Home » mahimalive news » Page 3
CBI-Talcher coal mines

Talcher News: MCL ର ବଳରାମ କୋଇଲା ଖଣି କାର୍ଯ୍ୟା‌ଳୟରେ ସିବିଆଇ ଚଢ଼ଉ, ଜଣେ ଗିରଫ

ତାଳଚେର: Talcher MCL News ପୁଣି ତାଳଚେର କୋଇଲା ଖଣି ଅଞ୍ଚଳରେ ପଶିଲା ସିବିଆଇ (CBI)। ଗତକାଲି ଏମ୍‌ସିଏଲ୍‌ର ବଳରାମ କୋଇଲା ଖଣି (Balaram Coal Mines Office) କାର୍ଯ୍ୟା‌ଳୟରେ ସିବିଆଇ ଚଢ଼ଉ କରିଛି। ସୂଚନା ଅନୁସାରେ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କଠାରୁ ଲାଞ୍ଚ ନେବାବେଳେ ଜଣେ ସୁରକ୍ଷା ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବଳରାମ କୋଇଲା ଖଣିର ସୁରକ୍ଷା ଅଧିକାରୀ ଜୟନ୍ତ ବାରିକ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କର ଓଭର୍‌ ଟାଇମ୍‌ (Over Time) ବଢ଼ାଇ…

Read More
russia-ukraine-news

Russia Ukraine War Live Updates: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ରାଜଧାନୀ କିବ୍‌ ରୁ ପଳାୟନ: ରୁଷ ମିଡ଼ିଆ

ନୂଆଦିଲ୍ଲୀ:Russia Ukraine War Live Updates ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୃତୀୟ ଦିନ ପାଇଁ ଜାରି ରହିଛି। ଏହି ଯୁଦ୍ଧକୁ ନେଇ ଉଭୟ ଦେଶ ବଡ଼ ଦାବି କରୁଛନ୍ତି। ଏହି ସମୟରେ ରୁଷ ଗଣମାଧ୍ୟମ ପକ୍ଷରୁ ଏଭଳି ଦାବି କରାଯାଇଛି ଯାହା ଅତ୍ୟନ୍ତ ଚକିତକର ବିଷୟ। ରୁଷ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Volodymyr Zelenskyy) ରାଜଧାନୀ କିବରୁ ପଳାୟନ କରିଛନ୍ତି। ଏଥି ସହିତ ରୁଷ ସମ୍ବାଦ ଏଜେନ୍ସି କହିଛି…

Read More
fog odisha

Weather Report Odisha: ଓଡ଼ିଶାରେ ଆଉ ତିନିଦିନ ହେବ ଘନ କୁହୁଡି

ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ ସକାଳୁ କୁହୁଡି ଅନୁଭୂତ ହେଉଛି। ଯାହାକି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ଜିଲ୍ଲାରେ ଅନୁଭୂତ ହେବ। ସୂଚନାଅନୁସାରେ ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ କନ୍ଧମାଳ, ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟମଧରଣର କୁହୁଡ଼ି ହୋଇପାରେ। ସେହିପରି ଅନୁଗୁଳ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟମରୁ ଅଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି। ଏଥିସହିତ ଫେବ୍ରୁଆରି ୯ରୁ ୧୧ ମଧ୍ୟରେ ପଶ୍ଚିମ…

