Home » PM MODI » Page 5
RAISE 2020

RAISE 2020: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ବିଶ୍ୱର ପ୍ରମୁଖ କେନ୍ଦ୍ର ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଉପରେ ଏକ ବୃହତ ଭର୍ଚୁଆଲ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା ଓ ସ୍ମାର୍ଟ ପରିବହନ ସମେତ ବିଭିନ୍ନ କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ, ସମାବେଶନ ଓ ସଶକ୍ତିକରଣ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ଲାଗି ବିଚାର ବିନିମୟ କରିବା ଏବଂ ଭବିଷ୍ୟତର କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବୈଶ୍ୱିକ ସମ୍ମିଳନୀ ‘ରେଜ ୨୦୨୦ (RAISE)’ ର ଆୟୋଜନ କରାଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (Artificial…

Read More
atal tunnel modi

Atal Tunnel: ‘ଅଟଳ ଟନେଲ୍’କୁ ଆମ ସେନା ଅଦରକାରୀ କରିଦେବ:ଚୀନ ସାମରିକ ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଙ୍କ ଦ୍ଵାରା ହିମାଚଳ ପ୍ରଦେଶ (Himachal Pradesh) ର ବିଶ୍ୱର ସର୍ବବୃହତ ରାଜପଥ ଟନେଲ ‘ଅଟଳ ଟନେଲ’ (Atal Tunnel) ର ଉଦଘାଟନ କରିଛନ୍ତି। ବର୍ତ୍ତମାନ ଏହାକୁ ନେଇ ଚୀନକୁ ଝଟକା ଲାଗିଛି। ଦୀର୍ଘ ଦିନ ଧରି ଲଦାଖ (Ladakh) ରେ ଉତ୍ତେଜନା ସୃଷ୍ଟି କରୁଥିବା ଚୀନ ତାର ସରକାରୀ ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ (Global Times) ମାଧ୍ୟମରେ ଅଟଳ ଟନେଲ ଉପରେ…

Read More
Prime-Minister

Atal Tunnel: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ‘ଅଟଳ ଟନେଲ’ ଲୋକାର୍ପିତ,୧୮ ହଜାର ଗାଁ ଉପକୃତ ହେବେ

ଶିମିଳା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଆଜି ଶନିବାର ଦିନ ଅଟଳ ଟନେଲ (Atal Tunnel) କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ  ରୋହତଙ୍ଗ (Rohtang) ଟନେଲ ଦେଇ ଯାତ୍ରା କରି ଅନ୍ୟ ପଟେ ଲାହୁଲ-ସ୍ପିଟି ଜିଲ୍ଲାର ସିସୁରେ ପହଞ୍ଚିଛନ୍ତି। ସିସୁରେ ହୋଇଥିବା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ବହୁ ଦୂର ଯାତ୍ରା କରିବା ପରେ ଏଠାରେ ପହଞ୍ଚିଛନ୍ତି, ମୁଁ ଜାଣିଥିଲି ଶୀତଦିନେ ଏଠାରେ…

Read More
rajghat

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ଦିବସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ତମ ଜନ୍ମଦିବସରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧି (Mahatma Gandhi) ଙ୍କର ଜୟନ୍ତୀ ଦିବସ। ଗାନ୍ଧିଜୀ ସଶରୀରରେ ନଥିଲେ ମଧ୍ୟ ତାଙ୍କର ଆଧ୍ୟାତ୍ମିକ ଦୃଷ୍ଟିକୋଣ, ନୀତି, ଆଦର୍ଶ ଏବଂ ସତ୍ୟ ନିଷ୍ଠା ଭାରତ କାହିଁକି ସମଗ୍ର ବିଶ୍ୱକୁ ଆଜି ମଧ୍ୟ ଅନୁପ୍ରାଣିତକରୁଛି। ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେକୋଭିଡ୍‍ କଟକଣା ସହ ଗାନ୍ଧିଜୟନ୍ତୀ ପାଳନ କରାଯାଉଛି। ସେହିପରି ଶାନ୍ତିର ଦୂତ ତଥା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାରଦୂର ଶାସ୍ତ୍ରୀ (Lal Bahadur Shastri)…

Read More
pm modi denmark

Virtual Summit:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସନଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଓ ଡେନମାର୍କ (Denmark) ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସନ (Mette Frederiksen) ଙ୍କ ମଧ୍ୟରେ ସେପ୍ଟେମ୍ବର ୨୮ରେ ଦ୍ୱିପାକ୍ଷିକ ଭର୍ଚୁଆଲ ଶିଖର (Virtual Summit) ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭାରତ ଏହି ସମ୍ମିଳନୀ ଆୟୋଜନ କରିଥିଲା। ଭାରତ ଓ ଡେନମାର୍କ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ହୋଇଛି। ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କ ଓ ସମାନ ଗଣତାନ୍ତ୍ରିକ ପରମ୍ପରା ରହିଛି।…

