Home » Mahimalive » Page 45
odisha results

ଆସନ୍ତା ଶନିବାର +୨ କଳା ରେଜଲ୍ଟ ପ୍ରକାଶ ପାଇବ

ଭୁବନେଶ୍ଵର: ଆସନ୍ତା ଶନିବାରଦିନ ଯୁକ୍ତ ଦୁଇ କଳା(+2 Arts ) ବାର୍ଷିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏହାସହ +୨ ଧନ୍ଦାମୂଳକ ଶିକ୍ଷା ( Vocational )ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଉଭୟ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। Also Read: ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ +୨ ବିଜ୍ଞାନ (+2 Science ) ଓ ୧୯ ତାରିଖରେ +୨ ବାଣିଜ୍ୟ ( +2 Commerce )…

Read More
PUBG app

ମୋଦୀ ସରକାରଙ୍କ Digital Strike;PUBG ସମେତ ୧୧୮ ଆପ୍ ବ୍ୟାନ

ନୂଆଦିଲ୍ଲୀ:ଚଳିତ ଜୁନ୍ ଶେଷ ଭାଗରେ ଭାରତ ସରକାର ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫୯ଟି ଚାଇନିଜ୍ ମୋବାଇଲ୍ ଆପ୍ (Mobile app )ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ଆପଗୁଡ଼ିକରେ ଲୋକପ୍ରିୟ ଟିକଟୋକ (TikTok), ସେୟାର୍, ୟୁସି ବ୍ରାଉଜର, ହେଲୋ, ଭିଗୋ ଭଳି ଆପ୍ସ ଅନ୍ତର୍ଭୁକ୍ତ ଥିଲାଜୁଲାଇ ମାସରେ, ସରକାର ଆହୁରି ୪୭ ଟି ଚାଇନାର ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲେ। ପୂର୍ବରୁ ସରକାର ମୋଟ ୧୦୬ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।…

Read More
sriram mandir

ଅଯୋଧ୍ୟା ଶ୍ରୀରାମମନ୍ଦିର ମାନଚିତ୍ର ସର୍ବସମ୍ମତି କ୍ରମେ ମଞ୍ଜୁର,ମନ୍ଦିର ନିର୍ମାଣରେ ଆଉ ଆସିବନି ପ୍ରତିବନ୍ଧକ

ଅଯୋଧ୍ୟା:ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ଶ୍ରୀରାମମନ୍ଦିରର ମାନଚିତ୍ର  ବୁଧବାର ଅନୁଷ୍ଠିତ ଅଯୋଧ୍ୟା ବିକାଶ ପ୍ରାଧିକରଣ ( Ayodhya Development  Authority )ର  ବୋର୍ଡ ବୈଠକରେ ମନ୍ଦିରର ମାନଚିତ୍ର ( Map )ସର୍ବସମ୍ମତି କ୍ରମେ ମଞ୍ଜୁର ହୋଇଛି। ବର୍ତମାନ ମନ୍ଦିର ନିର୍ମାଣରେ ଆଉ କୌଣସି ପ୍ରକାରର  ପ୍ରତିବନ୍ଧକ ଆସିବ ନାହିଁ। ମନ୍ଦିର ଏବେ ସୁଚାରୁରୂପେ ନିର୍ମିତ ହୋଇପାରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ୨,୭୪,୧୧୦  ବର୍ଗ ମିଟର ଖୋଲା କ୍ଷେତ୍ର ଅଯୋଧ୍ୟା ବିକାଶ ପ୍ରାଧିକରଣର…

Read More
Sasi Barik odisha

ଓଡ଼ିଶାର ୮୦ ବର୍ଷୀୟ ମହିଳାଙ୍କ ସଫଳ କାହାଣୀ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସଫଳ

ଭୁବନେଶ୍ଵର:କୋଭିଡ୍‌(Covid-19 )ମହାମାରୀ ଯୋଗୁଁ ନିଜ ନିଜର ଭିଟାମାଟିକୁ ଫେରିଆସିଥିବା ଶ୍ରମିକ ଏବଂ ସ୍ଥାନୀୟ ଅଭାବୀ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ(Garib Kalyan RojgarAbhiyaan -GKRA) ଓଡିଶା ସମେତ ୬ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଅନ୍ୟ ରାଜ୍ୟଗୁଡିକ ହେଲେ ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ। ଏହି ୬ଟି ରାଜ୍ୟର ୧୧୬ଟି ଜିଲାରେ ଏହା କାର୍ଯ୍ୟକାରୀ ହେଉଛି। ଲୋକଙ୍କୁ ଜୀବିକା ଉପାର୍ଜନର ସୁଯୋଗ ଯୋଗାଇ ଦେଉଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ…

Read More
Ravi Shankar Prasad

ଫେସବୁକ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହୁଛନ୍ତି; ଏ ନେଇ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମାର୍କ ଜୁକରବର୍ଗଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ:ଫେସବୁକ୍ କୁ ନେଇ ପୁଣି ଏକ ବିବାଦ ଆସିଛି। କେନ୍ଦ୍ର ଆଇଟି (Information and Technology )ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଙ୍ଗଳବାର ଫେସବୁକ୍ ( Facebook ) ସିଇଓ ମାର୍କ ଜୁକରବର୍ଗ ( Mark Zuckerberg )ଙ୍କୁ ଏକ ଚିଠି ଲେଖି ଫେସବୁକକୁ ଭେଦଭାବ ଅଭିଯୋଗ କରିଛନ୍ତି। ରବି ଶଙ୍କର ପ୍ରସାଦ ତାଙ୍କ ଚିଠିରେ କହିଛନ୍ତି ଯେ ଫେସବୁକ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କୁ ଅପମାନଜନକ ଶବ୍ଦ କହିଛନ୍ତି। ରବି ଶଙ୍କର ପ୍ରସାଦ…