Read More
Junk food

ସାବଧାନ: ଫାଷ୍ଟଫୁଡ୍ ରୋଗ ପ୍ରତିରୋଧକ ଶକ୍ତିକୁ କରୁଛି ନଷ୍ଟ; ସର୍ଭେରୁ ସ୍ପଷ୍ଟ

ନୂଆଦିଲ୍ଲୀ:କିଏ ଫାଷ୍ଟଫୁଡ (Junk Food) ଖାଇବାକୁ ପସନ୍ଦ କରେ ନାହିଁ। କରୋନା ଭାଇରସ୍ (Corona virus) ହେଉ କିମ୍ବା ଓମିକ୍ରନ୍ (Omicron) ଲୋକମାନେ ବାହାର ଖାଦ୍ୟ ଛାଡନ୍ତି ନାହିଁ। କିନ୍ତୁ, ଯଦି ଆପଣଙ୍କୁ କୁହାଯାଏ ଯେ ଏହି ଫାଷ୍ଟଫୁଡ୍ କେବଳ ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିବ ନାହିଁ, ବରଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ (Immune System) ମଧ୍ୟ ଦୁର୍ବଳ କରିବ। ବୋଧହୁଏ ଆପଣ ଫାଷ୍ଟଫୁଡ୍ ଖାଇବା ଛାଡିଦେଇ ପାରନ୍ତି। ଯଦି ଆପଣ ଖାଇବା ଛାଡନ୍ତି ନାହିଁ,…

Read More
school odisha

School Reopens:ଆସନ୍ତା କାଲି ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ

ଭୁବନେଶ୍ୱର: ବଦଳିଛି ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି। ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ। ଆସନ୍ତା କାଲି ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ବର୍ତ୍ତମାନ କାର୍ଯ୍ୟକାରୀ ହେବ ନାହିଁ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପାଖାପାଖି ୨୩ ହଜାର ବିଦ୍ୟାଳୟ ଖୋଲିବାର ବନ୍ଦୋବସ୍ତ କରାଯାଇଥିଲା। ଏଥିସହିତ ବାକି ୩୦୯୩ ବିଦ୍ୟାଳୟକୁ ଆସନ୍ତା ଜାନୁୟାରୀ ୧୦ ତାରିଖ…

Read More
yogi up

UP Population Bill: ଦୁଇରୁ ଅଧିକ ସନ୍ତାନଥିଲେ; ମିଳିବନି ରେସନ, ସରକାରୀ ଚାକିରି, ଲଢିପାରିବନି ନିର୍ବାଚନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ (Uttar Pradesh) ସରକାର  ଆଗାମୀ ଦିନରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ (Population Control)  ଆଣୁଛନ୍ତି। ଏହାକୁ ନେଇ ଯୋଗୀ ଆଦିତ୍ୟନାଥ (Yogi Adityanath) ସରକାର ଏକ ସୂତ୍ର ପ୍ରସ୍ତୁତ କରିଛନ୍ତି। ଏହି ନିୟମ ଅନୁସାରେ ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି, ସେମାନେ ସରକାରୀ ଚାକିରୀ (Government Jobs) ପାଇଁ ଯୋଗ୍ୟ ହେବେ ନାହିଁ। ସେମାନେ ନିର୍ବାଚନ (Election) ରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବେ ନାହିଁ। ଗୋଟିଏ ଶିଶୁର ନୀତି ଆପଣେଇଥିବା ପିତାମାତାଙ୍କୁ…

Read More
ministers

Modi New Cabinet Ministers: ମୋଦୀଙ୍କ କ୍ୟାବିନେଟରେ ୭ ମହିଳା ଶକ୍ତି

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ତାଙ୍କ ମନ୍ତ୍ରୀ ପରିଷଦରେ ପରିବର୍ତ୍ତନ କରି କରିଛନ୍ତି। ଏହା ସହିତ ତାଙ୍କ କ୍ୟାବିନେଟରେ ୭ଜଣ ମହିଳା ମନ୍ତ୍ରୀଙ୍କୁ ସ୍ଥାନ ଦେଇ ସେ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି। ବୁଧବାର ଦିନ ଯେତେବେଳେ ରାଷ୍ଟ୍ରିୟ ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯାଉଥିଲା, ଗୋଟିଏ କଥା ଦେଶର ବିଭିନ୍ନ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଏହି ୭ଜଣ ମହିଳା ମନ୍ତ୍ରୀମାନେ ମଧ୍ୟ ଭାରତର ବିବିଧତା ମଧ୍ୟରେ ଏକତା ପ୍ରଦର୍ଶନ…

Read More
pm-modi- maan-ki-baat

Modi New Cabinet: ପ୍ରତାପ ଷଡଙ୍ଗୀ,ସନ୍ତୋଷ ଗାଙ୍ଗୱାର,ରମେଶ ପୋଖ୍ରୀଆଲ ଏବଂ ଡ଼। ହର୍ଷ ବର୍ଦ୍ଧନଙ୍କ ମନ୍ତ୍ରୀ ପଦରୁ ଇସ୍ତଫା

ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବା ପରେ ପ୍ରଥମ ଥର ପାଇଁ କ୍ୟାବିନେଟ (Cabinet) ର ସମ୍ପ୍ରସାରଣରେ ପରିବର୍ତ୍ତନ ହେବାକୁ ଯାଉଛି। ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ କରାଯିବ। ଏଥର କ୍ୟାବିନେଟରେ ଯୁବପିଢିଙ୍କ ଆଭିମୁଖ୍ୟ ଦେଖିବାକୁ ମିଳିପାରେ। ଏଥିରେ ସମସ୍ତ ସମ୍ପ୍ରଦାୟର ଉପଯୁକ୍ତ ପ୍ରତିନିଧିତ୍ୱ ମଧ୍ୟ ସମ୍ଭବ ହୋଇଥିବାବେଳେ ଏହିପରି କିଛି ମନ୍ତ୍ରୀଙ୍କୁ ହଟାଇ ଦିଆଯିବ, ଯେଉଁମାନେ କୌଣସି ବିଶେଷ କାର୍ଯ୍ୟ…

Read More
puc-min

PUC: ଗାଡିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇଁ ନୂଆ ଫର୍ମାଟ୍ ଜାରି, କଡାକଡି ହେବ ନିୟମ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ସାରା ଦେଶରେ ଦିଆଯିବାକୁ ଥିବା ପିୟୁସି (Pollution Under Control-PUC) ପ୍ରମାଣପତ୍ରର ସାର୍ବଜନିକ ଫର୍ମାଟ୍ ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୧ ଜୁନ୍ ୧୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଛି। ନୂଆ ବିଜ୍ଞପ୍ତି ଅନୁସାରେ ପିୟୁସିର ପ୍ରମୁଖ ବୈଶିଷ୍ଟ୍ୟ: ସାରା ଦେଶରେ ଏକକ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ର ପ୍ରଚଳନ ଏବଂ ଜାତୀୟ ରେଜିଷ୍ଟର ସହିତ ପିୟୁସି ଡାଟାବେସର ସଂଯୋଗ କରିବା।…

Read More
paddy_msp_price_1940

Modi ସରକାରଙ୍କ ବଡ ନିଷ୍ପତି,ଧାନର MSP ମୂଲ୍ୟ କୁଇଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ (Cabinet) ବୁଧବାର ଚଳିତ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା କରିଛନ୍ତି। ସରକାର ଧାନ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (MSP) କୁ ୨୦୨୧-୨୨ ଫସଲ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୧,୮୬୮ ରୁ ୧,୯୪୦ ଟଙ୍କାକୁ  ବୃଦ୍ଧି କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ଟୋମର କହିଛନ୍ତି ଯେ ଦେଶର କୃଷକଙ୍କ ଆୟ ଦ୍ୱିଗୁଣିତ…

Read More
kashi

ଭକ୍ତମାନଙ୍କ ପାଇଁ ଖୋଲିଲା କାଶୀ ବିଶ୍ୱନାଥ ମନ୍ଦିର, ସାମାଜିକ ଦୂରତା ସହିତ କରାଯାଉଛି ଦର୍ଶନ

 ବାରଣାସୀ: ଆଜି ମଙ୍ଗଳବାର ଠାରୁ ଭକ୍ତମାନଙ୍କ ପାଇଁ କାଶୀ ବିଶ୍ୱନାଥ ମନ୍ଦିର (Kashi Vishwanath Temple) ର ଦ୍ୱାର ଖୋଲାଯାଇଛି। ମଙ୍ଗଳ ଆରତୀ ପରେ ସାଧାରଣ ଲୋକଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯିବ। ମନ୍ଦିରରେ ସାମାଜିକ ଦୂରତା ଏବଂ କରୋନା ନିର୍ଦ୍ଦେଶାବଳୀ (Corona Guidelines) ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗର୍ଭଗୃହରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗୁ ହେବ। ଏଥି ସହିତ ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ ବାଧ୍ୟତାମୂଳକ ଆରଟିପିସିଆର…

Read More