Home » Odisha Weather Report: ରାଜ୍ୟରେ ବଢୁଛି ତାପମାତ୍ରା, ସାଧାରଣ ଜୀବନଯାତ୍ରା ବ୍ୟାହତ; ଆଗକୁ ଆହୁରି ବଢିବ

Odisha Weather Report: ରାଜ୍ୟରେ ବଢୁଛି ତାପମାତ୍ରା, ସାଧାରଣ ଜୀବନଯାତ୍ରା ବ୍ୟାହତ; ଆଗକୁ ଆହୁରି ବଢିବ

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟରେ ଗତ କିଛି ଦିନ ହେବ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଥିବାରୁ ସ୍ଥଳ ବିଶେଷରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ପରିଲକ୍ଷିତ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି। ତେବେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନ ତାପମାତ୍ରା ଆଗକୁ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୫ ଓ ୬ ତାରିଖରେ ସର୍ବାଧିକ ତାପମାତ୍ରା କେତେକ ସ୍ଥାନରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବର ସମ୍ଭାବନା ରହିଛି।

Also Read | Assembly Election: ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା, ପଶ୍ଚିମବଙ୍ଗ ନିର୍ବାଚନ ତାରିଖକୁ ନେଇ ମମତା ନାରାଜ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *