Home » Naveen Patnaik
naveen patnaik

Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଲୀ: କେରଳର ୱାୟାନାଡରେ ଏକ ଭୂସ୍ଖଳନ ଘଟଣା (Landslides in Kerala’s Wayanad) ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଏହି ସମୟରେ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ ଜୁଲାଇ ୨୩ ରେ କେରଳ ସରକାରଙ୍କୁ କେନ୍ଦ୍ର…

Read More
Make In Odisha Conclave 22

Make In Odisha Conclave 22: ଫ୍ଲିପ୍ ‍କାର୍ଟରେ ବିକ୍ରି ହେବ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରଡକ୍ଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: Make In Odisha Conclave 22 ଆଜି ମେକ୍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍-୨୦୨୨ର ଉଦ୍‍ଯାପିତ ହୋଇଛି। ଆଜିର ଦିନରେ ସ୍ୱାସ୍ଥ୍ୟ ଓ ଔଷଧ ଉତ୍ପାଦନ, ପଣ୍ୟ କାରବାର ଓ ସଂରକ୍ଷଣ ତଥା ଆନୁସଙ୍ଗିକ ଭିତ୍ତିଭୂମି ସଂକ୍ରାନ୍ତ ଏକାଧିକ ବୁଝାମଣାପତ୍ର ଅନେକ କମ୍ପାନୀ ସହିତ ସ୍ୱାକ୍ଷରିତ ହୋଇଛି। ଏହାସହ ସହରାଞ୍ଚଳ ପାଇଁ ଆଜି ଓଡ଼ିଶା ହାଉସିଂ ଫର୍‍ ଅଲ୍‍ ପଲିସି -୨୦୨୨ (Odisha Housing For All Policy-2020) ର ଶୁଭାରମ୍ଭ କରାଯାଇଛି। ମିଶନଶକ୍ତି (Mission Shakti)…

Read More
Odisha Budget 2022-23

Odisha Budget 2022-23: ବିଧାନସଭାରେ ୧୬,୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ଵର: Odisha Budget 2022-23 ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଆଜି ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ (Odisha Budget 2022-23) ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର…

Read More
Make In Odisha Conclave 22

Agriculture Input Subsidy: ଚାଷୀଙ୍କୁ ମିଳିବ ୨ଶହ କୋଟି ଟଙ୍କାର ଇନ୍‌ପୁଟ୍‌ ସବସିଡି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: Agriculture Input Subsidy ଆଜି ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨ ଶହ କୋଟି ଟଙ୍କାର ଇନ୍‌ପୁଟ୍‌ ସବସିଡି ଦେବାକୁ ଘୋଷଣା କରାଯାଇଛି। ଏହି ୨୦୦ କୋଟି ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ। ରିପୋର୍ଟ ଅନୁଯାୟୀ, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍‌ ସମେତ ୧୫ଟି ପୌରାଞ୍ଚଳରେ ପ୍ରାୟ ୨ ଲକ୍ଷ ୬୩…

Read More
safal_odisha

SAFAL: କୃଷି ଋଣ ମିଳିବା ହେଲା ସହଜ, ସଫଳ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: Safal – Simplified Application For Agriculture Loans ଆଜିଠାରୁ ଓଡ଼ିଶା ଚାଷୀଙ୍କ ପାଇଁ ଆହୁରି ସହଜ ହେଲା କୃଷି ଏବଂ କୃଷି ଉଦ୍ୟୋଗ ଋଣ ବ୍ୟବସ୍ଥା। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’ (Safal)। ସଫଳ ହେଉଛି ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ। ଓଡ଼ିଶାର ଚାଷୀ ଭାଇଭଉଣୀମାନେ www.safal.odisha.gov.in ରେ କୃଷି ଋଣ ପାଇଁ ସହଜ ଏବ…

Read More
kalia yajona

Kalia Yajona eKyc: ମିଳିଲା କାଳିଆ କିସ୍ତି; ଟଙ୍କା ପାଇନଥିଲେ, କରନ୍ତୁ ekyc

ଭୁବନେଶ୍ୱର: Kalia Yajona eKyc: ମିଳିଲା କାଳିଆ ଯୋଜନାର ଅଷ୍ଟମ କିସ୍ତି। ଆଜି ନୂଆଖାଇ (Nuakhai) ଅବସରେ ଚାଷୀଙ୍କୁ ନୂଆଖାଇ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। ଆଜି ଗୁରୁବାର ରାଜ୍ୟର କାଳିଆ ଯୋଜନା ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ଏହି ଯୋଜନାରେ ମୋଟ ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି। ଏହି ବାବଦକୁ ମୋଟ୍‌ ୮୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।…

