Home » Weather Report Odisha: ପୁଣି ଅନଗୁଳ ରାଜ୍ୟର ଉତ୍ତପ୍ତ ସହର

Weather Report Odisha: ପୁଣି ଅନଗୁଳ ରାଜ୍ୟର ଉତ୍ତପ୍ତ ସହର

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟରେ ଅହେତୁକ ଭାବରେ ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା  ସୂଚନା ଅନୁଯାୟୀ ଆଜି ରାଜ୍ୟର ୪ ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୮ ଡ୍ରିଗୀ ଉପରେ ରହିଥିବା ଜଣାପଡିଛି।

ଆଜି ୩୮ ଦଶମିକ ୭ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ସହ ଅନୁଗୁଳ (Angul) ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରୂପେ  ଚିହ୍ନଟ ହୋଇଛି। ସେହିପରି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରୀ, କଟକର ୩୮.୨ ଡିଗ୍ରୀ ଏବଂ ତାଳଚେରର ସର୍ବୋଚ୍ଚ ତାପମାତ୍ରା ୩୮.୧ ଡ୍ରିଗୀ ରେକର୍ଡ କରାଯାଇଛି।

Also Read | Assembly Election: ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା, ପଶ୍ଚିମବଙ୍ଗ ନିର୍ବାଚନ ତାରିଖକୁ ନେଇ ମମତା ନାରାଜ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *