Home » odishafightscorona » Page 10
India covid19 report

ପ୍ରତିବନ୍ଧକ ହଟାଇବା ଯୋଗୁଁ ସୁଗମ ହେଲା କରୋନା ପରୀକ୍ଷଣ

ଏବେ ଘରୋଇ ଡାକ୍ତର ମଧ୍ୟ କରୋନା ପରୀକ୍ଷା ପାଇଁ ସୁପାରିଶ କରିପାରିବେ ଖୁବ ଶୀଘ୍ର ନମୁନା ପରୀକ୍ଷା ସଂଖ୍ୟା ଏକ  କୋଟି ଛୁଇଁବ ଦେଶରେ ଖୁବଶୀଘ୍ର କୋଭିଡ-୧୯ ନମୁନା ପରୀକ୍ଷା ସଂଖ୍ୟା ଏକ କୋଟି ଛୁଇଁବ। ସରକାର ଏଦିଗରେ କେତେଗୁଡିଏ ପ୍ରତିବନ୍ଧକ ହଟାଇଥିବାରୁ ଏହା ସମ୍ଭବ ହେଉଛି । କେନ୍ଦ୍ର ସରକାରଙ୍କ ଦ୍ଵାରା କେତେଗୁଡିଏ ପଦକ୍ଷେପ ନିଆଯିବା ଯୋଗୁଁ ନମୁନା ପରୀକ୍ଷଣର ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ୯୦,୫୬,୧୭୩ ପରୀକ୍ଷା କରାଯାଇଥିବା ବେଳେ କ୍ରମବର୍ଦ୍ଧିଷ୍ଣୁ ପରୀକ୍ଷାଗାର ଏଥିରେ ସହାୟକ…

Read More

କୋଭିଡ-୧୯ ବିରୋଧରେ ଓଡ଼ିଶାର ‘ଆଶା’

୪୬ ହଜାରରୁ ଅଧିକ ଆଶାକର୍ମୀ କରୋନା ମୁକାବିଲା ପାଇଁ କାମ କରୁଛନ୍ତି ଓଡ଼ିଶାରେ ଆଶାକର୍ମୀ ମାନେ କୋଭିଡ଼ ୧୯ କୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି।ଏମିତି ଜଣେ ହେଲେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର କନ୍ଦଳେଇ ଗାଁର ଆଶାକର୍ମୀ ମଞ୍ଜୁ ଜେନା କୋଭିଡ-୧୯ ର ମୁକାବିଲା ପାଇଁ ଅବିଶ୍ରାନ୍ତଭାବେ କାମ କରୁଛନ୍ତି। ତାଙ୍କ ଗୋଷ୍ଠୀ ଓ ସମୁଦାୟ ଯେପରି ଏହି ସଂକ୍ରମଣ କାଳରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଏ ସେଥିପାଇଁ ସେ ନିରନ୍ତର…

Read More

ରାଜ୍ୟରେ ପୁଣି ୨୨୯ କରୋନା ପଜିଟିଭ ଚିହ୍ନଟ;ବଢୁଛି ଲୋକାଲ ସଂକ୍ରମିତ

ଆଜି ୧୯   ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୯୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି , ଯାଜପୁର ଜିଲ୍ଲାରୁ ୨୨  ଓ ବାଲେଶ୍ୱର ଜଣ ସଂକ୍ରମିତ ହୋଇଛନ୍ତି।  ଝାରସୁଗୁଡା ଜିଲ୍ଲାରୁ ୧୦ ଜଣ ଓ ଖୋର୍ଦ୍ଧା  ଜିଲ୍ଲାରୁ ୨୧  ଜଣ  ସଂକ୍ରମିତ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ୨  ଜଣ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଜିଲାରୁ ୪ ଜଣ ସଂକ୍ରମିତ ହୋଇଛନ୍ତି।   ସୁନ୍ଦରଗଡ଼ ଜିଲ୍ଲାରୁ ୧୭ ଜଣ ସଂକ୍ରମିତ ହୋଇଛନ୍ତି। କଟକ ଜିଲ୍ଲାରୁ…