Read More
utkal_divas_mahimalive

Utkal Divas: ଆଜି ଉତ୍କଳ ଦିବସ; ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଭୂବନେଶ୍ଵର: Odisha Day ଆଜି ହେଉଛି ୮୭ତମ ଉତ୍କଳ ଦିବସ (Utkal Divas)। ୧୯୩୬ ମସିହା ଏପ୍ରିଲ ଏକ ତାରିଖରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ ହୋଇଥିଲା। ଆଜି ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବ ଦିନ। ପୃଥିବୀର ୨୦ଟି ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ। ଉତ୍କଳ ନିଜର କଳା, ସଂସ୍କୃତି, ଐତିହ୍ୟ ଏବଂ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏହାର ଇତିହାସ ସାରା ବିଶ୍ୱରେ ଖ୍ୟାତ। ଏହି…

Read More
modi-yaas

Yaas:ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ,ଓଡ଼ିଶାକୁ ଦେଲେ ୫୦୦ କୋଟି

ଭୂବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minisiter Narendra Modi) ଆଜି ଓଡ଼ିଶା (Odisha) ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରଠାରେ ବାତ୍ୟା ୟାସ୍‍ (Cyclone Yaas) ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ରସରକାର ସବୁବେଳେ ଓଡ଼ିଶା ସହ ରହିଆସିଛନ୍ତି। ବୈଠକରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ସ୍ୱତନ୍ତ୍ର ରିଲିଫ କମିଶନର…

Read More
naveen patnaik

Yaas:୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଆଜି ସଂଧ୍ୟାରେ ବାତ୍ୟା ୟାସ (Cyclone Yaas) କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ସମୀକ୍ଷା କରିଛନ୍ତି।  ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରଭାବିତଙ୍କ ଉଦ୍ଧାର ଓ ରିଲିଫ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ଆଗାମୀ ୭ ଦିନ ପାଇଁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ୨୪ ଘଣ୍ଟାରେ ୮୦ ପ୍ରତିଶତ…

Read More
international-labour-day

Labour Day 2021: ଆଜି ହେଉଛି ବିଶ୍ଵ ଶ୍ରମିକ ଦିବସ; ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଭୁବନେଶ୍ଵର: ଆଜି ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ (International Labour Day)। ରାଷ୍ଟ୍ର ନିର୍ମାଣ ଦିଗରେ ଶ୍ରମିକ ଓ ଶ୍ରମଜୀବୀ ମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଛି। କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କର ସୁରକ୍ଷା, ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ। ସୂଚନାଯୋଗ୍ୟ ଊନବିଂଶ ଶତାବ୍ଦୀରେ, ଶିଳ୍ପପତିମାନେ ଶ୍ରମିକ ଶ୍ରେଣୀକୁ ୧୫ଘଣ୍ଟା ପର୍ଯ୍ୟନ୍ତ କାମ କରି ଶୋଷଣ କରୁଥିଲେ। ଲୋକମାନେ ମନୋରଞ୍ଜନ ପାଇଁ ଦିନର ଏକ ତୃତୀୟାଂଶ ଏବଂ…

Read More
naveen-patnaik

Odisha: କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦ ପାଉଣା ଛାଡ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ଵର: ରାଜ୍ୟର ୪ ହଜାର ୫୬୧ କୋଟି ଟଙ୍କାର କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦ ପାଉଣା ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ପତ୍ର ଲେଖିଛନ୍ତି। Related Post | India-Russia: ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତାଳାପ, ରୁଷ ଯଥା ସମ୍ଭବ ଦେବ ସାହାଯ୍ୟ ଦେଶର ଅଧିକାଂଶ ସ୍ଥାନରେ ନକ୍ସଲ ଉପଦ୍ରବ ବୃଦ୍ଧି ପାଇଛି। ଏହା ବର୍ତ୍ତମାନ ଜାତୀୟ…

Read More