Home » odishafightscorona » Page 9

ରାଜ୍ୟରେ ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୪୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୪ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୬୬  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଯାଜପୁର  ଜିଲ୍ଲାରେ ୫୭   ଓ ବରଗଡ଼  ରେ ୩୩…

Read More

କୋଭିଡ-୧୯ ସୁସ୍ଥ ହେଲେଣି ୪ ଲକ୍ଷରୁ ଅଧିକ;ସର୍ବଭାରତୀୟ ସ୍ଥର ରେ ଆରୋଗ୍ୟ ହାର ୬୦.୭୭ ପ୍ରତିଶତ,ଓଡ଼ିଶାରେ ୬୯ %

ସକ୍ରିୟ ରୋଗୀଙ୍କଠାରୁ ସୁସ୍ଥ ହୋଇଥିବା ସଂଖ୍ୟା ପାଖାପାଖି ୧.୬୫ ଲକ୍ଷ ଅଧିକ ଗତ ୨୪ଘଣ୍ଟା ମଧ୍ୟରେ ସମୁଦାୟ ୧୪,୮୫୬ କୋଭିଡ-୧୯  ରୋଗୀ ଆରୋଗ୍ୟ କୋଭିଡ-୧୯ ର ଆବଦ୍ଧ ଏବଂ ପରିଚାଳନା ନେଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ସାମୁହିକ ପ୍ରୟାସ ଯୋଗୁଁ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆଜିସୁଦ୍ଧା ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ୪,୦୯,୦୮୨ କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ସମୁଦାୟ ୧୪,୮୫୬ କୋଭିଡ-୧୯  ରୋଗୀ ଆରୋଗ୍ୟ ଲାଭ…

Read More

ରାଜସ୍ଥାନର ‘ଆଶା’ କୋଭିଡ -୧୯ ବିରୋଧରେ ଲଢେଇ…

ରାଜସ୍ଥାନରେ, କୋଭିଡ୍ -୧୯ ମହାମାରୀ ଫସଲ ଅମଳ ଋତୁ ରେ ହିଁ ଆରମ୍ଭ ହୋଇଛି। ଅଧିକାଂଶ ‘ଆଶା’ କର୍ମକର୍ତ୍ତା ଙ୍କ ପରିବାର ଚାହୁଁଥିଲେ ଫସଲ ଅମଳ କାର୍ଯ୍ୟକଳାପରେ ସେମାନଙ୍କୁ ସହଯୋଗ କରନ୍ତୁ। ଅବଶ୍ୟ, ଚଳିତ ବର୍ଷ ‘ଆଶା’ କର୍ମଚାରୀଙ୍କ ତୀବ୍ର ଯୋଗଦାନ କରୋନା  ମହାମାରୀକୁ ରୋକିବାରେ ଲାଗିଛି। ପରିବାର  ଯାହା ଚାହୁଁଥିଲେ  ସେମାନେ ତାହା କରିପାରି ନାହାଁନ୍ତି, ଯେଉଁ କାରଣରୁ ସେମାନଙ୍କ ପରିବାର ମଧ୍ୟରେ ଅସନ୍ତୋଷ ଏବଂ ପ୍ରତିରୋଧ ଆରମ୍ଭ ହୋଇଛି। ଏମିତି ଜଣେ ‘ଆଶା’ କର୍ମୀ…

Read More

ଭାରତ ନିଜ ଉଦ୍ୟମରେ ପ୍ରସ୍ତୁତ କରିଛି କୋଭିଡ-୧୯ ଟିକା: ଡଃ ଟି.ଭି. ଭେଙ୍କଟେଶ୍ୱରନ

କରୋନା ମହାମାରୀର ଅବସାନ ପାଇଁ ଭାରତ ନିଜସ୍ୱ ଜ୍ଞାନକୌଶଳ ପ୍ରୟୋଗ କରି ଟିକା ବାହାର କରିଛି। ଭାରତ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ କୋଭାକ୍‌ସିନ୍‌ ଏବଂ ଜାଇଡସ୍‌ କାଡିଲା କଂପାନୀ ପକ୍ଷରୁ ପ୍ରସ୍ତୁତ ଜାଇକଭ୍‌-ଟିକା ମହାମାରୀ ଆକ୍ରାନ୍ତ ପୃଥିବୀରେ  ଆଶାର କିରଣ ସୃଷ୍ଟି କରିଛି। ଏହି ଦୁଇଟି ଟିକାକୁ ପରୀକ୍ଷାମୂଳକଭାବେ ମଣିଷ ଶରୀରରେ ପ୍ରୟୋଗ କରିବା ପାଇଁ ଭାରତୀୟ ଡ୍ରଗ କଣ୍ଟ୍ରୋଲର ଜେନେରାଲ (ସିଡିଏସ୍‌ସିଓ) ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏହି ଟିକା ପରୀକ୍ଷାରେ ସଫଳ ହେଲେ ଏକ…