Read More
New ECof India

ନୂତନ ନିର୍ବାଚନ କମିଶନର ଭାବେ ଶ୍ରୀ ରାଜୀବ କୁମାରଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ:ଶ୍ରୀ ରାଜୀବ କୁମାର ଆଜି ଭାରତର ନୂତନ ନିର୍ବାଚନ କମିଶନର ( Election Commissioner ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତ। ଶ୍ରୀ କୁମାର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ସହ ଭାରତର ନିର୍ବାଚନ ଆୟୋଗରେ ଯୋଗ ଦେଇଛନ୍ତି।୧୯ ଫେବୃଆରୀ ୧୯୬୦ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଜୀବ କୁମାର, ହେଉଛନ୍ତି ୧୯୮୪ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ପ୍ରାୟ ୩୬ ବର୍ଷରୁ ଅଧିକ ସମୟ…

Read More
tamato

ଏକ କେଜି ଟମାଟୋର ଦାମ ୫୮୦ ଟଙ୍କା!ଏମିତି ଏକ ସ୍ଥାନ ଭାରତରେ ଅଛି

ଭାରତରେ ଏମିତି ଏକ  ସ୍ଥାନ ଅଛି ଯେଉଁଠି ଏକ କେଜି ଟମୋଟୋର ଦାମ ଶହେ ନୁହେଁ କି ୨ଶହ ନୁହେଁ ପୁରା ୫୮୦ ଟଙ୍କାରେ କିଣାଯାଇଛି। ଏମିତି ଏକ ଘଟଣା ଘଟିଛି ଛତିଶଗଡର କାଂକେରେ ଅଞ୍ଚଳରେ। ଯେଉଁଠାରେ ୨୦ ଟଙ୍କାରେ ବିକ୍ରି ହେଉ ଥିବା ଟମାଟୋ ସରକାରଙ୍କୁ ୫୮୦ ଟଙ୍କାରେ ବିକ୍ରି କରାଯାଇଥିଲା। ଛତିଶଗଡର କାଂକେରର ଏକ କ୍ୱାରାଣ୍ଟିନ୍ ସେଣ୍ଟରରେ ପନିପରିବା ଏବଂ ଫଳ କ୍ରୟ ନାମରେ ବଡ ସ୍କାମର ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ଜିଲ୍ଲା…

Read More

NEET ଏବଂ JEE ପରୀକ୍ଷାରେ ଯୋଗଦେବା ପାଇଁ ମାଗଣା ଯାତ୍ରା କେବଳ ଓଡ଼ିଶାରେ ନୁହେଁ,ଅନ୍ୟ ରାଜ୍ୟରେବି ସୁବିଧା ମିଳୁଛି

ଭୁବନେଶ୍ଵର:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି ଯେ କୋଭିଡ଼ -୧୯ (COVID-19) ମହାମାରୀ ମଧ୍ୟରେ ଜି ( JEE ) ଏବଂ ନିଟ ( NEET ) ର ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଭବିଷ୍ୟତ ଏକ ପ୍ରମୁଖ ପ୍ରାଥମିକତା ଅଟେ। ସେ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି ସହିତ ଅନେକ ପଦକ୍ଷେପ ନିଆଯାଇଛି। ଜାତୀୟ ପରୀକ୍ଷା ଏଜେନ୍ସି ( NTA ) ସେପ୍ଟେମ୍ବର ୧ ରୁ ୬ ତାରିଖ ପର୍ଯ୍ୟନ୍ତ…

Read More
Maan ki Baat

ଶ୍ୱାନ ପାଳିବାକୁ ଚାହିଁଲେ ଦେଶୀ ପ୍ରଜାତି ବାଛିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍‌କୀ ବାତ୍‌ କାର୍ଯ୍ୟକ୍ରମରେ ଭାରତୀୟ ସେନାର ଦୁଇଟି କୁକୁର ସୋଫି ଓ ବିଦା କଥା କହିଛନ୍ତି। ଏହି ଦୁଇ କୁକୁର ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ‘ସ୍ଥଳସେନାଧ୍ୟକ୍ଷ ପ୍ରଶଂସାପତ୍ର’ ପାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ ଓ ନିରାପତ୍ତା ବାହିନୀରେ ଏଭଳି ଅନେକ ସାହସୀ ଶ୍ୱାନ ଅଛନ୍ତି। ଏସବୁ କୁକୁର ଅନେକ ବୋମା ବିସ୍ଫୋରଣ ଓ ଆତଙ୍କବାଦୀ ଷଡଯନ୍ତ୍ରକୁ ଭଣ୍ଡୁର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଲୁଚାଇ ରଖାଯାଇଥିବା ବିସ୍ଫୋରକ…

Read More