Home » ଓଡ଼ିଶା » Page 43
bjp_odisha

Pari Murder Case: କଂଗ୍ରେସ-ବିଜେଡି ଏକାଠି: ସମୀର ମହାନ୍ତି

ଭୂବନେଶ୍ଵର: ପରୀ (Pari) କୁ ନ୍ୟାୟ ଦେବା ପରିବର୍ତ୍ତେ ଶାସକ ବିଜେଡି (BJD) ଓ କଂଗ୍ରେସ (Congress) ଏକାଠି ହୋଇ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି (BJP) ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପରୀର ବିବାଦ ଅପହରଣରୁ ଆରମ୍ଭ ହୋଇଛି। ତାର ଆଖି, କିଡ୍‌ନି ଚୋରି ଭଳି ସଙ୍ଗୀନ ଅଭିଯୋଗ…

Read More
child-marriage

Dhenkanal: ମହିଳା ହିଂସା, ବାଲ୍ୟବିବାହ ଓ ଶିଶୁ ନିର୍ଯାତନା ରୋକିବାପାଇଁ ପାଇଲଟ୍‍ ପ୍ରୋଜେକ୍ଟ ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ମହିଳା ହିଂସା, ବାଲ୍ୟବିବାହ ଓ ଶିଶୁ ନିର୍ଯାତନା ରୋକିବାପାଇଁ ‘ମହିଳା ଓ ବାଳିକା ସହାୟକ ପଞ୍ଚାୟତ ପ୍ରକଳ୍ପ’ ଆରମ୍ଭ ହୋଇଛି। ଜିଲ୍ଲାରେ ବର୍ତ୍ତମାନ ମହିଳା ଫ୍ରେଣ୍ଡଲି ପାଇଲଟ୍‍ ପ୍ରକଳ୍ପ (Pilot Project) ରେ ୪ଟି ବ୍ଲକ  ଗଁଦିଆ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗକୁ ସାମିଲ କରାଯାଇଛି। ପରେ କଙ୍କଡାହାଡ ବ୍ଲକକୁ ଯୋଡ଼ିବାକୁ କୁହାଯାଇଛି। ଏହି ପ୍ରକଳ୍ପ ଅଧୀନରେ ମହିଳାଙ୍କୁ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ…

Read More
helpline

Help Lines: ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨

ଭୁବନେଶ୍ଵର: ରାଜ୍ୟରେ ପୁଲିସ୍‍ (Police) ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨ରଖାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଅନୁମୋଦନ କରିଛନ୍ତି। ଏଥିସହିତ ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ସକାଶେ ମୁଖ୍ୟମନ୍ତ୍ରୀ ପୁଲିସ୍‍ ବିଭାଗରେ ୧୦୯୮କୁ ମଧ୍ୟ ଅନୁମୋଦନ କରିଛନ୍ତି। ପୁଲିସ୍‍, ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପଲାଇନ ଭଳି ବିଭିନ୍ନ ଜରୁରୀ ସେବାପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ…

Read More
Weather Report of Odisha

Weather Report: ରାଜ୍ୟରେ ଶୀତର ପ୍ରକୋପ ବଢୁଛି

ଭୁବନେଶ୍ଵର: ଦିନକୁ ଦିନ ରାଜ୍ୟରେ ଶୀତର ପ୍ରକୋପ ବଢିଚାଲିଛି। ଏଥିସହିତ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସପାଇବାରେ ଲାଗିଛି। ଗତକାଲି ରାଜ୍ୟର ୩ଟି ସହରର ତାପମାତ୍ରା ୧୦ଡିଗ୍ରୀ ସେଲ୍‍ସିୟସ୍‍ରୁ ତଳେ ଥିଲା। Flipkart Offer : Get upto 30% off on Best Selling Laptops ସେଥିମଧ୍ୟରୁ ସୋନପୁରରେ ସର୍ବନିମ୍ନ ୮.୮ ଡିଗ୍ରୀ ସେଲ୍‍ସିୟସ୍‍ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୯ ଏବଂ ଫୁଲବାଣୀରେ ୯.୮ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ୧୧ଟି…

Read More
elephants

Watch: ରାଜ୍ୟରେ ୩ ହାତୀ ମୃତ୍ୟୁ, ହିନ୍ଦୋଳରେ ହାତୀ ଓ ବାର୍‌ହାର ମୃତ୍ୟୁ

ଢେଙ୍କାନାଳ: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଢେଙ୍କାନାଳ (Dhenkanal) ଜିଲ୍ଲା ହିନ୍ଦୋଳ (Hindol) ବନାଞ୍ଚଳର କଡଲା (Kadala) ଗ୍ରାମରେ ଏ ଘଟଣା  ଘଟିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୃତଦେହକୁ ଠାବ କରିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଓ ବାର୍‌ହାର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ବିଦ୍ୟୁତ ତାର ଜବତ କରିଛି ବନ ବିଭାଗ। ସୂଚନାଅନୁସାରେ ମୃତ ହାତୀଟିର ବୟସ ପ୍ରାୟ ୩୦ ବର୍ଷ ହୋଇଥିବା ବେଳେ…