Read More
India covid19 report

କୋଭିଡ-୧୯ ଆରୋଗ୍ୟ ହାର ୫୯.୪୩ ପ୍ରତିଶତକୁ ବୃଦ୍ଧି ; ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କ ଠାରୁ ଅଧିକ

କୋଭିଡ-୧୯  ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକର ଫଳାଫଳ ଅନୁଯାୟୀ, ଆଜିସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୧,୨୭,୮୬୪ ଅଧିକ ରହିଛି। ଏହାଦ୍ୱାରା ଆରୋଗ୍ୟ ହାର ୫୯.୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୩,୧୫୭ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ସଂଖ୍ୟାକୁ ୩,୪୭,୯୪୮ ରେ ପହଞ୍ଚାଇଛି । ବର୍ତ୍ତମାନ ଦେଶରେ ଥିବା ସମସ୍ତ ୨,୨୦,୧୧୪ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Read More
coal

ଓଡ଼ିଶାରେ କୋଇଲା ଖଣି ନିଲାମକୁ ବିରୋଧ

ଭୁବନେଶ୍ୱର: ଜାତୀୟ ସମ୍ପଦ ରୂପେ ଗଚ୍ଛିତ ଥିବା ୪୧ଗୋଟି କୋଇଲା ଖଣିକୁ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ମାଲିକାନାରେ ହସ୍ତାନ୍ତର କରିବା ଉଦ୍ଦେଶ୍ୟରେ ନିଲାମ ଘୋଷଣା ଅଗଣତାନ୍ତ୍ରିକ, ଜନ ବିରୋଧୀ।ଏହା ଦ୍ୱାରା ପ୍ରାକୃତିକ ସମ୍ପଦର ଲୁଟ ହେବା ସହ ପରିବେଶ କ୍ଷତି ହେବ ଏବଂ ଓଡ଼ିଶାରେ ଅତି କମରେ ୧୫ ହଜାର ପରିବାର ବିସ୍ଥାପିତ ହେବେ ବୋଲି ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି  ନିଲାମ ପ୍ରକ୍ରିୟା ମଧ୍ୟ ଭର୍ଚୁଆଲ…

Read More

କ’ଣ କଟକଣା ଜାରି ରହିଛି ଓ କ’ଣ ହେବ କ‌ୋହଳ ଅନଲକ୍-୨ ରେ …

ଭୁବନେଶ୍ୱର : ରାଜ୍ୟସରକାରଙ୍କ ପକ୍ଷରୁ ଅନଲକ୍‌-୨ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ଆଜି  ମୁଖ୍ୟ ଶାସନ ସଚିବ  ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୂତନ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟରେ ୫୦ହଜାର ଗ୍ରାମ ର କରୋନା ମୁକାବିଲା ପାଇଁ ଓଡ଼ିଶାର ଗ୍ରାମ୍ୟ କଲ୍ୟାଣ ସମିତିକୁ ୫୦କୋଟି ଟଙ୍କା ଦିଆଯାଇଛି। ଘରକୁ ଘର ବୁଲି ମନିଟରିଂ କରିବା ସହିତ ଲୋକମାନଙ୍କୁ ସଚେତନ କରାଯିବ। ପ୍ରତ୍ୟେକ ପଞ୍ଚାୟତରେ ଆଇସୋଲୋସନ୍ ବ୍ୟବସ୍ଥା ରହିବ‌। କୋଭିଡ କେୟାର ସେଣ୍ଟର…

Read More

ପ୍ରଧାନମନ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ କୋଭିଡ-୧୯କୁ ଏଡାଇବା ପାଇଁ ଟିକା ଯୋଜନା ଓ ପ୍ରସ୍ତୁତି ବୈଠକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯କୁ ଏଡାଇବା ପାଇଁ ଯେବେ ବି ଟିକା ଉପଲବ୍ଧ ହେବ ଓ  ତାର ଯୋଜନା ତଥା ପ୍ରସ୍ତୁତି ବୈଠକର ର  ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଜାତୀୟ ପ୍ରୟାସରେ ବେସରକାରୀ କ୍ଷେତ୍ରର ଭୂମିକା, ଚିକିତ୍ସା ଯୋଗାଣ ଶୃଙ୍ଖଳା ପରିଚାଳନା, ବିପଦରେ ଥିବା ଜନସଂଖ୍ୟାକୁ ପ୍ରାଧାନ୍ୟ ଦେବା, ଏହି ପ୍ରକ୍ରିୟାରେ ଜଡିତ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ, ଭାରତର ବୃହତ ତଥା ବିବିଧ ଜନସଂଖ୍ୟା ଟୀକାକରଣ ପାଇଁ ନାଗରିକ ସମାଜ…

Read More

ରାଜ୍ୟରେ ପୁଣି ୨୦୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୨୦୬   କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୯୨  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୨  ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ଜିଲ୍ଲାରେ  ସର୍ବାଧିକ ୩୬    ଜଣ ଚିହ୍ନଟ ହୋଇଛନ୍ତି। ସେହିପରି , ଯାଜପୁର ଜିଲ୍ଲାରୁ ୨୮  ଜଣ , କେଉଁଝର  ଓ…

Read More

ଅନୁଗୋଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ଓ ୪ ସୁସ୍ଥ;ପଜିଟିଭ ସଂଖ୍ୟା ୬୬ ଓ ସୁସ୍ଥ ସଂଖ୍ୟା ୫୪ କୁ ବୃଦ୍ଧି

ଅନୁଗୋଳ: ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଜଣେ ୨୧ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଥୁବାର ରିପୋର୍ଟ ଆସିଛି । ଚଳିତ ମାସ ୨୫ ତାରିଖରୁ ଏହି ଯୁବକ ତାମିଲନାଡୁରୁ ଆସି ସଙ୍ଗରୋଧରେ ଥିଲେ ଏବଂ ତାଂକର ସ୍ଵାବ ନମୁନାରୁ ପଜିଟିଭ ଜଣାପଡିଛି। ତାଂକର କୌଣସି କରୋନା ଲକ୍ଷଣ ନ ଥିଲା। ତାକୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବଅଁରପାଳ ବ୍ଳକ୍ ଅଂଚଳର ,ଏକ ୫୨ ବର୍ଷିୟ ବ୍ୟକ୍ତି କଟକର…

Read More

ରାଜ୍ୟରେ ପୁଣି ୨୬୪ କରୋନା ପଜିଟିଭ

ରାଜ୍ୟରେ ଆଉ ୨୬୪  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨୩୪  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୩ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ  ଜିଲ୍ଲାରେ  ସର୍ବାଧିକ ୭୬   ଜଣ ଚିହ୍ନଟ ହୋଇଛନ୍ତି। ସେହିପରି , ଯାଜପୁର ଜିଲ୍ଲାରୁ ୪୧ ଜଣ , କେଉଁଝର ଜିଲ୍ଲାରୁ…

Read More

କୋଭିଡ଼-୧୯ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ ଅଧିକ

କୋଭିଡ଼ -୧୯ ସୁସ୍ଥ ହାର ୫୮.୨୪ ପ୍ରତିଶତକୁ ବୃଦ୍ଧି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରଙ୍କ ଦ୍ଵାରା ନିଆଯାଉଥିବା ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦ୍ୱାରା କୋଭିଡ୧୯  ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିପାରିଛି। ଆରୋଗ୍ୟ ହାର ସକ୍ରିୟ ରୋଗୀଙ୍କ ତୁଳନାରେ ୯୬,୧୭୩ ରୁ ଅଧିକ ହୋଇଛି। ଗତ ୨୪  ଘଣ୍ଟା ମଧ୍ୟରେ  ୧୩,୯୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ଏହି ସଂଖ୍ୟା ୨,୮୫,୬୩୬ କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଆରୋଗ୍ୟ…

Read More