Home » Mahimalive » Page 6
Daily Horoscope Mahimalive.in live

Today Horoscope: ଜାଣନ୍ତୁ ଆଜିର ରାଶିଫଳ

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆଜି ସକରାତ୍ମକ ଶକ୍ତି ମିଳିବ। ଅଗ୍ରଗତି ପାଇଁ ରାସ୍ତା ଖୋଲିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ବ୍ୟବସାୟ ମଧ୍ୟ ଭଲ ରହିବ।   ବୃଷ: (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ) ଆଜି ମନ କିଛି ଅଜଣା ଭୟ ଦ୍ୱାରା ଅସୁବିଧାରେ ପଡ଼ିପାରେ।  ଖର୍ଚ୍ଚର ଅତିରିକ୍ତ ବିଷୟରେ ଆପଣ ମଧ୍ୟ ଚିନ୍ତା କରିବେ।…

Read More
Windows11

Microsoft Windows 11 ଲଞ୍ଚ, ଇନସ୍ଟଲ କରିହେବ Android ଆପ୍

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାକୁ ଅନ୍ତ ଘଟାଇ ମାଇକ୍ରୋସଫ୍ଟ (Microsoft) କମ୍ପାନୀ ଗୁରୁବାର ଭର୍ଚୁଆଲ୍ ଇଭେଣ୍ଟରେ ୱିଣ୍ଡୋଜ୍୧୧ (Microsoft Windows 11) କୁ ଆନୁଷ୍ଠାନିକ ଭାବରେ ଲଞ୍ଚ କରିଛି। ଉପଭୋକ୍ତାମାନେ ନୂତନ ୱିଣ୍ଡୋଜ୍ ସଂସ୍କରଣରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ମାଇକ୍ରୋସଫ୍ଟ ୱିଣ୍ଡୋଜ୍-୧୧ ରେ ଆଣ୍ଡ୍ରଏଡ୍ ଆପ୍ (Android Apps) ସଂସ୍ଥାପନ (Install) କରିହେବ। ଏହା ସହିତ, ୱିଜେଟ୍ ସହିତ ଏକ ନୂତନ ଷ୍ଟାର୍ଟ ମେନୁ (Start Menu) ଏବଂ…

Read More
tpdcol

ଏଥର ଗ୍ରାହକ ନିଜେ ନିଜର କରିପାରିବେ ମିଟର ରିଡିଂ, TPCODL MITRA ଆପ୍ ଲଞ୍ଚ

ଭୁବନେଶ୍ୱର:ଗ୍ରାହକଙ୍କ ସୁବିଧା ପାଇଁ ଟାଟା ପାୱାର୍ ସେଣ୍ଟ୍ରାଲ୍ ଓଡିଶା ବିତରଣ ଲିମିଟେଡ୍ (TPCODL) ପକ୍ଷରୁ ସେଲ୍ଫ୍ ମିଟର ରିଡିଂ ଆପ୍ – ‘TPCODL MITRA’ ଲଞ୍ଚ କରିଛି। ଏହା ଗ୍ରାହକଙ୍କୁ ମିଟର ରିଡିଂ ସ୍କାନ୍ କରିବା ସହ ତୁରନ୍ତ ବିଲ୍ ତିଆରି କରିବ। ଏହା ଜରିଆରେ ଗ୍ରହକମାନଙ୍କ ଅନଲାଇନରେ ପେମେଣ୍ଟ କରିପାରିବେ। ଏହି ସେବା ପାଇବାପାଇଁ ଗ୍ରାହକମାନଙ୍କୁ ପ୍ରଥମେ ସେଲ୍ଫ ମିଟର ରିଡିଂ ପଂଜୀକରଣ କରିବାକୁ ପଡ଼ିବ। ଏହା ପରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରି…

Read More
odisha rain

Odisha Weather Report: ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ଵର: ଭୁବନେଶ୍ଵର (Bhubaneswar) ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ (Orange Warnings) ଜାରି କରାଯାଇଛି।ଏହି ଜିଲ୍ଲାଗୁଡ଼ିକ ଢ଼େଙ୍କାନାଳ, ଅନୁଗୁଳ, କଟକ, ସମ୍ବଲପୁର, ସୁବର୍ଣ୍ଣପୁର,  ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ ଓ ବଲାଙ୍ଗୀର। ଏଥି ଯୋଗୁଁ ପନିପରିବା ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ସତର୍କତା ଅବଲମ୍ବନ କରିବା…

Read More
weather-forecast

Odisha Weather Report:୨ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ,ଆସୁଛି ଲଘୁଚାପ

ଭୁବନେଶ୍ଵର: ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଆସନ୍ତା ୧୧ ତାରିଖ ବେଳକୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ମୌସୁମୀ ବାୟୁକୁ ଓଡ଼ିଶାରେ ଆସନ୍ତା ଦୁଇଦିନ ଭିତରେ ପହଞ୍ଚାଇ ଦେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ। ଏଥିସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର,…

Read More
tma

Model Tenancy Act:ଆଉ ରହିବନି ଘରଭଡା ଟେନସନ, ସାରା ଦେଶରେ ନୂତନ ଘରଭଡା ଆଇନକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଘର ଭଡ଼ା  ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ (Model Tenancy Act) ଲାଗୁ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଲାଗି ଜାରି କରାଯାଇଛି। ଯାହାଫଳରେ ସେମାନେ ବର୍ତ୍ତମାନର ଆଇନ ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରିପାରିବେ କିମ୍ବା ବର୍ତ୍ତମାନର ଆଇନରେ…

