Home » Mahimalive » Page 9
railway_odisha-min

Train Time Table: ଟ୍ରେନ୍‍ ଚଳାଚଳ ସମୟ ବୃଦ୍ଧି

ଭୁବନେଶ୍ଵର: ଦୈନନ୍ଦିନ ଚଳାଚଳ କରୁଥିବା ହାଓଡ଼ା-ପୁରୀ-ହାଓଡ଼ା ବିଶେଷ ଟ୍ରେନ୍‍ (Train) ସହିତ ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟତ କରୁଥିବା ୫ଟି ଦୂରଗାମୀ ଟ୍ରେନ୍‍ର ସେବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ବୃଦ୍ଧି କରାଯାଇଛି। ହାଟିଆରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଯଶୋବନ୍ତପୁରରୁ ପ୍ରତ୍ୟେକ ଗୁରୁବାର ଛାଡ଼ୁଥିବା ହାଟିଆ-ଯଶୋବନ୍ତପୁର-ହାଟିଆ ସାପ୍ତାହିକ ବିଶେଷ ଟ୍ରେନ୍‍୨୪ ଜୁନ୍‍ ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ। ହାଓଡ଼ା ଓ ଯଶୋବନ୍ତପୁର ମଧ୍ୟରେ ସବୁଦିନ ଚଳାଚଳ କରୁଥିବା ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଟ୍ରେନ୍‍ ହାଓଡ଼ାଠାରୁ ୨୮ ଜୁନ୍‍ ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରଠାରୁ…

Read More
rajyasabha2

Medical Termination of Pregnancy: ରାଜ୍ୟସଭାରେ ଗର୍ଭପାତ ସଂଶୋଧନ ବିଲ୍‍ ୨୦୨୧ ଗୃହୀତ

ନୂଆଦିଲ୍ଲୀ: ରାଜ୍ୟସଭାରେ ମାର୍ଚ୍ଚ ୧୬ ତାରିଖରେ ଡାକ୍ତରୀ ଆବଶ୍ୟକତା ସଂକ୍ରାନ୍ତ ଗର୍ଭପାତ ବିଲ୍‍ (Medical Termination of Pregnancy Bill-2021) ୨୦୨୧ ଗୃହୀତ ହୋଇଛି। ଏହି ବିଲ୍‍ଟି ୧୯୭୧ ଗର୍ଭପାତ ଆଇନରେ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ। ଗତ ୨୦୨୦ ମାର୍ଚ୍ଚ ୧୭ ତାରିଖରେ ଏହି ବିଲ୍‍ଟି ଲୋକସଭାରେ ଗୃହୀତ ହୋଇଥିଲା। ବିଲ ସଂଶୋଧନର ମୁଖ୍ୟାଂଶ ଏହି ବିଲ୍‍ ଅନୁସାରେ କେତେକ ସ୍ୱତନ୍ତ୍ର ଶ୍ରେଣୀ ମହିଳାଙ୍କ ପାଇଁ ଚିକିତ୍ସାଗତ ଆବଶ୍ୟକତା କାରଣରୁ ଗର୍ଭଧାରଣର ୨୪ ସପ୍ତାହ ଯାଏଁ ଭ୍ରୁଣର…

Read More
factories act1948

Working Hours In India: ବର୍ତ୍ତମାନ ସପ୍ତାହକୁ ହେବ କେତେଦିନ କାର୍ଯ୍ୟଦିବସ, କର୍ମଚାରୀଙ୍କ କାର୍ଯ୍ୟ କରିବାର ସମୟରେ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ କରିବାର ସ୍ଥିତି ସଂହିତା (Code) ୨୦୨୦ରେ କେତେକ ପରିବର୍ତ୍ତନ କରାଯାଇଛି। ଏଥିରେ ଶ୍ରମିକ କର୍ମଚାରୀଙ୍କ ନିରାପତ୍ତା (Safety), ସ୍ୱାସ୍ଥ୍ୟ (Health) ଓ କାର୍ଯ୍ୟକାରୀ ସ୍ଥିତିରେ ଦୈନିକ ଏବଂ ସାପ୍ତାହିକ କାର୍ଯ୍ୟକାରୀ ସମୟ ଏବଂ ଛୁଟି (Leave) ଆଦିର ବ୍ୟବସ୍ଥା ରହିଛି। ଏହି ସଂହିତା ୨୦୨୦ ସେପ୍‍ଟେମ୍ବର ୨୯ ତାରିଖରେ ପ୍ରକାଶିତ ହୋଇଥିଲା। କେନ୍ଦ୍ର ସରକାର (Central Government) ଯେବେ ବିଜ୍ଞପ୍ତି ପ୍ରକାଶ କରିବେ ସେହିଦିନ ଠାରୁ ତତ୍କାଳ ତାହା…

Read More
odisha_teacher

Odisha Teacher Recruitment: ବୟସ ଅତିକ୍ରାନ୍ତ ସିଟି ଏବଂ ବିଏଡ୍‍ ଡିଗ୍ରୀଧାରୀଙ୍କୁ ଆଉ ମିଳିବନି ସରକାରୀ ନିଯୁକ୍ତି

ଭୁବନେଶ୍ଵର:ରାଜ୍ୟର ଯେଉଁ ବିଦ୍ୟାଳୟ (School) ଗୁଡିକରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭାବ ରହିଛି, ସମୀକରଣ ପ୍ରକ୍ରିୟା ମାଧ୍ୟମରେ ସେହି ପଦବୀଗୁଡ଼ିକ ପୂରଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ (Samir Ranjan  Dash) ପ୍ରକାଶ କରିଛନ୍ତି। ବିଜେପି (BJP) ବିଧାୟକ ମୋହନ ଚରଣ ମାଝୀ (Mohan Charan Majhi) ଙ୍କର ଆଦର୍ଶ ବିଦ୍ୟାଳୟ (Adarsh Vidyalaya) ଗଠନ ସମ୍ପର୍କିତ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

