Home » odishafightscorona » Page 8

ପ୍ରବାସୀ ଶ୍ରମିକମାନଙ୍କୁ ସରକାର ଦେବେ ଶସ୍ତା ଭଡା ଘର

ନୂଆଦିଲ୍ଲୀ : ବର୍ତ୍ତମାନ ପ୍ରବାସୀ ଶ୍ରମିକ ପାଇବେ ଭଡା ଘର। ତା’ପୁଣି ଶସ୍ତାରେ।  କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗୃହ ଯୋଜନା ଅଧୀନରେ ୧୦୭ ଟି ସହରରେ ୧  ଲକ୍ଷ ୮  ହଜାର ଛୋଟ ଘର ପ୍ରସ୍ତୁତ ଅଛି। ପ୍ରବାସୀ ଶ୍ରମିକମାନଙ୍କୁ ଏହି ଘର ଭଡା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରମିକମାନେ ଆଗରୁ  ଶସ୍ତା ଭଡା ଘର ପାଉନଥିଲେ , କିନ୍ତୁ ବର୍ତ୍ତମାନ ସରକାର ସେମାନଙ୍କ ପାଇଁ  ଶସ୍ତା ଭଡା ଘର ଯୋଗେଇଦେବା…

Read More

‘ନିଯୁକ୍ତି’ ଭୋଟ ମିଳୁଥିବା ଯୋଜନା ନୁହେଁ! ତେଣୁ …

ସବୁବେଳେ ରାଜ୍ୟବାସୀଙ୍କୁ କୁହାଯାଏ ଯେ ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼। ଦୀର୍ଘ ୨୦ ବର୍ଷ କ୍ଷମତା ରେ ରହିବା ପରେ ବି ରାଜ୍ୟ ରାଜକୋଷକୁ ସୁଦୃଢ଼ କରାଯାଇ ପାରିଲାନାହିଁ। କରୋନାଜନିତ ଲକଡାଉନ୍ ଓ ସଟଡାଉନର ସହିତ କୋଭିଡ୍-୧୯ ସୁପରିଚାଳନା ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ଦର୍ଶାଇ ରାଜ୍ୟରେ ୨ବର୍ଷ ପର୍ଯ୍ୟନ୍ତ ଅଘୋଷିତ ଆର୍ଥିକ କଟକଣା ଲାଗୁ କରିଛନ୍ତି। ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଆଜି ସମସ୍ତ ପ୍ରଶାସନିକ ବିଭାଗର ସଚିବଙ୍କୁ ଚିଠି ଲେଖି…

Read More

ରାଜ୍ୟରେ ପୁଣି ୫୨୭କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୨୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୬ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୧୫ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ସୁନ୍ଦରଗଡ଼ ଜିଲାରେ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେହି…

Read More

ସାଲେପୁର ବିଧାୟକ କରୋନା ରେ ସଂକ୍ରମିତ

କଟକ: ପୁଣିଜଣେ ରାଜ୍ୟର ବିଧାୟକ କରୋନା ରେ ଆକ୍ରାନ୍ତ। ସାଲେପୁର ଶାସକ ଦଳର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପିଏସ୍‌ଓ ଓ ଡ୍ରାଇଭର୍‌ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ସମୟରେ  ମନ୍ତ୍ରୀ, ପଦସ୍ଥ ସରକାରୀ ଅଧିକାରୀ, କଟକ, ସାଲେପୁର ଅଂଚଳର କିଛି  କର୍ମୀ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ବିଧାୟକଙ୍କ ପିଏସ୍‌ଓ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ତାଙ୍କ ଘର ନିଶ୍ଚିନ୍ତକୋଇଲି ଅଂଚଳରେ ଅବସ୍ଥିତ। ଏଥିସହିତ ବିଧାୟକ ଙ୍କ ଡ୍ରାଇଭର୍‌ ମଧ୍ୟ…

Read More

ଓଡ଼ିଶାରେ ସୁସ୍ଥ ହେଲେ ୨୧୭ କରୋନା ଆକ୍ରାନ୍ତ;ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୭୦୩ କୁ ବୃଦ୍ଧି

ରାଜ୍ୟରେ ମଙ୍ଗଳବାର  ଆଉ ୨୧୭  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬,୭୦୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୯୬ ଜଣ , ଖୋର୍ଦ୍ଧା ଜିଲ୍ଲା ରୁ ୧୮ଜଣ। ବରଗଡ଼ ଜିଲ୍ଲା ରୁ ୧୩ ଜଣ, ବାଲେଶ୍ଵର ରୁ ୧୬ ଜଣ,ମୟୂରଭଞ୍ଜ ରୁ…

Read More

ରାଜ୍ୟରେ ପୁଣି ୫୭୧କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୭୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୭୩  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଗଜପତି  ଜିଲ୍ଲାରେ ୫୬ ଓ ବରଗଡ଼  ରେ ସୁନ୍ଦରଗଡ଼…

Read More

ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଙ୍କ ପରଲୋକ

ଜଗତସିଂହପୁର : ଆରପାରିରେ ବିଷ୍ଣୁ ଦାସ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଭୁବନେଶ୍ଵରର ଏକ ଘରୋଇ  ହସ୍ପିଟାଲରେ ବ୍ରେନ୍‌ ଷ୍ଟ୍ରୋକର ଶିକାର ହୋଇଥିବା ବିଷ୍ଣୁ ଦାସ  ଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୋମବାର  ସଂଧ୍ୟା ୭ଟା ୫୦ରେ ତାଙ୍କର ପରଲୋକ ଘଟିଥିବା ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସାଧାରଣ ନିର୍ବାଚନ ସମୟରେ ସ୍ଵାସ୍ଥ୍ୟାବସ୍ଥା ଖରାପ ଥିବାରୁ ବିଷ୍ଣୁ ଦାସ ପ୍ରଚାରକୁ ନ ଆସି ମଧ୍ୟ ନିଜର ଲୋକପ୍ରିୟତା ଯୋଗୁଁ  ପ୍ରଥମ କରି ଠିଆ ହୋଇଥିବା ତିର୍ତ୍ତୋଲ…

Read More

ଓଡ଼ିଶାରେ ସୁସ୍ଥ ହେଲେ ୨୬୨କରୋନା ଆକ୍ରାନ୍ତ;ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୪୮୩ କୁ ବୃଦ୍ଧି

ରାଜ୍ୟରେ ସୋମବାର  ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬,୪୮୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୭୩  ଜଣ , ଖୋର୍ଦ୍ଧା ଜିଲ୍ଲା ରୁ ୧୩ ଜଣ,ଗଜପତି ଜିଲ୍ଲା ରୁ ୪୯ ଜଣ ,ବରଗଡ଼ ଜିଲ୍ଲା ରୁ ୧୪ ଜଣ,…

Read More

ଗଞ୍ଜାମ ଜିଲ୍ଲାରେ ୪ କରୋନା ଯୋଦ୍ଧାଙ୍କର ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ରେ କରି କହିଛନ୍ତି , “ଆମେ ଆମର ୪ ଜଣ କୋଭିଡ ୱାରିୟର୍ସଙ୍କୁ ହରାଇଛୁ। ସମଗ୍ର ଜିଲ୍ଲା ପ୍ରଶାସନ ସେମାନଙ୍କ ପରିବାର ସହିତ ଅଛି”। ସେ ଗଞ୍ଜାମର ଜନସାଧାରଣ ଙ୍କୁ ସାମାଜିକ ଦୂରତା ନୀତି ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି।

Read More

ଓଡ଼ିଶାରେ ବିଧାୟକ କରୋନା ସଂକ୍ରମିତ

ବାଲେଶ୍ୱର: ଜିଲ୍ଲା କୋଭିଡ କେୟାର ଅଫିସର ଙ୍କ  ସୂଚନା ଅନୁସାରେ ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବିଧାୟକ କାହା ସଂସ୍ପର୍ଶରେ ଆସି କରୋନା ଦ୍ଵାରା ସଂକ୍ରମିତ ହୋଇଛନ୍ତି ତାହା ଜଣାପଡ଼ିନାହିଁ। ସୂଚନା ଅନୁସାରେ ,ବିଧାୟକଙ୍କ ସହ ବିଭିନ୍ନ ଲୋକ ସଂସ୍ପର୍ଶରେ ଆସିଛନ୍ତି। ସରକାରୀ ସମେତ  ବେସରକାରୀ ବୈଠକରେ ସେ ଯୋଗଦେଇଛନ୍ତି। ଅନେକ ଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି ହୋଇଛି। ବିଧାୟକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ଼-୧୯ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି।

Read More

କରୋନା ବାୟୁ ଦ୍ଵାରା ବ୍ୟାପୀ ପାରେ : ବୈଜ୍ଞାନିକ ମାନଙ୍କ ଦାବି,ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ଡବ୍ଲୁଏଚଓ ରେ ଦାବି

ୱାଶିଂଟନ୍ : ବାୟୁରୁ ବିସ୍ତାରିତ କରୋନା ସଂକ୍ରମଣ ବିଷୟରେ ପୂର୍ବରୁ ମଧ୍ୟ ଆଶଙ୍କା ପ୍ରକାଶ ପାଇଥିଲା କିନ୍ତୁ ପ୍ରତ୍ୟେକ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦାବି କୁ ପ୍ରତ୍ୟାଖ୍ୟାନ କରୁଥିଲା। ଆମେରିକାର ଖବରକାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, ବିଶ୍ଵ ର ୨୩୯ ଜଣ ବୈଜ୍ଞାନିକ ଦାବି କରିଛନ୍ତି ଯେ ବାୟୁରେ କରୋନା ଭୂତାଣୁ ର କ୍ଷୁଦ୍ର କଣିକା ଲୋକଙ୍କୁ ସଂକ୍ରମିତ କରିପାରେ। ବୈଜ୍ଞାନିକ ମାନଙ୍କ ର ଦାବିକୁ ଦେଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ…

Read More