Read More
weather-forecast

Odisha Weather Report:ରଜରେ ଆସିବ ମୌସୁମୀ ବାୟୁ

ଭୁବନେଶ୍ଵର:ମୌସୁମୀ ସାଧାରଣତଃ ଜୁନ୍‍ ୧ରେ କେରଳ (Kerala) ଛୁଇଁଥାଏ। କିନ୍ତୁ ଏଥର ଦୁଇଦିନ ବିଳମ୍ବରେ ଅର୍ଥାତ୍‍ ଜୁନ୍‍ ୩ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ (South –West Monsoon) କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତରେ ପହଞ୍ଚିବା ପାଇଁ ଅବସ୍ଥା ଅନୁକୂଳ ହୋଇପଡିଛି। କେରଳରେ ମୌସୁମୀ ବାୟୁ ପହଞ୍ଚିବାର ୧୦ରୁ ୧୨ ଦିନ ମଧ୍ୟରେ ଅର୍ଥାତ୍‍ ରଜ ଆଡ଼କୁ ଓଡ଼ିଶାରେ ମୌସୁମୀ ବର୍ଷା…

Read More
Daily Horoscope Mahimalive.in live

Today Horoscope: ଜାଣନ୍ତୁ ଆଜିର ରାଶିଫଳ

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆଜି ଆପଣଙ୍କର ସମୟ ବହୁତ ଭଲ। ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ସମ୍ମାନ ବୃଦ୍ଧି ହେବ। ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ। ବୃଷ: (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ) ଆଜି ହେବ ଆୟଠୁ ଅଧିକ ଖର୍ଚ୍ଚ। ମାନସିକ ଚିନ୍ତା ରହିବ। ଲକ୍ଷ୍ୟ ଆଡକୁ ଧ୍ୟାନ ଦେଇ କାର୍ଯ୍ୟ…

Read More
Daily Horoscope Mahimalive.in live

Today Horoscope: ଜାଣନ୍ତୁ ଆଜିର ରାଶିଫଳ

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ବର୍ତ୍ତମାନ ସମୟ ଅନୁକୂଳ ଚାଲିଛି। ଆପଣଙ୍କ ସମୟକୁ ଭଲ ଭାବରେ ବ୍ୟବହାର କରିବା ଭଲ ହେବ। ଋଣରୁ ମୁକ୍ତି ମିଳିବ। ଆଜି ପାଇଁ ବ୍ୟବସାୟ, ବିନିଯୋଗ, ଚାକିରି ଲାଭଦାୟକ ହେବ।  ବୃଷ: (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ) ଆଜି ସମସ୍ତ ସମସ୍ୟାର ସମାଧାନ ହେବ। ପିଲାମାନଙ୍କର ଚିନ୍ତା ଶେଷ ହେବ। ଧର୍ମ…

Read More
mahimalive-tv

ଓଡ଼ିଶା ମିଡ଼ିଆ ପାଇଁ ଆସୁଛି ସୁବର୍ଣ୍ଣ ଯୁଗ! ଓଡିଆ ଗଣମାଧ୍ୟମରେ ପାଦ ଦେବେ ଜାତୀୟସ୍ତରର News Channel

ଭୂବନେଶ୍ଵର: ଓଡ଼ିଶା ଗଣମାଧ୍ୟମ (Odisha Media) ପାଇଁ ନିଶ୍ଚିତ ଖୁସି ଖବର ହୋଇପାରେ। ଜାତୀୟ ସ୍ତରର ପ୍ରତିଷ୍ଠିତ ଥିବା ମିଡ଼ିଆ ହାଉସ ବର୍ତ୍ତମାନ ଓଡ଼ିଶା ଉପରେ ଆଖି ପକେଇଛନ୍ତି। ଆଗାମୀ ଦିନରେ ଓଡିଆ ଦର୍ଶକ ଆହୁରି ଓଡିଆ ନ୍ୟୁଜ୍ (News Channel) ଏବଂ ମନୋରଞ୍ଜନ ଚ୍ୟାନେଲ (Entertainment) ଦେଖିବାର ସୁଯୋଗ ପାଇବେ ତାହା ପୁଣି ଜାତୀୟ ସ୍ତରର। କେବଳ କରୋନା ମହାମାରୀ ଲକଡାଉନ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ଟିକେ ଧିମେଇ ଯାଇଛି।   ସୂଚନା ଅନୁସାରେ ବ୍ରଡକାଷ୍ଟ…

Read More
Daily Horoscope Mahimalive.in live

Today Horoscope: ଜାଣନ୍ତୁ ଆଜିର ରାଶିଫଳ

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆପଣ ବନ୍ଧୁ ଏବଂ ପରିବାର ସମ୍ପର୍କୀୟଙ୍କ ସହିତ ଆପଣଙ୍କ ସମ୍ପର୍କକୁ ମଧୁର ରଖନ୍ତୁ ଏବଂ ଏଥିପାଇଁ ଆପଣ ପଦକ୍ଷେପ ନେବା ଉଚିତ୍। ଆପଣ ଶତ୍ରୁମାନଙ୍କୁ ସହଜରେ ପରାସ୍ତ କରିବାକୁ ସମର୍ଥ ହେବେ।   ବୃଷ: (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ) ଆଜି ଆପଣ ସୁଖ ଏବଂ ସମୃଦ୍ଧିର ଆଶୀର୍ବାଦ ପାଇବେ। ଯଦି…

Read More