Home » odishafightscorona » Page 7
India covid19 report

ରାଜ୍ୟରେ ପୁଣି ୬୧୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୦୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୩ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କୋରାପୁଟ  ଜିଲ୍ଲାରେ ୫୦ ଓ ନବରଙ୍ଗପୁର  ଜିଲାରେ…

Read More

କଟକରୁ ଉଠିଲା ସଟଡାଉନ୍ କିନ୍ତୁ କଡ଼ା କଟକଣା; ସକାଳ ୫ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ଖୋଲା

କଟକ: ଆଜି ଠାରୁ କଟକ ରେ ସଟଡାଉନ କୁ ଉଠା ଯାଇଛି। ଆଜି ଠାରୁ ପୁଣି ଖୋଲିବ ସହରର ସମସ୍ତ ଦେକାନ। କିନ୍ତୁ ପୂର୍ବ ଅପେକ୍ଷା କଟକଣା ଅଧିକ। ସୁଚନାଯୋଗ୍ୟ ପୂର୍ବରୁ ସକାଳ ୫ଟାରୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା ଓ ରାତ୍ରିକାଳିନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହୁଥିଲା। ଆଜି ଠାରୁ ଆରମ୍ଭ ହେବାକୁ ଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ମୁତାବକ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ…

Read More

ସାନିଟାଇଜ ପାଇଁ ଭିସୁଟ ନିର୍ମାଣ କଲା ଅଲଟ୍ରା ଭାଇଓଲେଟ୍ ଡିଭାଇସ୍

ସମ୍ବଲପୁର:ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିଏସଏସୟୁଟି) ସାନିଟାଇଜ ପାଇଁ ଏକ ରୋବଟ୍ ସହାୟକ ଉପକରଣ ବିକଶିତ କରିଛି, ଯାହା ଯୋଗାଯୋଗହୀନ ଉପକରଣ-ଅଲ୍ଟ୍ରାଭାୟୋଲେଟ୍ ରୋବଟ୍-ସହାୟକ ସାନିଟାଇଜର (ୟୁଭିଆରଏଏସ) କରୋନା ଭୂତାଣୁ ବ୍ୟାପିବା  ରୋକିବାରେ ଏହା ଏକ ସହାୟକ ଉପକରଣ ହୋଇପାରେ ବୋଲି କୁହାଯାଉଛି। ଏହାକୁ  ବୁର୍ଲାରେ ଅବସ୍ଥିତ ଭିସୁଟ ର ରୋବୋଟିକ୍ସ କ୍ଲବ ଦ୍ୱାରା ନିର୍ମାଣ କରାଯାଇଛି। ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ବିଭାଗର ପ୍ରଫେସର ପ୍ରକାଶ ଚନ୍ଦ୍ର ସ୍ଵାଇଁ କହିଛନ୍ତି ଯେ ସ୍ୱଚ୍ଛତା ବଜାୟ ରଖିବାରେ ଏହି…

Read More

ଭାରତରେ ଆରୋଗ୍ୟ ଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ;ଜାତୀୟ ଆରୋଗ୍ୟ ହାର ପ୍ରାୟ ୬୩ ପ୍ରତିଶତ

କୋଭିଡ-୧୯ ର ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଏବଂ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଉଛି। କୋଭିଡ-୧୯ କ୍ଷେତ୍ରରେ କଣ୍ଟେନମେଣ୍ଟ କ୍ଷେତ୍ର, ନୀରିକ୍ଷଣ କାର୍ଯ୍ୟକଳାପ, ଠିକ ସମୟରେ ନିରାକରଣ ଏବଂ କ୍ଲିନିକାଲ ମ୍ୟାନେଜମେଣ୍ଟର ପ୍ରଭାବଶାଳୀ ପଦକ୍ଷେପ  ହେତୁ ଆଜି କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଏପର୍ଯ୍ୟନ୍ତ କୋଭିଡ-୧୯ ର ୫,୧୫,୩୮୫ ରୋଗୀ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି। କୋଭିଡ୍ -୧୯ର ଆରୋଗ୍ୟ ମାମଲା…

Read More
India covid19 report

ରାଜ୍ୟରେ ପୁଣି ୫୯୫ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୯୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୦୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୧ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୩୦ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଯାଜପୁର  ଜିଲ୍ଲାରେ ୯୭ ଓ ଖୋର୍ଦ୍ଧାରେ  ଜିଲାରେ…

