମହାମାରୀ ଏବଂ ରୁଷ-ୟୁକ୍ରେନ (Russia-Ukraine) ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳର ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଘଟିଥିଲା। ହେଲେ ଏଲପିଜି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (LPG, Petrol and Diesel Price) ରେ ସ୍ଥିରତା ରକ୍ଷା କରାଯାଉଥିଲା। କିନ୍ତୁ ସୋମବାର ମଧ୍ୟରାତ୍ରରୁ ଏଲପିଜି ଗ୍ୟାସ୍ ଦର ସିଲିଣ୍ଡର ଏକାଥରକେ ୫୦ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ପେଟ୍ରୋଲ ଏବଂ ଡିଜେଲ…

Read More
The-Kashmir-Files

The kashmir files review: ଦ କାଶ୍ମୀର ଫାଇଲ୍ସ ବକ୍ସଅଫିସରେ ହିଟ, ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି

ମୁମ୍ବାଇ: The kashmir files review ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ  ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରଟି ସାରା ଭାରତରେ ଆଶ୍ଚର୍ଯ୍ୟଜନକଭାବେ ବ୍ୟବସାୟ କରି ଚାଲିଛି। ରିଲିଜ୍ ପୂର୍ବରୁ ଚଳଚ୍ଚିତ୍ରର ସଫଳତା ନେଇ ଅନେକ ଲୋକ ଆଶଙ୍କା ପ୍ରକାଶ କରୁଥିଲା। ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଆଗ୍ରହ ଦେଖାଦେଇଛି। ମିଡ଼ିଆ ରିପୋର୍ଟ୍ ଅନୁଯାୟୀ ‘ଦ କଶ୍ମୀର ଫାଇଲ୍ସ’ (The kashmir…

Read More
matric

Matric Examination odisha 2022: ଅପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା, ନିଜ ସ୍କୁଲରେ ହେବ ସେଣ୍ଟର

ଭୁବନେଶ୍ଵର: Matric Examination odisha 2022 ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୨୯ ତାରିଖରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷାରେ ସମ୍ମେଟିଭ୍‍ ଆସେସ୍‍ମେଣ୍ଟ-୨ ହେବ ବୋଲି ଜଣାପଡିଛି। ଏହି ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ମୁଖ୍ୟ ଶାସନ…

Read More