Home » Mahimalive Odisha » Page 3
Odisha weather forecast-fogodisha

Odisha weather forecast: କିଛି ଜିଲ୍ଲାରେ ଆସନ୍ତା କାଲି ଘନକୁହୁଡି

ଭୁବନେଶ୍ଵର: odisha weather forecast ଓଡ଼ିଶାରେ ଆସନ୍ତା ୨ଦିନ ପରେ ଶୀତ ବଢିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟର ପାଗ ଶୁଖିଲା ରହିଛି। ଗତ କିଛିଦିନ ମଧ୍ୟ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‍କାରୁ ମଧ୍ୟମ ଧରଣର କୁହୁଡ଼ି ପରିଲକ୍ଷିତ ହୋଇଥିଲା। ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତର ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ଖସିଛି। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ବଢ଼ିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

Read More
Joranda Mahima Gadi

Joranda Mahima Gadi: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋରନ୍ଦା ମହିମାଗାଦି ଦର୍ଶନ

ଯୋରନ୍ଦା: Joranda Mahima Gadi ଆଜି ଢେଙ୍କାନାଳ (Dhenkanal) ଯୋରନ୍ଦା ମହିମାଗାଦିକୁ ଦର୍ଶନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଯାଇଛନ୍ତି। ସେ କହିଛନ୍ତି, ଯୋରନ୍ଦା ହେଉଛି ମହିମା ଧର୍ମର ଧାର୍ମିକ ଓ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଅନ୍ୟତମ। ମହିମାଗାଦି ସମାଜରେ ଶୂନ୍ୟ ଭଗବାନଙ୍କ ପାଖରେ ବିଶ୍ୱାସ ରଖିବା ଓ ସମାଜସେବା କରିବାର ମହତ ବାର୍ତ୍ତା ପ୍ରଚାର କରି ଆସୁଛି। ପରମ ପୂଜ୍ୟ ମହିମା ସାଧୁ ସନ୍ଥ ମାନଙ୍କ ଆଶୀର୍ବାଦ ନେବାର…

Read More
Cuttack Road Accident:

Road Accident Odisha: ସଡ଼କ ଦୁର୍ଘଟଣାରେ ୪ ମୃତ

ଭୁବନେଶ୍ଵର: Road Accident Odisha ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଜାତୀୟ ରାଜପଥ-୧୬ରେ (NH-16) ସୁନେଇ ରୁପେଇ ପାହାଡ଼ ନିକଟରେ ଠିଆ ହୋଇଥିବା ଏକ ଟ୍ରକ୍‍କୁ ବିଶାଖାପାଟଣା ଦିଗରୁ ପୁରୀ (Puri) ଅଭିମୁଖେ ଯାଉଥିବା ଏକ କାର୍‍ ଧକ୍କା ଦେଇଥିଲା (Road…

Read More
Old Vehicles Odisha

Old Vehicles Odisha: ରାସ୍ତାରେ ଆଉ ଗଡ଼ିବନି ୧୫ର ପୁରୁଣା ଗାଡି, ନୂଆଗାଡ଼ି ପାଇଁ ମିଳିବ ରିହାତି

ଭୁବନେଶ୍ଵର: Old Vehicles Odisha: ରାସ୍ତାରେ ଆଉ ଗଡ଼ିବନି ୧୫ର ପୁରୁଣା ଗାଡି। ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତି। ପୁରୁଣା ଗାଡି ପରିବେଶକୁ ପ୍ରଦୂଷିତ କରୁଛି। ସୂଚନା ଅନୁସାରେ ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଆ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାଲାଗି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୧୫ ବର୍ଷ ପୂରଣ କରିଥିବା ଗାଡ଼ିକୁ ସ୍କ୍ରାପିଂ କରାଯିବ। ସ୍କ୍ରାପିଂ (Old Vehicles Odisha…

Read More
Odisha Winter News

Odisha Winter News: ଆସନ୍ତା ୪ରୁ ୫ଦିନ ହେବ ପ୍ରବଳ ଶୀତ

ଭୁବବେଶ୍ଵର: Odisha Winter News ଓଡ଼ିଶାରେ ବର୍ତ୍ତମାନ ଦିନକୁ ଦିନ ପ୍ରବଳ ଶୀତ ବଢିବାରେ ଲାଗିଛି। ତା’ସହ କିଛି ଜିଲ୍ଲାରେ ଘନ କୁହୁଡି ଦେଖା ଦେଉଛି।   ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‍ କିମ୍ବା ତା’ଠାରୁ ନିମ୍ନରେ ରହିଛି। ଦେଖିବାକୁ ଗଲେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଫୁଲବାଣୀ ସହରର ତାପମାତ୍ରା ସବୁଠାରୁ…

Read More
Odisha Winter Temperature

Odisha Winter Temperature: ଓଡ଼ିଶାରେ ବଢୁଛି ଶୀତ, କମୁଛି ତାପମାତ୍ରା

ଭୁବନେଶ୍ଵର: Odisha Winter Temperature ଓଡ଼ିଶାରେ ବର୍ତ୍ତମାନ ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ଶୀତ ଅନୁଭୂତ ହେଉଛି। ଆଗକୁ ଆହୁରି ବଢିବ ଶୀତ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏବଂ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ଥିବା ରେକର୍ଡ଼ କରାଯାଇଛି। ସେହିପରି ଗତକାଲି ସୋମବାର ରାଜ୍ୟର ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି।…

Read More
President Droupadi Murmu

President Droupadi Murmu: ରାଷ୍ଟ୍ରପତି ବଡ଼ଦାଣ୍ଡରେ ଭାବବିହ୍ଵଳ

ଭୁବନେଶ୍ୱର: President Droupadi Murmu ଆଜି ଗୁରୁବାର ୨ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ଏକ ସ୍ଵତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ରାଷ୍ଟ୍ରପତି ଆଜି ପୂର୍ବାହ୍ନ ୧୦.୫୦ରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜପାଳ ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟ ଶାସନ ସଚିବ ସ୍ଵାଗତ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର…

Read More
Today Weather Odisha

Today Weather Odisha : ଓଡ଼ିଶାରେ ବଢିବ ଶୀତ

ଭୁବବେଶ୍ଵର: Today Weather Odisha ଓଡ଼ିଶାରେ ବର୍ତ୍ତମାନ ଧୀରେ ଧୀରେ ଶୀତ ବଢୁଛି। କିନ୍ତୁ କାର୍ତ୍ତିକ ମାସରେ ଯେପରି ଶୀତ ହେବା କଥା ତାହା ଏବର୍ଷ ହେଲା ନାହିଁ। ବର୍ତ୍ତମାନ ରାଜ୍ୟର ପ୍ରାୟ ଅଞ୍ଚଳରେ କୁହୁଡ଼ି ସହିତ ଟିକେ ଟିକେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଅବଶ୍ୟ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହୁଛି। ADVT ରାଜ୍ୟରେ ଶୀତର ପ୍ରକୋପ…

Read More
Chandra Grahan 2022 Time

Chandra Grahan 2022 Time: ଆସନ୍ତା କାଲି ଚନ୍ଦ୍ରଗ୍ରହଣ, କଣ କରିବା ଉଚିତ!

ଭୁବନେଶ୍ଵର: Chandra Grahan 2022 Time ଆସନ୍ତା କାଲି ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ରଗ୍ରହଣ। ଶାସ୍ତ୍ର ଅନୁସାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁ ଥିବାରୁ ଏହା ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ ନାମରେ ନାମିତ। ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଆସନ୍ତା କାଲି ଅପରାହ୍ନ ୨ଟା ୩୯ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ  ଏବଂ  ସଂଧ୍ୟା ୬ଟା ୧୯ ମିନିଟ୍ ୫ ସେକେଣ୍ଡରେ ସର୍ବମୋକ୍ଷ ହେବ। ଅପରାହ୍ଣ। କିନ୍ତୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ଣ ୩ଟା…

Read More
Dhabaleswar Temple Bridge

Dhabaleswar Temple Bridge : ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ ଭକ୍ତ

କଟକ: Dhabaleswar Temple Bridge ଆସନ୍ତା ପଞ୍ଚୁକ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ। ବଡ ଏଲଇଡ୍ ସ୍କ୍ରିନ୍ ମାଧ୍ୟମରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଧବଳେଶ୍ଵର ପୀଠକୁ ଯିବାକୁ ଝୁଲାପୋଲ (Dhabaleswar Temple Bridge) ଦୁର୍ବଳ ଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା…

Read More
bridge-collapsed-in-kalahandi-2-car-accident

Kalahandi News: ହଠାତ ଭୁଶୁଡ଼ି ପଡିଲା ପୋଲ, ତଳକୁ ଖସି ପଡିଲା ଦୁଇଟି କାର

କଳାହାଣ୍ଡି: Kalahandi News ପୋଲ ଉପରେ ଯାଉଥିଲା କାର। ହଠାତ ଭୁଶୁଡ଼ି ପଡିଲା ପୋଲ। ଫଳରେ ଦୁଇଟି କାର ପୋଲ ତଳକୁ ଖସି ପଡିଲା। ଏପରି ଦୁର୍ଘଟଣା ଘଟିଛି କଳାହାଣ୍ଡି (Kalahandi News) ଜିଲ୍ଲା ଭବାନୀପାଟଣା ରାଜ୍ୟ ରାଜପଥ ୪୪ର ଏକ ପୋଲ ଉପରେ ଯାହା ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାର ସାଈଧାମ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବ୍ରିଜ୍‌ ଟି…

Read More