Read More

ଗଞ୍ଜାମ ଓ ଯାଜପୁର କୁ ଅନୁଗୋଳ ବନ୍ଦ

ଅନୁଗୋଳ : (ମହିମାଲାଇଭ ) ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତ ଙ୍କ ସାକ୍ଷା ବୃଦ୍ଧିପାଇବାରେ ଲାଗିଛି। ବର୍ତ୍ତମାନ ଅନୁଗୋଳ ଜିଲ୍ଲାରେ ୧୨୨ କରୋନା ରୋଗୀ ସଂଖ୍ୟା ବୃଦ୍ଧି ମାମଲାକୁ ନେଇ ଗଞ୍ଜାମ ଏବଂ ଯାଜପୁର ଜିଲ୍ଲା ଅଧିବାସୀଙ୍କୁ ଅନୁଗୋଳ ଜିଲ୍ଲାରେ ପ୍ରବେଶ ଉପରେ  ଅନୁଗୋଳ ଜିଲ୍ଲାପାଳ ପ୍ରତିବନ୍ଧକ ଲଗାଇଛନ୍ତି।  ଉକ୍ତ ଜିଲ୍ଲା ଗୁଡିକରୁ ଆସୁଥିବା ଯେକୌଣସି ଅଧିବାସୀ ଙ୍କ ପାଇଁ ୧୪ ଦିନ ଆନୁଷ୍ଠାନିକ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି। ସୂଚନା ଯୋଗ୍ୟ ଯେ…

Read More
India covid19 report

ରାଜ୍ୟରେ ପୁଣି ୫୭୦କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୭୦  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୧୯ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୧୮ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କଟକ ଜିଲ୍ଲାରେ ୪୬ ଓ ସୁନ୍ଦରଗଡ଼ ଜିଲାରେ ୪୪  ଜଣ…

Read More
India covid19 report

ରାଜ୍ୟରେ ପୁଣି ୭୫୫ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୭୫୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୩ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୩୨୦ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଯାଜପୁର ଜିଲ୍ଲାରେ ୮୬ ଓ ସୁନ୍ଦରଗଢ ଜିଲାରେ ୬୨…

Read More
India covid19 report

ରାଜ୍ୟରେ ପୁଣି ୫୭୭ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୨ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୬୦ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ସୁନ୍ଦରଗଡ଼  ଜିଲ୍ଲାରେ ୮୩ ଓ ଖୋର୍ଦ୍ଧା ରେ ଜିଲାରେ…

Read More

ବିଜେଡିର ୧୫ ନେତା ବରିଷ୍ଠ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ

ଭୁବନେଶ୍ୱର : ବିଜେଡ଼ି ର ସାଂଗଠନିକ ସ୍ତରରେ ଏକ ଅଦଳ ବଦଳ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ ସହିତ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି। ବିଜେଡି ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ନୃସିଂହ ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ନାରାୟଣ ସିଂଦେଓ, ପ୍ରିତିରଞ୍ଜନ ଘଡାଇ, ଅରୁଣ କୁମାର ସାହୁ, ରୋହିତ ପୂଜାରୀ, ଅତନୁ…

Read More

ଭାରତୀୟ ସେନାରେ ଫେସବୁକ୍ ସହିତ ୮୯ ଟି ଆପ୍ ବ୍ୟାନ

ନୂଆଦିଲ୍ଲୀ : ସୂଚନା ଲିକ୍ ହେବ ଆଶଙ୍କା ରେ ଫେସବୁକ୍, ଟିକ୍ ଟକ୍, ଟ୍ରୁ-କଲର୍ ଏବଂ ଇନଷ୍ଟାଗ୍ରାମ ସମେତ ୮୯ ଟି ଆପ୍ ହଟାଇବାକୁ ଭାରତୀୟ ସେନା ଏହାର କର୍ମଚାରୀମାନଙ୍କୁ କହିଛି। ଭାରତୀୟ ସେନା ସୂତ୍ର ଅନୁଯାୟୀ, ସେନା କର୍ମଚାରୀଙ୍କୁ ନିକଟରେ ଦିଆଯାଇଥିବା ନିର୍ଦ୍ଦେଶରେ ଡେଲି ହଣ୍ଟ ନ୍ୟୁଜ୍ ଆପ୍ ସହିତ ଟିଣ୍ଡର, କୋଚ୍ ସର୍ଫି ଭଳି ଡେଟିଂ ଆପ୍ ଏବଂ ଖେଳଆପ ପବ୍-ଜି ହଟାଇବାକୁ କୁହାଯାଇଛି। ଭାରତ ସରକାର ନିକଟରେ ୫୯ ଟି ଆପ୍ ଉପରେ…

Read More