Read More

ବିହାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କରୋନା ପରୀକ୍ଷା

ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଅବଦେଶ ନାରାୟଣ ସିଂଙ୍କୁ କରୋନା ପଜିଟିଭ୍ ମିଳିବା ପରେ ସରକାରଙ୍କଠାରୁ ପ୍ରଶାସନ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଛି। ନିକଟ ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର  ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଙ୍କ ସହ ବହୁ ମନ୍ତ୍ରୀ ଓ ଅଧିକାରୀ ତାଙ୍କ ସହ ଯୋଗାଯୋଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ଅଧିକାରୀଙ୍କର  ମଧ୍ୟ ନମୁନା ସଂଗ୍ରହ କରାଯାଇଛି। ରବିବାର ଦିନ ମିଳିଥିବା ସୂଚନା…

Read More

ରଥଯାତ୍ରାକୁ କୁ ନେଇ ସେବାୟତ,ପ୍ରଶାସନ ଏବଂ ସହଯୋଗ ପାଇଁ ଓଡ଼ିଶାବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସେବାୟତ,ମନ୍ଦିର ପ୍ରଶାସନ,ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ : ଗଜପତି ଦିବ୍ୟସିଂହ ଦେବ କୋଭିଡ଼-୧୯ ର କଟକଣା କୁ ପାଳନ କରି ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଲେ କିନ୍ତୁ ଓଡ଼ିଶା ସରକାରଙ୍କ  ପାଖରେ ସମୟ ଥିଲା ମାତ୍ର କେତେ ଘଣ୍ଟା। କିନ୍ତୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡ଼ିଥିଲା କିପରି ସୂଚାରୁ ରୂପେ ପ୍ରଭୁଙ୍କର ରଥଯାତ୍ରା ସମ୍ପୂର୍ଣ୍ଣ ହେବ। ଅତିସୁରୁଖୁରୁରେ ରଥଯାତ୍ରା ଶେଷ ହୋଇଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀ ଙ୍କୁ ଧରି  ଶ୍ରୀମନ୍ଦିରକୁ…

Read More

କରୋନା ସଂକ୍ରମଣ ପାଇଁ ଓଡ଼ିଶାରେ ବୋଲବମ ଯାତ୍ରା ଏବର୍ଷ ହେବନାହିଁ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଏ ବର୍ଷ  ଶ୍ରାବଣ ମାସ ବୋଲବମ୍ ଯାତ୍ରା ବନ୍ଦ ରହିବ।ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମ‌ାର ଜେନା ଏହି ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଧର୍ମପୀଠ ବନ୍ଦ…

Read More

ରାଜ୍ୟରେ ପୁଣି ୪୯୫ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୪୯୫    କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୫୫    ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୦  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୪ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୧୬ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଖୋର୍ଦ୍ଧା ଜିଲ୍ଲାରେ ୫୦  ଓ ମୟୂରଭଞ୍ଜ ରେ…

Read More

ଭୁବନେଶ୍ଵର ର ୪ଟି ଘରୋଇ ପରୀକ୍ଷାଗାର ରେ କୋଭିଡ଼-୧୯ ର ପରୀକ୍ଷା;ସର୍ବାଧିକ ପରୀକ୍ଷାମୂଲ୍ୟ ୨୨୦୦ ଟଙ୍କା

କରୋନା ଭୂତାଣୁ ରୋଗ ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଗ୍ରାମାଞ୍ଚଳର ପ୍ରତିଟି ଘର ଏବଂ ସହରାଞ୍ଚଳର ବସ୍ତି ଅଞ୍ଚଳରେ ଘରକୁ ଘର ସର୍ଭେ କରାଯିବ। ଆଶାକର୍ମୀମାନେ…

Read More

ଆଜି ଅନୁଗୋଳ ରେ ସର୍ବାଧିକ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ସହ,ମୋଟ ପଜିଟିଭ ସଂଖ୍ୟା ୯୬ ; ଶନିବାର ଓ ରବିବାର ସଟଡାଉନ

ଆଜି  ଅନୁଗୋଳ ଜିଲ୍ଲାରେ ଦିନକରେ ୨୪  ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାକୁ ଚଳିତ ମାସପାଇଁ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର କୁ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାରି ସଟ୍ ଢ଼ାଉନ୍ ଘୋଷଣା କରିଛନ୍ତି। ସପ୍ତାହର ଅନ୍ୟ ପାଞ୍ଚ ଦିନ ପାଇଁ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ ଗୁଡ଼ିକ ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକର ଏକ ଘରୋଇ ଶିଳ୍ପ ସଂସ୍ଥାରେ…

Read More

ରାଜ୍ୟରେ ରେକର୍ଡ ସଂଖ୍ୟକ ୫୬୧ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୬୧    କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୨୫    ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୬  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୧୯   ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୮୩  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କଟକ ଜିଲ୍ଲାରେ ୮୧ ଓ ରାୟଗଡା ରେ ୭୬…

Read More