Read More
maoist

Odisha: ଓଡ଼ିଶାର ୧୫ଟି ମାଓପ୍ରବଣ ଜିଲ୍ଲାକୁ ମିଳୁଛି ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା, ଚାରି ବର୍ଷରେ ମିଳିଛି ୧୫୭.୫୮ କୋଟି ଟଙ୍କା

ଭୁବନେଶ୍ଵର: ଦେଶର ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (SCA) ଯୋଜନା ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବିଗତ ତିନି ବର୍ଷ ଏବଂ ଚଳିତ ବର୍ଷ ଓଡ଼ିଶା (Odisha) କୁ ମୋଟ ୧୫୭.୫୮ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟକୁ ୧୦ କୋଟି ଟଙ୍କା, ୨୦୧୮-୧୮ ଆର୍ଥିକ ବର୍ଷରେ ୬୬.୬୭ କୋଟି ଟଙ୍କା, ୨୦୧୯-୨୦ ଆର୍ଥିକ ବର୍ଷରେ ୬୬.୬୬ କୋଟି ଟଙ୍କା ଓ ୨୦୨୦-୨୧…

Read More
Odisha Assembly Byelection

Pipili By-Election: ଏପ୍ରିଲ୍‍ ୧୭ରେ ହେବ ପିପିଲି ଉପନିର୍ବାଚନ, ମେ ୨ରେ ଫଳାଫଳ

ଭୁବନେଶ୍ଵର: ଆସନ୍ତା ଏପ୍ରିଲ୍‍ ୧୭ ତାରିଖରେ ପିପିଲି (Pipili By-Election) ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୨୩ ତାରିଖରେ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ରଖାଯାଇଛି। ପ୍ରାର୍ଥୀମାନଙ୍କର ନାମାଙ୍କନ ଯାଞ୍ଚ ମାର୍ଚ୍ଚ ୩୧ ତାରିଖରେ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ୍‍ ୩ ରଖାଯାଇଛି। ମେ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି…

Read More
Odisha corona update Today _samir_das

Odisha School Examination: ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପାସ୍‍

ଭୁବନେଶ୍ଵର: କରୋନା (Covid-19) ସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାସ୍‍ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Samir Ranjan Das) ସୂଚନା ଦେଇଛନ୍ତି।  ସେକହିଛନ୍ତି, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଆଉ ସ୍କୁଲ୍‍ ଖୋଲିବା ସମ୍ଭବ ନୁହେଁ। ତେଣୁ ବିନା ବାର୍ଷିକ ପରୀକ୍ଷା (Annual Examination) ରେ ଏହି ଛାତ୍ରଛାତ୍ରୀଙ୍କୁ ଉପର…

Read More
assembly

Odisha Assembly News: ବିଧାନସଭାର ବଜେଟ୍‍ ଅଧିବେଶନର ବିରୋଧୀଙ୍କ ହଟ୍ଟଗୋଳ, ୨୪ଟି ନୂଆ ସରକାରୀ ଆଇଟିଆଇ ହେବ ପ୍ରତିଷ୍ଠା

ଭୁବନେଶ୍ଵର:ଚଳିତ ବିଧାନସଭା (Assembly) ର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‍ ଅଧିବେଶନ (Budget Session) ର ଦ୍ୱିତୀୟ କାର୍ଯ୍ୟଦିବସ। ଧାନମଣ୍ଡି ସମସ୍ୟା ନେଇ ଅଧିବେଶନ ଆରମ୍ଭରୁ ବିରୋଧି ବିଜେପି (BJP) ଏବଂ କଂଗ୍ରେସ (Congress) ବିଧାୟକମାନେ ହଟ୍ଟଗୋଳ କରିବାରୁ ଶାସକ ବିଜେଡି (BJD) ବିଧାୟକମାନେ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା। ହଟ୍ଟଗୋଳଜନିତ ଅଚଳାବସ୍ଥା ଏବଂ ଉତ୍ତେଜନାପୂର୍ଣ୍ଣ ବାତାବରଣ ଲାଗି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (Suryanarayan Patra)…

Read More
naveen patnaik

Nuapada:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡାରେ ବିଭିନ୍ନ ପ୍ରକଳ୍ପର କଲେ ଉଦ୍‍ଘାଟନ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଆଜି ଦିନିକିଆ ନୂଆପଡା (Nuapada) ଗସ୍ତରେ ଯାଇ ୪ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଖଡ଼ିଆଳ ତିଖାଲିଠାରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ (Tikhali Dam Lower Indra Irrigation Project) କୁ ସେ ଉଦ୍‍ଘାଟନ କରିଛନ୍ତି। ୧୭ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ୧୩ହଜାର ୪ଶହ…

Read More
sivaratri

Maha Shivaratri: ମହାଶିବରାତ୍ରୀ ପାଳନ ପାଇଁ କୋଭିଡ଼ ଗାଇଡ଼ଲାଇନ୍ସ ଜାରି

ଭୁବନେଶ୍ଵର: ମହାଶିବରାତ୍ରୀ (Maha Shivaratri) ପାଳନକୁ ଦୃଷ୍ଟିରେ ରଖି ଲିଙ୍ଗରାଜ (Lingraj) ମନ୍ଦିରରେ ଦୃଢ଼ ଭାବେ କଟକଣା ପାଳନ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ ସମସ୍ତ ସେବାୟତ ଏବଂ ସେଠାରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ କୋଭିଡ (Covid-19) ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ସେହିପରି ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳ (Dhenkanal) ର କପିଳାସ ପୀଠ (Kapilash Pitha) ରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି।…

Read More