Read More
modi pm

Mann Ki Baat: କୃଷକ ସଶକ୍ତ ହେଲେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ‘ମନ କି ବାତ’ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi ) ରବିବାର ଆଜି ‘ମନ କି ବାତ୍ ‘ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଗ୍ରାମ, କୃଷକ ତଥା ଦେଶର କୃଷି କ୍ଷେତ୍ର ହେଉଛି ‘ଆତ୍ମନିର୍ଭରଶୀଳ ଭାରତ’ର ଆଧାର। ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶର କୃଷିକ୍ଷେତ୍ର, କୃଷକ ଓ ଗ୍ରାମବାସୀ ହେଉଛନ୍ତି ଆତ୍ମନିର୍ଭର ଭାରତର ଭିତ୍ତିଭୂମି। ସେ କହିଛନ୍ତି, ଏଭଳି ସଙ୍କଟଜନକ ସମୟରେ ମଧ୍ୟ କୃଷିକ୍ଷେତ୍ର ଖୁବ୍‍ ଭଲ ପ୍ରଦର୍ଶନ…

Read More
pm modi -farmer

Farmer Bills: କୃଷି ବିଲକୁ ନେଇ କୃଷକମାନଙ୍କୁ ଭ୍ରମିତ କରାଯାଉଛି:ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୃଷି ସଂଗଠନ ଆଜି କୃଷି ବିଲ୍ (Agriculture Bill) ବିରୋଧରେ ଭାରତ ବନ୍ଦ ଘୋଷଣା କରିଛନ୍ତି। ପଞ୍ଜାବ, ହରିୟାଣା, ୟୁପି, ମହାରାଷ୍ଟ୍ର ଏବଂ ଦେଶର ଅନ୍ୟାନ୍ୟ ରାଜ୍ୟରେ କୃଷି ସହ ଜଡିତ ବିଧେୟକ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତୀୟ କିସାନ ୟୁନିଅନ ସମେତ ଅନ୍ୟ କୃଷକ ସଂଗଠନ ଏହି ବିଲ୍ ବିରୋଧରେ ବନ୍ଦ ପାଳନ  କରୁଛନ୍ତି। ପ୍ରାୟ ୧୮ ଟି ରାଜନୈତିକ ଦଳର ବିରୋଧ ମଧ୍ୟରେ ସଂସଦରେ ପାରିତ ହୋଇଥିବା ଫାର୍ମ ବିଲକୁ ବିରୋଧ…

Read More
PM-Modi time

TIME Magazine:ଦୁନିଆର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପିଏମ ମୋଦୀ,କିନ୍ତୁ ସମ୍ପାଦକଙ୍କ ମୋଦୀଙ୍କୁ ସମାଲୋଚନା

ୱାଶିଂଟନ୍ :ଆମେରିକାର ସବୁଠାରୁ ପ୍ରସିଦ୍ଧ ପତ୍ରିକା ଟାଇମ ମଗାଜିନ ୨୦୨୦  (TIME Magazine  2020) ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ତାଲିକା ପ୍ରକାଶ କରିଛି। ଦୁନିଆର ସବୁଠାରୁ ପ୍ରସିଦ୍ଧ ତଥା ସମ୍ମାନଜନକ ଟାଇମ୍ ମାଗାଜିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କୁ ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଟାଇମ୍ ମାଗାଜିନ୍ ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର ଶହେ ଜଣଙ୍କର ଏକ ତାଲିକା ପ୍ରକାଶ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More
msp

MSP: ୬ଟି ରବି ଫସଲ ଉପରେ ବଢିଲା ଏମଏସପି; ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ କହିଲେ ନିଷ୍ପତି ଐତିହାସିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷି ବିଲ୍ (Agriculture Bills 2020 ) ପାସ୍ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି କମିଟି (Cabinet Committee on Economic Affairs) ୬ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (Minimum Support Price) ବୃଦ୍ଧିକୁ ଅନୁମୋଦନ କରିଛି। ଏବେ ମୋଦୀ ସରକାରଙ୍କ କ୍ୟାବିନେଟ୍ ରବି ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ…

Read More
pm modi _agriculture

PM Modi: ସଂସଦରେ କୃଷି ବିଲ୍ ପାରିତ ହେବା ନେଇ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସଂସଦରେ କୃଷି ବିଲ୍ (Agriculture Bill ) ପାରିତ ହେବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Sri Narendra Modi) କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହାକୁ ଭାରତୀୟ କୃଷି ଇତିହାସରେ ଏକ ସ୍ମରଣୀୟ ମୂହୁର୍ତ୍ତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍ ଜରିଆରେ କହିଛନ୍ତି, “ଭାରତୀୟ କୃଷି ଇତିହାସରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ! ସଂସଦରେ ଏହି ପ୍ରମୁଖ ବିଲ୍ ପାରିତ ହେବା ନେଇ ଆମର ପରିଶ୍ରମୀ ଚାଷୀଙ୍କୁ ଅଭିନନ୍ଦନ। ଏହାଦ୍ୱାରା କୃଷି…

Read More