Home » ODISHA NEWS » Page 16
weather-forecast

Odisha Weather Report: ଆସନ୍ତା ୪ ଦିନ ରାଜ୍ୟରେ ବର୍ଷା

ଭୁବନେଶ୍ଵର: Odisha Weather Report ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ  ଜାରି ରହିଛି। ସୂଚନା ଅନୁସାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ତାପମାତ୍ରା ହ୍ରାସ ପାଇବ ବୋଲି ଜଣାପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର,…

Read More
weather-forecast

Weather Report Odisha: ଆସନ୍ତା ୨୧ରୁ ବର୍ଷା, ମିଳିବ ତାତିରୁ ମୁକ୍ତି

ଭୁବନେଶ୍ଵର: Weather Report Odisha ଆଗାମୀ ୨ ଦିନ ପାଗ ଶୁଖିଲା ରହିବ। ଏହି ସମୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବ। ରାଜ୍ୟରେ ବଙ୍ଗୋପସାଗର ଅଞ୍ଚଳରୁ ଜଳୀୟ ବାଷ୍ପପୂର୍ଣ୍ଣ ଶୀତଳ ବାୟୁର ପ୍ରବେଶ ଯୋଗୁଁ ତାପମାତ୍ରା ହ୍ରାସ ପାଇବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୨୧ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ…

Read More
The-Kashmir-Files

The kashmir files review: ଦ କାଶ୍ମୀର ଫାଇଲ୍ସ ବକ୍ସଅଫିସରେ ହିଟ, ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି

ମୁମ୍ବାଇ: The kashmir files review ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ  ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରଟି ସାରା ଭାରତରେ ଆଶ୍ଚର୍ଯ୍ୟଜନକଭାବେ ବ୍ୟବସାୟ କରି ଚାଲିଛି। ରିଲିଜ୍ ପୂର୍ବରୁ ଚଳଚ୍ଚିତ୍ରର ସଫଳତା ନେଇ ଅନେକ ଲୋକ ଆଶଙ୍କା ପ୍ରକାଶ କରୁଥିଲା। ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଆଗ୍ରହ ଦେଖାଦେଇଛି। ମିଡ଼ିଆ ରିପୋର୍ଟ୍ ଅନୁଯାୟୀ ‘ଦ କଶ୍ମୀର ଫାଇଲ୍ସ’ (The kashmir…

Read More
matric

Matric Examination odisha 2022: ଅପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା, ନିଜ ସ୍କୁଲରେ ହେବ ସେଣ୍ଟର

ଭୁବନେଶ୍ଵର: Matric Examination odisha 2022 ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୨୯ ତାରିଖରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷାରେ ସମ୍ମେଟିଭ୍‍ ଆସେସ୍‍ମେଣ୍ଟ-୨ ହେବ ବୋଲି ଜଣାପଡିଛି। ଏହି ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ମୁଖ୍ୟ ଶାସନ…

Read More
amit-shah

Amit Shah: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ଘୋଷଣା, ୩୩ ପ୍ରତିଶତ ହେବ ମହିଳାଙ୍କ ପାଇଁ ସରକ୍ଷଣ  

ଅଗରତାଲା: Tripura News Updates ତ୍ରିପୁରାରେ ବିଜେପି ସରକାର (BJP Government) ର ୪ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା (Amit Shah) ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ରାଜଧାନୀ ଅଗରତାଲାରେ ଅମିତ ଶାହା କହିଛନ୍ତି ଯେ ଆମ ଦେଶର ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଛି। ଏହା ସହିତ ସୁନ୍ଦର ତ୍ରିପୁରା ଗଠନ ପାଇଁ ୫୦ ବର୍ଷ ମଧ୍ୟ ସମାପ୍ତ ହୋଇଛି। ୨୫ ବର୍ଷ ଧରି କମ୍ୟୁନିଷ୍ଟମାନେ ତ୍ରିପୁରା ଉପରେ ଶାସନ…

Read More
fake website

ସାବଧାନ! Fake Website ରେ ସରକାରୀ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି କି? ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ:ସାଧାରଣ ଲୋକଙ୍କ ସହ ହେଉଥିବା ଠକେଇକୁ ନେଇ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସରକାର ଅତ୍ୟନ୍ତ ସତର୍କ ଅଛନ୍ତି। ଏହି କାରଣରୁ ସରକାର ଏଥିରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସତର୍କ ସୂଚନା ଜାରି ରଖିଛନ୍ତି। ସଦ୍ୟତମ ମାମଲା ହେଉଛି ଶିକ୍ଷା ମନ୍ତ୍ରଣାଳୟ (Education Ministry) ର ନଜରକୁ ଆସିଛି ଯେ ନିଯୁକ୍ତି ଆଶାୟୀ ଆବେଦନକାରୀଙ୍କୁ ଠକିବା ପାଇଁ ଅନେକ ନକଲି ୱେବସାଇଟ୍ (Fake Website) ଶିକ୍ଷା ବିଭାଗର ଯୋଜନାର ନାମ…

Read More
EVM

Municipal elections in odisha 2022: ପୌର ନିର୍ବାଚନରେ ରହିବନି Covid କଟକଣା, ପୂର୍ବ ପରି ହେବ ପ୍ରଚାର

ଭୁବନେଶ୍ଵର: Municipal elections in odisha 2022 ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପୌର ନିର୍ବାଚନ ପାଇଁ ପ୍ରଚାର ସମୟରେ କୌଣସି କରୋନା (Covid-19) କଟକଣା ରହିବ ନାହିଁ। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ପ୍ରଚାର ସମୟରେ କୌଣସି କଟକଣା ଲାଗୁ କରାଯାଇନାହିଁ। ପୂର୍ବରୁ ଯେମିତି ନିର୍ବାଚନ ପାଇଁ ପ୍ରଚାର କରାଯାଉଥିଲା ସେହିଭଳି ଭାବରେ ପ୍ରାର୍ଥୀମାନେ ପ୍ରଚାର କରିପାରିବେ। ତେବେ ଯଦି ଆଗକୁ ରାଜ୍ୟରେ କରୋନା…

Read More
digital_girls

Digital Beauty in Social Media: ସୋସିଆଲ ମିଡ଼ିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ

ଭୁବନେଶ୍ୱର: ଆଜିକାଲି ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ (Cyber Fraud)। ଆଉ ସୋସିଆଲ ମିଡ଼ିଆ (Social Media) କୁ ମାଧ୍ୟମ କରିଛନ୍ତି ସାଇବର ଠକ। ଏମାନେ ନୂଆ ନୂଆ ପନ୍ଥା ଆପଣାଇ ଲୁଟୁଛନ୍ତି ଟଙ୍କା। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀମାନେ (Digital Beauty) ମାତିଛନ୍ତି। ସେମାନେ ଜାଲ ବିଛାଇ ଯୁବକଙ୍କୁ ନିଜ ଫାଶରେ ପକାଉଛନ୍ତି। ଯୁବକଙ୍କ ସହ ଅଶ୍ଳୀଳ ଚାଟ୍‌ କରିବା ପରେ ବ୍ଲାକ୍‌ମେଲ୍‌ କରି ଟଙ୍କାପଇସା ଲୁଟୁଛନ୍ତି। ଅନେକ ଲୋକଲଜ୍ୟା ଭୟରେ ଥାନାରେ…

Read More
Ranendra-Pratap-Swain

Edible Oil Price: ଖାଇବା ତେଲର କୃତ୍ରିମ ଅଭାବ ଓ କଳାବଜାରି ରୋକିବା ପାଇଁ ଅଧିକାରୀଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୂବନେଶ୍ଵର: Edible Oil Price in Odisha ସାମ୍ପ୍ରତିକ ଋଷିଆ ଓ ୟୁକ୍ରେନ୍‍ ଯୁଦ୍ଧ ପରିସ୍ଥିତିରେ ଖାଇବା ତେଲର ଦର ବୃଦ୍ଧିକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (Ranendra Pratap Swain) ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‍ ରେ ଲେଖିଛନ୍ତି, ଖାଇବା ତେଲର କୃତ୍ରିମ ସଙ୍କଟ ଓ କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ…

Read More
indian_students_ukraine

New advisory for Indian in Ukraine: ୟୁକ୍ରେନରେ ଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା ଜାରି

ଖାରକିଭ (PIB): New advisory for Indian in Ukraine ୟୁକ୍ରେନ ଉପରେ (Russia) ରୁଷର ଆକ୍ରମଣ ଜାରି ରହିଛି। ଏଭଳି ପରିସ୍ଥିତିରେ ୟୁକ୍ରେନରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତିତ। ତେବେ ସେଠାରୁ ଛାତ୍ରମାନଙ୍କୁ ଭାରତ ଛାଡିବା ପ୍ରକ୍ରିୟା ଜାରି ରହିଛି। ଭାରତୀୟ ବାୟୁସେନାର ଗ୍ଲୋବ ମାଷ୍ଟର ବିମାନ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଘରକୁ ଆଣିବା କାର୍ଯ୍ୟରେ ନିୟୋଜିତ ଅଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi)…

Read More
earthquake-Odisha

Odisha earthquake news: ଓଡ଼ିଶାରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ, ଲୋକେ ଘରୁ ବାହାରି ଆସିଲେ

ଭୁବନେଶ୍ଵର: Odisha earthquake news ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଲ୍‍ ରେ ଏହାର ତୀବ୍ରତା ୩.୫ ଥିବା ଜଣାପଡିଛି। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ପ୍ରାୟ ପୂର୍ବାହ୍ଣ ୧୧ଟା ୨୯ ମିନିଟ୍‍ରୁ ୧୨ଟା ମଧ୍ୟରେ ଭୂମିକମ୍ପ ଅନୁଭୂତ…

Read More