Read More
Weather Report of Odisha

Weather Report: ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି, ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ

ଭୂବନେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦୁଇଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ସେହିପରି ୧୩ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହି ରି ଦାରିଙ୍ଗବାଡିର ତାପମାତ୍ରା ୯.୫, ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କଟକ ୧୪.୮ ଏବଂ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ରେକର୍ଡ…

Read More
sambitpatra

Pari Murder Case: ପରୀହତ୍ୟା ମାମଲାକୁ ନେଇ ରାଜଧାନୀ ଦିଲ୍ଲୀରେ ବିଜେପିର ବିକ୍ଷୋଭ; ଜାତୀୟ ଶିଶୁ ସୁରକ୍ଷା କମିସନଙ୍କୁ ସମ୍ବିତ ପାତ୍ରଙ୍କ ସାକ୍ଷାତ୍‍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନୟାଗଡ (Nayagargh) ପରୀ ହତ୍ୟା ମାମଲା (Pari Murder Case) କୁ ନେଇ ବିଜେପି (BJP) ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର (Sambit Patra) ଆଜି ଦିଲ୍ଲୀସ୍ଥିତ ଜାତୀୟ ଶିଶୁ ସୁରକ୍ଷା କମିସନ (National Commission for Protection of Child Rights) ଙ୍କୁ  ସାକ୍ଷାତ୍‍ କରିଛନ୍ତି। ଶ୍ରୀ ପାତ୍ର କମିସନଙ୍କୁ ସାକ୍ଷାତ୍‍ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜାତୀୟ ଶିଶୁ ସୁରକ୍ଷା କମିସନର ଏକ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ…

Read More
india-traffics

New Law: ବାଇକ୍ ଓ କାର ମାଲିକଙ୍କ ପାଇଁ ସରକାର କଲେ ନୂଆ ନିୟମ

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (Ministry of Road Transport & Highways -MoRTH) ସଡକ ପରିବହନରେ ନିୟମରେ କିଛି ପରିବର୍ତ୍ତନ ଏବଂ ପ୍ରସ୍ତାବ ଘୋଷଣା କରିଛି। ଯାହା ବିଷୟରେ ଆପଣ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। MoRTH କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ରେ ସଂଶୋଧନ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, ଏକ ଯାନର ମାଲିକ ପଞ୍ଜୀକରଣ ପ୍ରମାଣପତ୍ର (Nominee) ରେ ଜଣେ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ହେବ। ଗାଡିର…

Read More
odisha winter

Weather Report: ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି, ବାତ୍ୟା ‘ନିଭାର’ ଓଡ଼ିଶାରେ ପ୍ରଭାବ ନାହିଁ

ଭୁବନେଶ୍ୱର: ଗତ କିଛିଦିନ ହେବ ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଉପକୂଳରୁ ନେଇ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଶୀତ ଅନୁଭୂତ ହେଲାଣି। ସେହିପରି କେତେକ ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବର୍ତ୍ତମାନ ୯ ଡିଗ୍ରୀ ସେଲସିୟସ୍‍ ତାପମାତ୍ରା ସହ ଦାରିଙ୍ଗିବାଡ଼ି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତରେ ପରିଣତ…

Read More
dharmendra pradhan

OIL Seismic Campaign: ଓଡ଼ିଶାରେ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଦ୍ୱାରା ହେବ ତୈଳ ଓ ଗ୍ୟାସର ସନ୍ଧାନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଶୁକ୍ରବାର ପୁରୀ (Puri) ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି (Open Acreage Licensing Policy, OALP) ଅଧୀନରେ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ରାଜ୍ୟର ୫ଟି ବ୍ଲକ ଅର୍ଥାତ୍ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର (Oil India Ltd (OIL) seismic campaign) ଶୁଭାରମ୍ଭ…

Read More

Weather Report: ଆସନ୍ତା ୪ ଦିନ ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

ଭୂବନେଶ୍ଵର: ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ଗୁରୁଚାପ ବଳୟ ସୃଷ୍ଟିହେବା ଫଳରେ ଆଜିଠାରୁ ୭ ଜିଲ୍ଲାରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି। ସେ ଜିଲ୍ଲାଗୁଡ଼କ ହେଲା, କଟକ, ଅନୁଗୁଳ, ଢ଼େଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଓ କନ୍ଧମାଳ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୁହୁଡ଼ିର ଘନତା ଅଧିକ ରହିବାର ସମ୍ଭାବନା ଥିବାରୁ ମୋଟର ଯାନ ଯାତାୟାତରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ…

Read More