Home » ODISHA NEWS » Page 15
weather-forecast

Weather Report Odisha: ୫ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ଵର: Weather Report Odisha ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୯ଟି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‍ ଉପରେ ଥିବା ରେକର୍ଡ କରାଯାଇଥିଲା। ଏହି ଗ୍ରୀଷ୍ମ ପ୍ରବାହ ଆହୁରି କିଛି ଦିନ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଗତକାଲି ଦିନର ସର୍ବୋଚ୍ଚା ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ୍‍ ବଲାଙ୍ଗିର ଏବଂ ବୌଦ୍ଧ ଜିଲ୍ଲାରେ ରେକର୍ଡ…

Read More
puri intercity express

Intercity Express Time Table: ଆସନ୍ତା ଏପ୍ରିଲ ୧୦ରୁ ଚାଲିବ ଇଣ୍ଟରସିଟି ଏକ୍ସପ୍ରେସ୍‍

ଭୁବନେଶ୍ଵର: Intercity express new time table ପୁଣି ଚାଲିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‍ (Puri-Sambalpur Intercity Express)। ଚଳିତ ଏପ୍ରିଲ ମାସ ୧୦ ତାରିଖରୁ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‍ ଚଳାଚଳ କରିବ। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୮୩୦୩ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‍ ପ୍ରତିଦିନ ସକାଳ ୬ଟାରେ ସମ୍ବଲପୁରରୁ ବାହାରି ଅପରାହ୍ଣ ୧୨ଟା ୫୦ ମିନିଟ୍‍ରେ ପୁରୀରେ ପହଞ୍ଚିବ। ସେହିପରି ୧୮୪୦୪ ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‍ ଅପରାହ୍ଣ ୩ଟା ୪୫ରେ ପୁରୀରୁ ବାହାରି…

Read More
digital university

Digital University: ସ୍ଥାପନ ହେବ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ, ଘରେ ପଢି ପାଇବେ ଡିଗ୍ରୀ

ନୂଆଦିଲ୍ଲୀ:(PIB) AICTE, UGC and Department of Higher Education begin Digital University ଏଥର ଘରେ ବସି ପାଠ ପଢିପାରିବେ। ପାଇବେ ବିଶ୍ଵବିଦ୍ୟାଳୟ ଡିଗ୍ରୀ (University Degree)। ଏ ନେଇ ଭାରତ ସରକାର ୨୦୨୨ – ୨୦୨୩ରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ (Digital University) ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟ ସାରା ଦେଶର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ବସି ଶିଖିବା ଓ ପଢ଼ିବା ସହିତ ବିଶ୍ୱସ୍ତରୀୟ ଗୁଣବତାସମ୍ପନ୍ନ ଶିକ୍ଷା ପ୍ରଦାନ କରିବ। ଏହାକୁ ବିଭିନ୍ନ…

Read More
odisha_weather

Weather Report Odisha: ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ଵର: Weather Report Odisha ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗତକାଲି କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା ଜଣାପଡିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ବୁଧବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାଖାପାଖି ଅଞ୍ଚଳରେ ବାୟୁମଣ୍ଡଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ଏବଂ ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି…

Read More
Weather Report of Odisha

Weather Report Odisha: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି; ଆସୁଛି ଲଘୁଚାପ, ଆଜିଠାରୁ ୯ ଜିଲ୍ଲାରେ ବର୍ଷା

ଭୁବନେଶ୍ଵର: Weather Report Odisha ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାରି ମଧ୍ୟରେ ଆଜିଠାରୁ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, କେନ୍ଦ୍ରାପଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ସୋମବାର ମଧ୍ୟ ରାଜ୍ୟର ଉତ୍ତର-ପୂର୍ବ ଉପକୂଳ ସମେତ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ…

Read More
school odisha new session

Morning School: ଆସନ୍ତା କାଲିଠାରୁ ସକାଳୁଆ ସ୍କୁଲ, ସମୟରେ ପରିବର୍ତ୍ତନ

ଭୁବନେଶ୍ଵର: Morning School in Odisha ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ଓଡ଼ିଶାରେ ସକାଳୁଆ ହେବ ସ୍କୁଲ। ରାଜ୍ୟ ସରକାର ସକାଳୁଆ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଆସନ୍ତାକାଲିଠାରୁ ସମସ୍ତ ସ୍କୁଲଗୁଡ଼ିକରେ ପାଠପଢ଼ା ସକାଳୁଆ ହେବ। ନୂତନ ନିୟମ ଅନୁସାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ସ୍କୁଲ ସମୟ ସକାଳ ୬ଟା ୩୦ ମିନିଟ୍‍ରୁ ୧୦ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ରହିଛି। ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର…

Read More
utkal_divas_mahimalive

Utkal Divas: ଆଜି ଉତ୍କଳ ଦିବସ; ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଭୂବନେଶ୍ଵର: Odisha Day ଆଜି ହେଉଛି ୮୭ତମ ଉତ୍କଳ ଦିବସ (Utkal Divas)। ୧୯୩୬ ମସିହା ଏପ୍ରିଲ ଏକ ତାରିଖରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ ହୋଇଥିଲା। ଆଜି ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବ ଦିନ। ପୃଥିବୀର ୨୦ଟି ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ। ଉତ୍କଳ ନିଜର କଳା, ସଂସ୍କୃତି, ଐତିହ୍ୟ ଏବଂ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏହାର ଇତିହାସ ସାରା ବିଶ୍ୱରେ ଖ୍ୟାତ। ଏହି…

Read More
odisha_summer days

Weather report odisha: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି, ୪ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ଵର: Weather report odisha ରାଜ୍ୟରେ ଗ୍ରୀଷ୍ମ ପ୍ରବାହ (Summer flow) ଜାରି ରହିଥିବା ବେଳେ ଆଜିଠାରୁ ଏପ୍ରିଲ୍‍ ୧ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ପବନ ବହିବାର ସମ୍ଭାବନା ରହିଥିବାରୁ ଏହି ତାପମାତ୍ରା ବୃଦ୍ଧି ପାଇବ। ସେହିପରି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ…

Read More
Odisha Temperature Today Updates

Weather Report Odisha: ଆସନ୍ତା କାଲିଠାରୁ ବଢିବ ତାପମାତ୍ର, ୬ଟି ସ୍ଥାନର ତାପମାତ୍ରା ୩୯ ଡିଗ୍ରୀ ଉପରେ

ଭୁବନେଶ୍ଵର: Weather Report Odisha ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତାକାଲିଠାରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର (Bhubaneswar) ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପ୍ରିଲ୍‍ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ଲାଗି ରହିବ। ରାଜ୍ୟରେ ଗତକାଲି ମଧ୍ୟ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିଲା। ଅନେକ ଅଞ୍ଚଳରେ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା। ଗତକାଲି ଦୁଇଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‍ସିୟସ୍‍…

Read More
odisha_weather

Weather Report Odisha: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ଵର: Weather Report Odisha ଓଡ଼ିଶାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଏଥିସହିତ ଗ୍ରୀଷ୍ମପ୍ରବାହ ମଧ୍ୟ ଜାରି ରହିଛି। ଗତକାଲି ଟିଟିଲାଗଡ (Titilagargh) ରାଜ୍ୟର ଉତ୍ତପ୍ତ ସହର ଥିଲା ଏବଂ  ଠାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ,…

Read More
odisha_electricity

ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ଵସ୍ତି, ଏ ବର୍ଷ ବଢିବନି ବିଦ୍ୟୁତ୍ ଶୁଳକ: OERC

ଭୁବନେଶ୍ଵର: Odisha electric bill rate ଚଳିତ ୨୦୨୨-୨୩ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଖୁଚୁରା ବିଦ୍ୟୁତ ଶୁଳକ। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha State Electricity Regulatory Commission) ଙ୍କ ଦ୍ଵାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।   ସୂଚନା ଅନୁସାରେ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ୩ ଟଙ୍କା ଆଦାୟ କରାଯିବ। ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦…

Read More