Weather Report Odisha: ପୁଣି ଅନଗୁଳ ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ଵର: ରାଜ୍ୟରେ ଅହେତୁକ ଭାବରେ ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ରାଜ୍ୟର ୪ ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୮ ଡ୍ରିଗୀ ଉପରେ ରହିଥିବା ଜଣାପଡିଛି। ଆଜି ୩୮ ଦଶମିକ ୭ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ସହ ଅନୁଗୁଳ (Angul) ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରୂପେ ଚିହ୍ନଟ ହୋଇଛି। ସେହିପରି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରୀ, କଟକର ୩୮.୨ ଡିଗ୍ରୀ ଏବଂ…
